clean up older files

This commit is contained in:
Larry Versaw 2021-02-18 13:25:30 -07:00
parent eabd1fc3c3
commit 6c2fa9285c
2671 changed files with 4083 additions and 3389 deletions

View File

@ -1,6 +1,7 @@
# କିଏ ପାଉଲଙ୍କୁ ଆହ୍ୱାନ କଲେ ଏବଂ ସେ କଣ ହେବା ନିମନ୍ତେ ଆହ୍ୱାନ କଲେ ?
# କିଏ ପାଉଲଙ୍କୁ ଆହ୍ୱାନ କଲେ ଏବଂ ସେ କଣ ହେବା ନିମନ୍ତେ ଆହ୍ୱାନ କଲେ ?
ଯୀଶୁ ଖ୍ରୀଷ୍ଟ ପାଉଲଙ୍କୁ ଜଣେ ପ୍ରେରିତ ହେବା ନିମନ୍ତେ ଆହ୍ୱାନ କଲେ |[୧:୧]
# ପାଉଲ କରିନ୍ଥୀସ୍ଥ ମଣ୍ଡଳୀ ନିମନ୍ତେ ଆମ୍ଭମାନଙ୍କ ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ କଣ ଗ୍ରହଣ କରିବାକୁ ଇଛା କରନ୍ତି?
ଯୀଶୁ ଖ୍ରୀଷ୍ଟ ପାଉଲଙ୍କୁ ଜଣେ ପ୍ରେରିତ ହେବା ନିମନ୍ତେ ଆହ୍ୱାନ କଲେ |[୧:୧]
# ପାଉଲ କରିନ୍ଥୀସ୍ଥ ମଣ୍ଡଳୀ ନିମନ୍ତେ ଆମ୍ଭମାନଙ୍କ ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ କଣ ଗ୍ରହଣ କରିବାକୁ ଇଛା କରନ୍ତି?
ପାଉଲଙ୍କ ଇଛା ଯେ ସେମାନେ ଯେପରି ଆମ୍ଭମାନଙ୍କ ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଅନୁଗ୍ରହ ଏବଂ ଶାନ୍ତି ପାଆନ୍ତି [୧:୩].

View File

@ -1,3 +1,3 @@
# କିପରି ଈଶ୍ୱର କରିନ୍ଥୀସ୍ଥ ମଣ୍ଡଳୀକୁ ଧନୀ କରି ଗଢିଛନ୍ତି?
# କିପରି ଈଶ୍ୱର କରିନ୍ଥୀସ୍ଥ ମଣ୍ଡଳୀକୁ ଧନୀ କରି ଗଢିଛନ୍ତି?
ଈଶ୍ୱର ସେମାନଙ୍କୁ ଧନବାନ ଭାବେ ସବୁ କ୍ଷେତ୍ରରେ,ଯେପରି ବାକ୍ୟରେ ଏବଂ ସମସ୍ତ ଜ୍ଞାନ ସହ ଗଢିଛନ୍ତି | [୧:୫].

View File

@ -1,6 +1,7 @@
# କରନ୍ଥୀୟ ମଣ୍ଡଳୀରେ କଣ ଅଭାବ ନ ଥିଲା?
# କରନ୍ଥୀୟ ମଣ୍ଡଳୀରେ କଣ ଅଭାବ ନ ଥିଲା?
ସେମାନଙ୍କର କୌଣସି ଆତ୍ମିକ ଦାନର ଅଭାବ ନ ଥିଲା [୧:୭]|
# କାହିଁକି ଈଶ୍ୱର କରନ୍ଥୀୟ ମଣ୍ଡଳୀକୁ ଶେଷ ପର୍ଯ୍ୟନ୍ତ ବଳ ଯୋଗାଇବେ ?
# କାହିଁକି ଈଶ୍ୱର କରନ୍ଥୀୟ ମଣ୍ଡଳୀକୁ ଶେଷ ପର୍ଯ୍ୟନ୍ତ ବଳ ଯୋଗାଇବେ ?
ସେ ଏପରି କରିବେ ଯେପରି ସେମାନେ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦିନରେ ଅନିନ୍ଦନୀୟ ହେବେ [୧:୫]|

View File

@ -1,5 +1,7 @@
# ପାଉଲ କଣ କରିବାକୁ କରନ୍ଥୀ ମଣ୍ଡଳୀକୁ ଦାବି କରନ୍ତି?
ଉ ପାଉଲ ସେମାନଙ୍କୁ ସମସ୍ତ ବିଷୟ ନିମନ୍ତେ ଦାବି କରନ୍ତି ଏବଂ ଯେଉଁଠି କୌଣସି ଦଳଭେଦ ସେମାନଙ୍କର ନ ଥିବ, ଏବଂ ସେମାନେ ଗୋଟିଏ ମନ ଓ ଏକ ଉଦ୍ଦେଶ୍ୟରେ ଏକାଠି ମିଳିତ ହେବେ [୧:୧୦]|
# ଖ୍ଲୟୀଙ୍କ ଲୋକମାନେ ପାଉଲଙ୍କୁ କଣ ଜଣାଇଲେ ?

ଖ୍ଲୟୀଙ୍କ ଲୋକମାନେ ପାଉଲଙ୍କୁ ଜଣାଇଲେ ଯେ କରନ୍ଥୀ ମଣ୍ଡଳୀର ଭାଇମାନଙ୍କ ମଧ୍ୟରେ ବାଦବିବାଦ ବଢିଥିଲା [୧:୧୧]|

View File

@ -1,3 +1,3 @@
# ପାଉଲ ବିଭକ୍ତ ଗୁଡିକର ଅର୍ଥ କଣ ବୁଝନ୍ତି?
# ପାଉଲ ବିଭକ୍ତ ଗୁଡିକର ଅର୍ଥ କଣ ବୁଝନ୍ତି?
ପାଉଲ ଏହା ବୁଝନ୍ତି : ପ୍ରତ୍ୟେକେ ତୁମ୍ଭେମାନେ କୁହ ଯେ, “ମୁଁ ପାଉଲଙ୍କର,” ଆଉ “ମୁଁ ଆପଲ୍ଲଙ୍କର ,” ଆଉ “ମୁଁ କେଫାଙ୍କର,” ଆଉ “ମୁଁ ଖ୍ରୀଷ୍ଟଙ୍କର |” [୧:୧୨]|

View File

@ -1,3 +1,3 @@
# ପାଉଲ କାହିଁକି ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଯେ, ସେ ସେମାନଙ୍କ ମଧ୍ୟରୁ କେବଳ କ୍ରୀଷ୍ପ ଓ ଗାୟଙ୍କ ବ୍ୟତୀତ ଅନ୍ୟ କାହାରିକୁ ବାପ୍ତିସ୍ମ ଦେଇନାହାନ୍ତି?
# ପାଉଲ କାହିଁକି ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଯେ, ସେ ସେମାନଙ୍କ ମଧ୍ୟରୁ କେବଳ କ୍ରୀଷ୍ପ ଓ ଗାୟଙ୍କ ବ୍ୟତୀତ ଅନ୍ୟ କାହାରିକୁ ବାପ୍ତିସ୍ମ ଦେଇନାହାନ୍ତି?
ପାଉଲ ଈଶ୍ୱରଙ୍କୁ ଧନ୍ୟବାଦ ଦେବାର କାରଣ ଯେ,ସେମାନେ ପାଉଲଙ୍କ ନାମରେ ବାପ୍ତିଜିତ ହେଲେ ବୋଲି କହିବାର କୌଣସି କାରଣ ନାହିଁ [୧:୧୪-୧୫]|

View File

@ -1,3 +1,3 @@
# ଖ୍ରୀଷ୍ଟ କଣ କରିବାକୁ ପାଉଲଙ୍କୁ ପଠାଇଥିଲେ ?
# ଖ୍ରୀଷ୍ଟ କଣ କରିବାକୁ ପାଉଲଙ୍କୁ ପଠାଇଥିଲେ ?
ଖ୍ରୀଷ୍ଟ ପାଉଲଙ୍କୁ ସୁସମାଚାର ପ୍ରଚାର କରିବାକୁ ପଠାଇଥିଲେ[୧:୧୭]|

View File

@ -1,6 +1,7 @@
# ଯେଉଁମାନେ ମରୁଅଛନ୍ତି ସେମାନଙ୍କ ପାଇଁ କୃଶର ସମ୍ବାଦ କଣ ଅଟେ?
# ଯେଉଁମାନେ ମରୁଅଛନ୍ତି ସେମାନଙ୍କ ପାଇଁ କୃଶର ସମ୍ବାଦ କଣ ଅଟେ?
ଯେଉଁମାନେ ମରୁଅଛନ୍ତି ସେମାନଙ୍କ ପାଇଁ କୃଶର ସମ୍ବାଦ ମୂର୍ଖତା ଅଟେ [୧:୧୮]|
# ଯେଉଁମାନେ ପରିତ୍ରାଣ ପାଇଅଛନ୍ତି ସେମାନଙ୍କ ପାଇଁ କୃଶର ସମ୍ବାଦ କଣ ଅଟେ?
# ଯେଉଁମାନେ ପରିତ୍ରାଣ ପାଇଅଛନ୍ତି ସେମାନଙ୍କ ପାଇଁ କୃଶର ସମ୍ବାଦ କଣ ଅଟେ?
ଯେଉଁମାନେ ପରିତ୍ରାଣ ପାଇଅଛନ୍ତି ସେମାନଙ୍କ ପାଇଁ କୃଶର ସମ୍ବାଦ ଏକ ଈଶ୍ୱରଙ୍କ ଶକ୍ତି ଅଟେ [୧:୧୮]|

View File

@ -1,6 +1,7 @@
# ଜଗତର ଜ୍ଞାନକୁ ଈଶ୍ୱର କିପରି ଭାବେ ପ୍ରକାଶ କରିଅଛନ୍ତି?
# ଜଗତର ଜ୍ଞାନକୁ ଈଶ୍ୱର କିପରି ଭାବେ ପ୍ରକାଶ କରିଅଛନ୍ତି?
ଜଗତର ଜ୍ଞାନକୁ ଈଶ୍ୱର ମୂର୍ଖତାରେ ପ୍ରକାଶ କରିଅଛନ୍ତି [୧:]|
# ପ୍ରଚାରିତ ପ୍ରସଙ୍ଗର ମୂର୍ଖତା ଦ୍ୱାରା ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ୱର କାହିଁକି ସନ୍ତୁଷ୍ଟ ହୁଅନ୍ତି ?
# ପ୍ରଚାରିତ ପ୍ରସଙ୍ଗର ମୂର୍ଖତା ଦ୍ୱାରା ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ୱର କାହିଁକି ସନ୍ତୁଷ୍ଟ ହୁଅନ୍ତି ?
ଏହିପରି କରିବା ଦ୍ୱାରା ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି କାରଣ ଜଗତ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ଜାଣିଲା ନାହିଁ [୧:୨୧]|

View File

@ -1 +0,0 @@

View File

@ -1 +0,0 @@

View File

@ -1,6 +1,7 @@
# କେତେ ଜଣଙ୍କୁ ଯିଏ ସଂସାରିକ ମତାନୁସାରେ କେତେକ ଜ୍ଞାନୀ ବା କ୍ଷମତାପନ୍ନ ବା କୂଳୀନ ମାନଙ୍କୁ ଈଶ୍ୱର ଆହ୍ୱାନ କଲେ କି ?
# କେତେ ଜଣଙ୍କୁ ଯିଏ ସଂସାରିକ ମତାନୁସାରେ କେତେକ ଜ୍ଞାନୀ ବା କ୍ଷମତାପନ୍ନ ବା କୂଳୀନ ମାନଙ୍କୁ ଈଶ୍ୱର ଆହ୍ୱାନ କଲେ କି ?
ଈଶ୍ୱର ଅନେକଙ୍କୁ ଆହ୍ୱାନ କଲେ ନାହିଁ ଯେଉଁମାନେ ସେମାନଙ୍କ ସଦୃଶ ଥିଲେ [୧:୨୧]|
# ଈଶ୍ୱର କାହିଁକି ଜଗତର ତୁଚ୍ଛ ବିଷୟ ଗୁଡିକୁ ଏବଂ କାହିଁକି ଜଗତର ଦୁର୍ବଳ ବିଷୟ ଗୁଡିକୁ ମନୋନୀତ କଲେ ?
# ଈଶ୍ୱର କାହିଁକି ଜଗତର ତୁଚ୍ଛ ବିଷୟ ଗୁଡିକୁ ଏବଂ କାହିଁକି ଜଗତର ଦୁର୍ବଳ ବିଷୟ ଗୁଡିକୁ ମନୋନୀତ କଲେ ?
ସେ ଜ୍ଞାନୀମାନଙ୍କୁ ଲଜ୍ଜା ଦେବାକୁ ଏବଂ ବଳବାନ୍ ମାନଙ୍କୁ ଲଜ୍ଜା ଦେବାକୁ ଏହା କଲେ [୧:୨୭]|

View File

@ -1,3 +1,3 @@
# ଈଶ୍ୱର କାହିଁକି ଏପରି କଲେ ଯେ, କେହି ହେଲେ ତାଙ୍କ ସମ୍ମୁଖରେ ଦର୍ପ କରିବା ନିମନ୍ତେ କାରଣ ପାଇ ନ ପାରେ?
# ଈଶ୍ୱର କାହିଁକି ଏପରି କଲେ ଯେ, କେହି ହେଲେ ତାଙ୍କ ସମ୍ମୁଖରେ ଦର୍ପ କରିବା ନିମନ୍ତେ କାରଣ ପାଇ ନ ପାରେ?
ଈଶ୍ୱର, ଯାହା ନୀଚ ଏବଂ ଜଗତର ଘୃଣ୍ୟ ବିଷୟକୁ ଏବଂ ଏପରି ବିଷୟ ଗୁଡିକୁ ମନୋନୀତ କରନ୍ତି ଯାହା ନଗଣ୍ୟ [୧:୨୮-୨୯] |

View File

@ -1,9 +1,11 @@
# କାହିଁକି ବିଶ୍ୱାସୀମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଥିଲେ ?
# କାହିଁକି ବିଶ୍ୱାସୀମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଥିଲେ ?
ଈଶ୍ୱର ଯାହା କରିଥିବା କାରଣରୁ ସେମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଥିଲେ [୧:୩୦]|
# କଣ ଖ୍ରୀଷ୍ଟ ଯୀଶୁ ଆମ ପାଇଁ ହେଲେ?
# କଣ ଖ୍ରୀଷ୍ଟ ଯୀଶୁ ଆମ ପାଇଁ ହେଲେ?
ସେ ଆମ ପାଇଁ ଈଶ୍ୱରଙ୍କଠାରୁ ଜ୍ଞାନ ଅର୍ଥାତ୍ ଧାର୍ମିକତା,ପବିତ୍ରତା ଓ ମୁକ୍ତିସ୍ୱରୂପ ହେଲେ [୧:୩୦]|
# ଯଦି ଆମେ ଗର୍ବ କରୁ, କେଉଁ ବିଷୟରେ ଆମେ ଗର୍ବ କରିବା ଉଚିତ ?
ଯଦି କେହି ଗର୍ବ କରେ, ପ୍ରଭୁଙ୍କଠାରେ ଗର୍ବ କରୁ [୧:୩୧]|

View File

@ -1,6 +1,7 @@
# କେଉଁ ଅବସ୍ଥାରେ ପାଉଲ, କରିନ୍ଥୀୟମାନଙ୍କ ନିକଟକୁ ଆସି; ସେ ଈଶ୍ୱରଙ୍କ ଗୁପ୍ତ ସତ୍ୟତା ଘୋଷଣା କଲେ ?
# କେଉଁ ଅବସ୍ଥାରେ ପାଉଲ, କରିନ୍ଥୀୟମାନଙ୍କ ନିକଟକୁ ଆସି; ସେ ଈଶ୍ୱରଙ୍କ ଗୁପ୍ତ ସତ୍ୟତା ଘୋଷଣା କଲେ ?
ପାଉଲ, ଯେତେବେଳେ ଈଶ୍ୱରଙ୍କ ଗୁପ୍ତ ସତ୍ୟତା ଘୋଷଣା କଲେ; ସେ ପ୍ରବୀଣ ପ୍ରବକ୍ତା ବା ଜ୍ଞାନ ସହ ଆସି ନ ଥିଲେ [:୧]|
# ପାଉଲ, କଣ ଜାଣିବାକୁ ଚିନ୍ତା କଲେ, ଯେତେବେଳେ ସେ କରିନ୍ଥୀୟ ମାନଙ୍କ ମଧ୍ୟରେ ଥିଲେ ?
# ପାଉଲ, କଣ ଜାଣିବାକୁ ଚିନ୍ତା କଲେ, ଯେତେବେଳେ ସେ କରିନ୍ଥୀୟ ମାନଙ୍କ ମଧ୍ୟରେ ଥିଲେ ?
ପାଉଲ, କେବଳ ଯୀଶୁ ଖ୍ରୀଷ୍ଟ ଏବଂ ତାଙ୍କ କୃଶାର୍ପିତ ଛଡା ଅନ୍ୟ କିଛି ଜାଣିବାକୁ ଚିନ୍ତା କଲେ ନାହିଁ [:]|

View File

@ -1,3 +1,3 @@
# କାହିଁକି ବାକ୍ୟର ଜ୍ଞାନରେ ପ୍ରଭାବିତ ନ କରି ବରଂ ପାଉଲଙ୍କ ବାକ୍ୟ ଏବଂ ତାଙ୍କର ଆତ୍ମା ଓ ଶକ୍ତି ସହିତ ପ୍ରଦର୍ଶନ କରି ପ୍ରଚାର କଲେ?
# କାହିଁକି ବାକ୍ୟର ଜ୍ଞାନରେ ପ୍ରଭାବିତ ନ କରି ବରଂ ପାଉଲଙ୍କ ବାକ୍ୟ ଏବଂ ତାଙ୍କର ଆତ୍ମା ଓ ଶକ୍ତି ସହିତ ପ୍ରଦର୍ଶନ କରି ପ୍ରଚାର କଲେ?
ଏହା ଏପରି ହେଲା ଯେ, ସେମାନଙ୍କ ବିଶ୍ୱାସ ମନୁଷ୍ୟମାନଙ୍କର ଜ୍ଞାନରେ ନ ହୋଇ କିନ୍ତୁ ଈଶ୍ୱରଙ୍କ ଶକ୍ତିରେ ସ୍ଥାପିତ ହେଲା [:୪-୫]|

View File

@ -1,2 +1,3 @@
# ପାଉଲ କେଉଁ ଜ୍ଞାନ ପ୍ରୟୋଗ କରି, ସେମାନଙ୍କ ସହ କଥା ହେଲେ ?
# ପାଉଲ କେଉଁ ଜ୍ଞାନ ପ୍ରୟୋଗ କରି, ସେମାନଙ୍କ ସହ କଥା ହେଲେ ?
ଉ . ସେମାନେ ଐଶ୍ୱରିକ ଜ୍ଞାନରେ ଯାହାକି ଗୁପ୍ତ ସତ୍ୟ ତଥା ଗୁପ୍ତ ଜ୍ଞାନ ଦ୍ୱାରା ଯେ, ଆମ୍ଭର ଗୌରବମୟ ସମୟ ପୂର୍ବରୁ ଈଶ୍ୱରଙ୍କ ଯୋଜନା ମଧ୍ୟରେ କଥା କହିଲେ [:୭]|

View File

@ -1,3 +1,3 @@
# ଯଦି ପାଉଲଙ୍କ ସମୟରେ ରାଜାଗଣ ଐଶ୍ୱରିକ ଜ୍ଞାନ ଜାଣିଥିଲେ, କଣ ସେମାନେ କରି ନ ଥିଲେ ?
# ଯଦି ପାଉଲଙ୍କ ସମୟରେ ରାଜାଗଣ ଐଶ୍ୱରିକ ଜ୍ଞାନ ଜାଣିଥିଲେ, କଣ ସେମାନେ କରି ନ ଥିଲେ ?
ଯଦି ପାଉଲଙ୍କ ସମୟରେ ରାଜାଗଣ ଐଶ୍ୱରିକ ଜ୍ଞାନ ଜାଣିଥିଲେ, ସେମାନେ କୃଶାର୍ପିତ ପ୍ରଭୁଙ୍କ ଗୌରବକୁ ପ୍ରକାଶ କଲେ ନାହିଁ [:୮]|

View File

@ -1,6 +1,7 @@
# ପାଉଲ ଏବଂ ତାହାଙ୍କ ସହିତ ସେମାନେ କିପରି ଐଶ୍ୱରିକ ଜ୍ଞାନ ଜାଣିଲେ?
# ପାଉଲ ଏବଂ ତାହାଙ୍କ ସହିତ ସେମାନେ କିପରି ଐଶ୍ୱରିକ ଜ୍ଞାନ ଜାଣିଲେ?
ଈଶ୍ୱର,ସେମାନଙ୍କୁ ସମସ୍ତ ବିଷୟ ଗୁଡ଼ିକୁ ଆତ୍ମାଙ୍କ ଦ୍ୱାରା ପ୍ରକାଶିତ କଲେ [:୧୦]|
# କିଏ ଈଶ୍ୱରଙ୍କ ନିଗୁଢତତ୍ତ୍ୱ ଜାଣନ୍ତି ?
# କିଏ ଈଶ୍ୱରଙ୍କ ନିଗୁଢତତ୍ତ୍ୱ ଜାଣନ୍ତି ?
କେବଳ ଈଶ୍ୱରଙ୍କ ଆତ୍ମା ହିଁ ଈଶ୍ୱରଙ୍କ ନିଗୁଢତତ୍ତ୍ୱ ଜାଣନ୍ତି [:୧୧]|

View File

@ -1,3 +1,3 @@
# କେଉଁ ଗୋଟିଏ କାରଣରୁ ପାଉଲ ଏବଂ ତାହାଙ୍କ ସହ ଯେଉଁମାନେ ଥିଲେ, ସେମାନେ ଈଶ୍ୱରଙ୍କଠାରୁ ଆଗତ ଆତ୍ମା ଗ୍ରହଣ କଲେ ?
# କେଉଁ ଗୋଟିଏ କାରଣରୁ ପାଉଲ ଏବଂ ତାହାଙ୍କ ସହ ଯେଉଁମାନେ ଥିଲେ, ସେମାନେ ଈଶ୍ୱରଙ୍କଠାରୁ ଆଗତ ଆତ୍ମା ଗ୍ରହଣ କଲେ ?
ସେମାନେ ଈଶ୍ୱରଙ୍କଠାରୁ ଆଗତ ଆତ୍ମା ଗ୍ରହଣ କଲେ ଯେପରି ଆମ୍ଭକୁ ବିନା ମୂଲ୍ୟରେ ଈଶ୍ୱରଦତ୍ତ ବିଷୟରେ ସେମାନେ ଜାଣିପାରିବେ [2:12]|

View File

@ -1,5 +1,7 @@
# ଯିଏ ଆତ୍ମିକମନା ନୁହେଁ ସେ କାହିଁକି ଯେ ଈଶ୍ୱରଙ୍କ ଆତ୍ମା ଅନ୍ତର୍ଭୁକ୍ତ ବିଷୟରେ ଗ୍ରହଣ ବା ଜାଣି ପାରନ୍ତି ନାହିଁ ?
# ଯିଏ ଆତ୍ମିକମନା ନୁହେଁ ସେ କାହିଁକି ଯେ ଈଶ୍ୱରଙ୍କ ଆତ୍ମା ଅନ୍ତର୍ଭୁକ୍ତ ବିଷୟରେ ଗ୍ରହଣ ବା ଜାଣି ପାରନ୍ତି ନାହିଁ ?
ଯେଉଁ ବ୍ୟକ୍ତି ଆତ୍ମିକମନା ନୁହେଁ ସେ ସେହି ସବୁ ଗ୍ରହଣ କରି ପାରେ ନାହିଁ କାରଣ ତାହା ନିମନ୍ତେ ସେସବୁ ନିର୍ବୋଧତା ଅଟେ ଏବଂ ସେ ତାହା ସବୁ ଜାଣି ପାରେ ନାହିଁ କାରଣ ସେମାନେ ଆତ୍ମିକ ଭାବେ ଅଜ୍ଞାନ ଅଟେ [:୧୪]| # ପାଉଲ କହନ୍ତି ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କଲେ, କାହାର ମନ ପରି ହେଲେ?
ଯେଉଁ ବ୍ୟକ୍ତି ଆତ୍ମିକମନା ନୁହେଁ ସେ ସେହି ସବୁ ଗ୍ରହଣ କରି ପାରେ ନାହିଁ କାରଣ ତାହା ନିମନ୍ତେ ସେସବୁ ନିର୍ବୋଧତା ଅଟେ ଏବଂ ସେ ତାହା ସବୁ ଜାଣି ପାରେ ନାହିଁ କାରଣ ସେମାନେ ଆତ୍ମିକ ଭାବେ ଅଜ୍ଞାନ ଅଟେ [:୧୪]|
# ପାଉଲ କହନ୍ତି ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କଲେ, କାହାର ମନ ପରି ହେଲେ?
ପାଉଲ କହିଲେ, ସେମାନେ ଖ୍ରୀଷ୍ଟଙ୍କ ମନ ପରି ହେଲେ [:୧୬]|

View File

@ -1,3 +1,3 @@
# କାହିଁକି ପାଉଲ କହନ୍ତି, ସେ କରିନ୍ଥୀୟ ବିଶ୍ୱାସୀମାନଙ୍କୁ ଆତ୍ମିକମନା ବୋଲି କହି ପାରିଲେ ନାହିଁ ?
# କାହିଁକି ପାଉଲ କହନ୍ତି, ସେ କରିନ୍ଥୀୟ ବିଶ୍ୱାସୀମାନଙ୍କୁ ଆତ୍ମିକମନା ବୋଲି କହି ପାରିଲେ ନାହିଁ ?
ପାଉଲ ସେମାନଙ୍କୁ ଆତ୍ମିକମନା ବୋଲି କହି ପାରିଲେ ନାହିଁ କାରଣ ସେମାନେ ଏପର୍ଯ୍ୟନ୍ତ ଶାରିରୀକ, ଇର୍ଷା ସହିତ ଏବଂ ସେମାନଙ୍କ ମଧ୍ୟରେ ଦାମ୍ଭିକତାରେ ଭରି ଥିଲେ [୩:୧,୩]|

View File

@ -1,3 +1,3 @@
# ପାଉଲ କିଏ ଥିଲେ ଏବଂ ଅପୋଲ୍ଲୋ କିଏ ଥିଲେ?
# ପାଉଲ କିଏ ଥିଲେ ଏବଂ ଅପୋଲ୍ଲୋ କିଏ ଥିଲେ?
ସେମାନେ ଦାସମାନେ, ପ୍ରଭୁଙ୍କ ସହକର୍ମୀମାନେ ଯାହାଙ୍କ ଦ୍ୱାରା କରିନ୍ଥୀୟମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ [୩:୫,୯]|

View File

@ -1,3 +1,3 @@
# କିଏ ବୃଦ୍ଧି କରନ୍ତି?
# କିଏ ବୃଦ୍ଧି କରନ୍ତି?
ଈଶ୍ୱର ବୃଦ୍ଧି କରନ୍ତି [୩:୭]|

View File

@ -1 +0,0 @@

View File

@ -1,3 +1,3 @@
# ଭିତ୍ତିମୂଳ ମାନେ କଣ?
# ଭିତ୍ତିମୂଳ ମାନେ କଣ?
ଯୀଶୁ ଖ୍ରୀଷ୍ଟ ଭିତ୍ତିମୂଳ ଅଟନ୍ତି [୩:୧୧]|

View File

@ -1,6 +1,7 @@
# ଯିଏ ଯୀଶୁ ଖ୍ରୀଷ୍ଟଙ୍କ ଭିତ୍ତିମୂଳ ଉପରେ ସ୍ଥାପିତ କରେ, ତାହାର କାର୍ଯ୍ୟରେ କଣ ଘଟିବ ?
# ଯିଏ ଯୀଶୁ ଖ୍ରୀଷ୍ଟଙ୍କ ଭିତ୍ତିମୂଳ ଉପରେ ସ୍ଥାପିତ କରେ, ତାହାର କାର୍ଯ୍ୟରେ କଣ ଘଟିବ ?
ତାହାର କାର୍ଯ୍ୟ ଦିବା ଆଲୋକରେ ଏବଂ ଅଗ୍ନିରେ ପ୍ରକାଶିତ ହେବ[୩:୧୨-୧୩]|
# ଗୋଟିଏ ବ୍ୟକ୍ତିର କାର୍ଯ୍ୟକୁ ଅଗ୍ନି କଣ କରିବ ?
# ଗୋଟିଏ ବ୍ୟକ୍ତିର କାର୍ଯ୍ୟକୁ ଅଗ୍ନି କଣ କରିବ ?
ଅଗ୍ନି ପ୍ରତ୍ୟେକ ଜଣର ସମ୍ପାଦନ କାର୍ଯ୍ୟର ଗୁଣକୁ ପ୍ରକାଶିତ କରିବ [୩:୧୩]|

View File

@ -1,6 +1,7 @@
# କଣ ଘଟିବ, ଯଦି କିଛି ଜଣେ ବ୍ୟକ୍ତି କିଛି ତିଆରି କରି ଅଗ୍ନିରେ ଅଟକି ରହେ?
# କଣ ଘଟିବ, ଯଦି କିଛି ଜଣେ ବ୍ୟକ୍ତି କିଛି ତିଆରି କରି ଅଗ୍ନିରେ ଅଟକି ରହେ?
ସେହି ବ୍ୟକ୍ତି ଗୋଟିଏ ପୁରସ୍କାର ଗ୍ରହଣ କରିବ [୩:୧୪]|
# ଜଣେ ବ୍ୟକ୍ତି, ଯାହାର କାର୍ଯ୍ୟ ନଷ୍ଟ ହୁଏ, କଣ ଘଟିବ ?
# ଜଣେ ବ୍ୟକ୍ତି, ଯାହାର କାର୍ଯ୍ୟ ନଷ୍ଟ ହୁଏ, କଣ ଘଟିବ ?
ସେହି ବ୍ୟକ୍ତି କ୍ଷତି ସହିବେ ଯଦିଓ ଅଗ୍ନି ମଧ୍ୟଦେଇ ସୁରକ୍ଷା ପାଏ,କିନ୍ତୁ ସେ ନିଜେ ଉଦ୍ଧାର ପାଇବେ [୩:୧୫]|

View File

@ -1,6 +1,7 @@
# ଆମ୍ଭେ କିଏ ଏବଂ ଯୀଶୁ ଖ୍ରୀଷ୍ଟଠାରେ ବିଶ୍ୱାସୀ ଭାବେ ଆମ ମଧ୍ୟରେ କଣ ବଞ୍ଚି ରହେ ?
# ଆମ୍ଭେ କିଏ ଏବଂ ଯୀଶୁ ଖ୍ରୀଷ୍ଟଠାରେ ବିଶ୍ୱାସୀ ଭାବେ ଆମ ମଧ୍ୟରେ କଣ ବଞ୍ଚି ରହେ ?
ଆମେ ଈଶ୍ୱରଙ୍କ ମନ୍ଦିର ଅଟୁ ଏବଂ ଈଶ୍ୱରଙ୍କ ଆତ୍ମା ଆମ ମାନଙ୍କ ମଧ୍ୟରେ ବାସ କରନ୍ତି [୩:୧୬]|
# ଯଦି କେହି ଈଶ୍ୱରଙ୍କ ମନ୍ଦିର ନଷ୍ଟ କରେ କଣ ଘଟିବ ?
# ଯଦି କେହି ଈଶ୍ୱରଙ୍କ ମନ୍ଦିର ନଷ୍ଟ କରେ କଣ ଘଟିବ ?
ଯିଏ ଈଶ୍ୱରଙ୍କ ମନ୍ଦିରକୁ ନଷ୍ଟ କରେ, ଈଶ୍ୱର ସେହି ବ୍ୟକ୍ତିକୁ ନଷ୍ଟ କରନ୍ତି [୩:୧୭].

View File

@ -1,6 +1,7 @@
# ସେମାନଙ୍କୁ ପାଉଲ କଣ କହନ୍ତି ଯିଏ ସେ ସମୟରେ ତାଙ୍କୁ ଜ୍ଞାନୀ ବୋଲି ଭାବନ୍ତି ?
# ସେମାନଙ୍କୁ ପାଉଲ କଣ କହନ୍ତି ଯିଏ ସେ ସମୟରେ ତାଙ୍କୁ ଜ୍ଞାନୀ ବୋଲି ଭାବନ୍ତି ?
ପାଉଲ କହନ୍ତି, "....ସେ ଗୋଟିଏ ବୋକା ପରି ହୁଅନ୍ତୁ ଯେପରି ସେ ଜ୍ଞାନୀରେ ପରିଣତ ହେବେ |” [୩:୧୮]|
# ଜ୍ଞାନର କାରଣ ସମ୍ବନ୍ଧରେ ପ୍ରଭୁ କଣ ଜାଣନ୍ତି ?
# ଜ୍ଞାନର କାରଣ ସମ୍ବନ୍ଧରେ ପ୍ରଭୁ କଣ ଜାଣନ୍ତି ?
ପ୍ରଭୁ ଜ୍ଞାନର କାରଣ ସମ୍ବନ୍ଧରେ ବୃଥା ବୋଲି ଜାଣନ୍ତି [୩:]|

View File

@ -1,3 +1,3 @@
# ପାଉଲ କାହିଁକି କରିନ୍ଥୀୟର ବିଶ୍ୱାସୀମାନଙ୍କୁ ଲୋକମାନଙ୍କ ବିଷୟରେ ଗର୍ବ ଦମନ ପାଇଁ କହନ୍ତି ?
# ପାଉଲ କାହିଁକି କରିନ୍ଥୀୟର ବିଶ୍ୱାସୀମାନଙ୍କୁ ଲୋକମାନଙ୍କ ବିଷୟରେ ଗର୍ବ ଦମନ ପାଇଁ କହନ୍ତି ?
ସେ ସେମାନଙ୍କୁ ଗର୍ବ ଦମନ ପାଇଁ କହିଲେ ," ସମସ୍ତ ଜିନିଷ ତୁମର ଅଟେ", ଏବଂ କାରଣ, "........ ତୁମେ ଖ୍ରୀଷ୍ଟଙ୍କର, ଏବଂ ଖ୍ରୀଷ୍ଟ ଈଶ୍ୱରଙ୍କର ଅଟନ୍ତି "| [୩:୨୧-୨୩]|

View File

@ -1,6 +1,7 @@
# ପାଉଲ କିପରି କହିଲେ କରିନ୍ଥୀୟମାନେ ପାଉଲ ଏବଂ ତାଙ୍କ ସହଯୋଗୀମାନଙ୍କୁ ସମ୍ମାନ ଦେବା ଉଚିତ ?
# ପାଉଲ କିପରି କହିଲେ କରିନ୍ଥୀୟମାନେ ପାଉଲ ଏବଂ ତାଙ୍କ ସହଯୋଗୀମାନଙ୍କୁ ସମ୍ମାନ ଦେବା ଉଚିତ ?
କରିନ୍ଥୀୟମାନେ ସେମାନଙ୍କୁ ଖ୍ରୀଷ୍ଟଙ୍କ ସେବକ ରୂପେ ତଥା ଈଶ୍ୱରଙ୍କ ନିଗୂଢ ତତ୍ତ୍ୱର ଭଣ୍ଡାରଘରିଆ ଭାବେ ସମ୍ମାନ ଦେବା ଉଚିତ [୪:୧]|
# ଏକ ଭଣ୍ଡାରଘରିଆର କେଉଁ ଗୋଟିଏ ନିତାନ୍ତ ବିଷୟ ଆବଶ୍ୟକ ଅଟେ?
# ଏକ ଭଣ୍ଡାରଘରିଆର କେଉଁ ଗୋଟିଏ ନିତାନ୍ତ ବିଷୟ ଆବଶ୍ୟକ ଅଟେ?
ଭଣ୍ଡାରଘରିଆମାନେ ନିଶ୍ଚିତ ବିଶ୍ୱସ୍ତ ହେବା ଆବଶ୍ୟକ [୪:]|

View File

@ -1,3 +1,3 @@
# ପାଉଲ କହନ୍ତି, କିଏ ତାଙ୍କର ବିଚାର କରନ୍ତି ?
# ପାଉଲ କହନ୍ତି, କିଏ ତାଙ୍କର ବିଚାର କରନ୍ତି ?
ପାଉଲ କହନ୍ତି, ପ୍ରଭୁ ତାଙ୍କର ବିଚାର କରନ୍ତି [୪:୪]|

View File

@ -1,3 +1,3 @@
# ପ୍ରଭୁ କଣ କରିବେ ଯେତେବେଳେ ସେ ଆସନ୍ତି ?
# ପ୍ରଭୁ କଣ କରିବେ ଯେତେବେଳେ ସେ ଆସନ୍ତି ?
ସେ ଅନ୍ଧକାରର ଗୁପ୍ତ ବିଷୟଗୁଡ଼ିକୁ ଆଲୋକରେ ଦେଖାଇବେ ପୁଣି ହୃଦୟର ସଂକଳ୍ପସବୁ ପ୍ରକାଶ କରିବେ [୪:୫]|

View File

@ -1,3 +1,3 @@
# କାହିଁକି ପାଉଲ ଏହି ନୀତିଗୁଡିକ ନିଜ ନିମନ୍ତେ ପୁଣି ଆପଲ୍ଲଙ୍କ ନିମନ୍ତେ ଲାଗୁ କଲେ ?
# କାହିଁକି ପାଉଲ ଏହି ନୀତିଗୁଡିକ ନିଜ ନିମନ୍ତେ ପୁଣି ଆପଲ୍ଲଙ୍କ ନିମନ୍ତେ ଲାଗୁ କଲେ ?
ପାଉଲ କରିନ୍ଥୀୟର ବିଶ୍ୱାସୀମାନଙ୍କ ନିମନ୍ତେ ଏହା ଯେପରି ସେମାନେ କହିବାର ଅର୍ଥ ଶିଖିବେ,"ଯାହା ଲିଖିତ ଅଛି, ତାହା ଅତିକ୍ରମ କର ନାହିଁ", ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣକର ସପକ୍ଷ ଓ ଅନ୍ୟ ଜଣକର ବିପକ୍ଷ ହୋଇ ଗର୍ବୀ ନ ହୁଅ [୪:୬]|

View File

@ -1,3 +1,3 @@
# ପାଉଲ କାହିଁକି ଚାହାଁନ୍ତି, କରିନ୍ଥୀୟର ବିଶ୍ୱାସୀମାନେ ରାଜତ୍ତ୍ୱ କରନ୍ତୁ ?
# ପାଉଲ କାହିଁକି ଚାହାଁନ୍ତି, କରିନ୍ଥୀୟର ବିଶ୍ୱାସୀମାନେ ରାଜତ୍ତ୍ୱ କରନ୍ତୁ ?
ପାଉଲ ଚାହାଁନ୍ତି ସେମାନେ ରାଜତ୍ତ୍ୱ କଲେ ଯେପରି ପାଉଲ ଏବଂ ତାଙ୍କର ସହଯୋଗୀମାନଙ୍କ ସହ ରାଜତ୍ତ୍ୱ କରିପାରିଥାନ୍ତେ [୪:୮]|

View File

@ -1,6 +1,7 @@
# ପାଉଲଙ୍କ ତିନୋଟି ପଦ୍ଧତି କଣ ଅଟେ ଯାହାକି ପାଉଲ ନିଜ ସହିତ ସହଯୋଗୀ ମାନଙ୍କ ସହ କରିନ୍ଥୀୟ ବିଶ୍ୱାସୀମାନଙ୍କ ଅସମତା ରହିଛି ?
# ପାଉଲଙ୍କ ତିନୋଟି ପଦ୍ଧତି କଣ ଅଟେ ଯାହାକି ପାଉଲ ନିଜ ସହିତ ସହଯୋଗୀ ମାନଙ୍କ ସହ କରିନ୍ଥୀୟ ବିଶ୍ୱାସୀମାନଙ୍କ ଅସମତା ରହିଛି ?
ପାଉଲ କହନ୍ତି,"ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୂର୍ଖ, କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିବାନ |ଆମ୍ଭେମାନେ ଦୁର୍ବଳ, କିନ୍ତୁ ତୁମ୍ଭେମାନେ ବଳବାନ | ତୁମ୍ଭେମାନେ ଗୌରବପ୍ରାପ୍ତ,କିନ୍ତୁ ଆମ୍ଭେମାନେ ଅନାଦୃତ [୪:୧୦]|
# ପାଉଲ କିପରି ପ୍ରେରିତମାନଙ୍କ ଶରୀର ଅବସ୍ଥା ବର୍ଣ୍ଣନା କଲେ ?
# ପାଉଲ କିପରି ପ୍ରେରିତମାନଙ୍କ ଶରୀର ଅବସ୍ଥା ବର୍ଣ୍ଣନା କଲେ ?
ପାଉଲ କହିଲେ ସେମାନେ କ୍ଷୁଧିତ ଏବଂ ତୃଷିତ,ବସ୍ତ୍ରହୀନ,ପ୍ରହାରିତ ପୁଣି ନିରାଶ୍ରୟ ହେଲେ [୪:୧୧]|

View File

@ -1,3 +1,3 @@
# ପାଉଲ ଏବଂ ତାଙ୍କର ସହଯୋଗୀମାନେ ଯେତେବେଳେ ସେମାନେ ମନ୍ଦ ବ୍ୟବହାର କଲେ, କିପରି ପ୍ରତିବାଦ କଲେ ?
# ପାଉଲ ଏବଂ ତାଙ୍କର ସହଯୋଗୀମାନେ ଯେତେବେଳେ ସେମାନେ ମନ୍ଦ ବ୍ୟବହାର କଲେ, କିପରି ପ୍ରତିବାଦ କଲେ ?
ଯେତେବେଳେ ସେମାନେ ତିରସ୍କାର କଲେ, ସେମାନେ ଆଶୀର୍ବାଦ କଲେ |ଯେତେବେଳେ ସେମାନେ ତାଡନା କଲେ,ସେମାନେ ସହ୍ୟ କଲେ |ଯେତେବେଳେ ସେମାନେ ଅପବାଦ କଲେ,ସେମାନେ ଦୟାବହି କଥା ହେଲେ [୪:୧୨]|

View File

@ -1,6 +1,7 @@
# କାହିଁକି କରିନ୍ଥୀୟର ବିଶ୍ୱାସୀମାନଙ୍କୁ ଏହିସବୁ ବିଷୟଗୁଡ଼ିକୁ ପାଉଲ ଲେଖିଲେ ?
# କାହିଁକି କରିନ୍ଥୀୟର ବିଶ୍ୱାସୀମାନଙ୍କୁ ଏହିସବୁ ବିଷୟଗୁଡ଼ିକୁ ପାଉଲ ଲେଖିଲେ ?
ସେ ସେମାନଙ୍କୁ ତାଙ୍କର ପ୍ରିୟ ସନ୍ତାନ ମନେ କରି, ଚେତନା ଦେବା ନିମନ୍ତେ ଲେଖିଲେ [୪:୧୪]|
# ପାଉଲ କରିନ୍ଥୀୟର ବିଶ୍ୱାସୀମାନଙ୍କୁ କାହାର ଅନୁକାରୀ ହେବା ପାଇଁ କହନ୍ତି?
# ପାଉଲ କରିନ୍ଥୀୟର ବିଶ୍ୱାସୀମାନଙ୍କୁ କାହାର ଅନୁକାରୀ ହେବା ପାଇଁ କହନ୍ତି?
ପାଉଲ ସେମାନଙ୍କୁ ତାଙ୍କର ଅନୁକାରୀ ହେବା ପାଇଁ କହନ୍ତି [୪:୧୬]|

View File

@ -1,6 +1,7 @@
# ଏହା କଣ ଥିଲା ଯେ ପାଉଲ ତୀମଥିଙ୍କୁ କରିନ୍ଥୀୟ ବିଶ୍ୱାସୀମାନଙ୍କୁ ମନ ପକାଇବାକୁ ପଠାଇଲେ ?
# ଏହା କଣ ଥିଲା ଯେ ପାଉଲ ତୀମଥିଙ୍କୁ କରିନ୍ଥୀୟ ବିଶ୍ୱାସୀମାନଙ୍କୁ ମନ ପକାଇବାକୁ ପଠାଇଲେ ?
ପାଉଲଙ୍କ ଖ୍ରୀଷ୍ଟୀୟ ଆଚରଣ ବିଷୟରେ ବିଶ୍ୱାସୀମାନଙ୍କୁ ସ୍ମରଣ କରାଇବା ନିମନ୍ତେ ପାଉଲ ତୀମଥିଙ୍କୁ କରିନ୍ଥକୁ ପଠାଇଲେ [୪:୧୭]|
# କେତେକ କରିନ୍ଥୀୟ ବିଶ୍ୱାସୀମାନ କିପରି ଅଭିନୟ କଲେ?
# କେତେକ କରିନ୍ଥୀୟ ବିଶ୍ୱାସୀମାନ କିପରି ଅଭିନୟ କଲେ?
ସେମାନଙ୍କ ମଧ୍ୟରୁ କେତେକ ଗର୍ବ କଲେ, ଯେପରି ପାଉଲ ସେମାନଙ୍କ ନିକଟକୁ ଯିବେ ନାହିଁ [୪:୧୮]|

View File

@ -1,3 +1,3 @@
# ଈଶ୍ୱରଙ୍କ ରାଜ୍ୟ କିଭଳି ପ୍ରକାଶ ପାଏ ?
# ଈଶ୍ୱରଙ୍କ ରାଜ୍ୟ କିଭଳି ପ୍ରକାଶ ପାଏ ?
ଈଶ୍ୱରଙ୍କ ରାଜ୍ୟ ଶକ୍ତିରେ ପ୍ରକାଶ ପାଏ [୪:]|

View File

@ -1,6 +1,7 @@
# ପାଉଲ କେଉଁ ଖବର କରନ୍ଥୀସ୍ଥ ମଣ୍ଡଳୀ ବିଷୟରେ ଶୁଣିଲେ?
# ପାଉଲ କେଉଁ ଖବର କରନ୍ଥୀସ୍ଥ ମଣ୍ଡଳୀ ବିଷୟରେ ଶୁଣିଲେ?
ପାଉଲ ଶୁଣିଲେ ଯେ, ସେଠାରେ ବ୍ୟଭିଚାର ଥିଲା | କେହି ଜଣେ ଆପଣା ପିତାର ଭାର୍ଯ୍ୟା ସହ ଶୋଉଥିଲେ [୫:୧]|
# ପାଉଲ କହିଲେ, ସେହି ବ୍ୟକ୍ତିକୁ କଣ ନିଶ୍ଚିତ କରିବା ଉଚିତ ଯିଏ ପିତାର ଭାର୍ଯ୍ୟା ସହ ପାପ କଲା ?
# ପାଉଲ କହିଲେ, ସେହି ବ୍ୟକ୍ତିକୁ କଣ ନିଶ୍ଚିତ କରିବା ଉଚିତ ଯିଏ ପିତାର ଭାର୍ଯ୍ୟା ସହ ପାପ କଲା ?
ଯିଏ ପିତାର ଭାର୍ଯ୍ୟା ସହ ପାପ କଲା ସେମାନଙ୍କଠାରୁ ଦୂର କରାଯାଉ [୫:]|

View File

@ -1,3 +1,3 @@
# କିପରି ଏବଂ କାହିଁକି ଯିଏ ପିତାର ଭାର୍ଯ୍ୟା ସହ ପାପ କଲା ସେହି ବ୍ୟକ୍ତିକୁ ବହିଷ୍କୃତ କରିବା ଥିଲା ?
# କିପରି ଏବଂ କାହିଁକି ଯିଏ ପିତାର ଭାର୍ଯ୍ୟା ସହ ପାପ କଲା ସେହି ବ୍ୟକ୍ତିକୁ ବହିଷ୍କୃତ କରିବା ଥିଲା ?
ଯେତେବେଳେ କରିନ୍ଥୀର ମଣ୍ଡଳୀ ପ୍ରଭୁ ଯୀଶୁଙ୍କ ନାମରେ ସମବେତ ହେଲେ, ସେମାନେ ସେହି ପାପୀ ବ୍ୟକ୍ତିକୁ ଶରୀରର ବିନାଶ ନିମନ୍ତେ ଶୟତାନ ହସ୍ତରେ ସମର୍ପଣ କରିବା ଉଚିତ, ଯେପରି ପ୍ରଭୁଙ୍କ ଦିନରେ ତାହାର ଆତ୍ମା ରକ୍ଷା ପାଇ ପାରେ [୫:୪-୫]|

View File

@ -1,6 +1,7 @@
# ପାଉଲ କୁକର୍ମ ଏବଂ ଦୁଷ୍ଟତାକୁ କାହା ସହ ତୁଳନା କରନ୍ତି ?
# ପାଉଲ କୁକର୍ମ ଏବଂ ଦୁଷ୍ଟତାକୁ କାହା ସହ ତୁଳନା କରନ୍ତି ?
ପାଉଲ ସେମାନଙ୍କୁ ଖମୀର ସହ ତୁଳନା କରନ୍ତି [୫:୮]|
# ପାଉଲ ସରଳତା ଓ ସତ୍ୟ ନିମନ୍ତେ କେଉଁ ତୁଳନାତ୍ମକ କରନ୍ତି ?
# ପାଉଲ ସରଳତା ଓ ସତ୍ୟ ନିମନ୍ତେ କେଉଁ ତୁଳନାତ୍ମକ କରନ୍ତି ?
ପାଉଲ ସରଳତା ଓ ସତ୍ୟ ନିମନ୍ତେ ଖମୀରଶୁନ୍ୟ ରୋଟୀ ବ୍ୟବହାର କରନ୍ତି [୫:୮]|

View File

@ -1,9 +1,11 @@
# ପାଉଲ କାହାସହ କରିନ୍ଥୀୟ ବିଶ୍ୱାସୀମାନଙ୍କୁ ନ ମିଶିବାକୁ କହିଲେ ?
# ପାଉଲ କାହାସହ କରିନ୍ଥୀୟ ବିଶ୍ୱାସୀମାନଙ୍କୁ ନ ମିଶିବାକୁ କହିଲେ ?
ପାଉଲ ବ୍ୟଭିଚାରୀମାନଙ୍କ ସହିତ ସମ୍ପର୍କ ନ ରଖିବାକୁ ସେମାନଙ୍କୁ ଲେଖିଲେ [୫:୯]|
# ସେମାନଙ୍କୁ ବ୍ୟଭିଚାରୀମାନଙ୍କ ସହିତ ସମ୍ପର୍କ ନ ରଖିବା ନିମନ୍ତେ ପାଉଲଙ୍କ କଣ ଅର୍ଥ ଥିଲା ?
# ସେମାନଙ୍କୁ ବ୍ୟଭିଚାରୀମାନଙ୍କ ସହିତ ସମ୍ପର୍କ ନ ରଖିବା ନିମନ୍ତେ ପାଉଲଙ୍କ କଣ ଅର୍ଥ ଥିଲା ?
ପାଉଲଙ୍କ ଅର୍ଥ ତାହା ନୁହଁ ଜଗତର ବ୍ୟଭିଚାରୀ | ତାହାହେଲେ ତୁମ୍ଭେମାନେ ଜଗତରୁ ବାହାରିଯିବାକୁ ପଡିବ [୫:୧୦]
# ପାଉଲ କେଉଁ ଅର୍ଥରେ କାହାସହ କରିନ୍ଥୀୟ ବିଶ୍ୱାସୀମାନଙ୍କୁ ନ ମିଶିବାକୁ କହିଲେ?
# ପାଉଲ କେଉଁ ଅର୍ଥରେ କାହାସହ କରିନ୍ଥୀୟ ବିଶ୍ୱାସୀମାନଙ୍କୁ ନ ମିଶିବାକୁ କହିଲେ?
ତାଙ୍କ ଭାବ ସେମାନଙ୍କ ପ୍ରତି ପ୍ରକାଶ କରନ୍ତି କାହା ସହ ସମ୍ପର୍କ ନ ରଖିବା ଯିଏ ଖ୍ରୀଷ୍ଟରେ ଭାଇ କିମ୍ବା ଭଉଣୀ ବୋଲି ଖ୍ୟାତ ହୋଇ ବ୍ୟଭିଚାରୀ,ଧନଲୋଭୀ, ନିନ୍ଦୁକ, ମତୁଆଳ,ପରଦ୍ରବ୍ୟ ଲୁଣ୍ଠନକାରୀ, କିମ୍ବା ପ୍ରତିମାପୂଜକ [୫:୧୦-୧୧]|

View File

@ -1,6 +1,7 @@
# କେଉଁ ବିଶ୍ୱାସୀମାନଙ୍କର ବିଚାର କରିବାର ଅଛି ?
# କେଉଁ ବିଶ୍ୱାସୀମାନଙ୍କର ବିଚାର କରିବାର ଅଛି ?
ଯେଉଁମାନେ ମଣ୍ଡଳୀ ଭିତରେ ଅଛନ୍ତି ସେମାନଙ୍କର ବିଚାର କରିବାର ଅଛି[୫:୧୨]|
# ଯେଉଁମାନେ ମଣ୍ଡଳୀ ବାହାରେ ଅଛନ୍ତି ସେମାନଙ୍କର ବିଚାର କରିବାର ଅଛି ?
ଯେଉଁମାନେ ମଣ୍ଡଳୀ ବାହାରେ ଅଛନ୍ତି ସେମାନଙ୍କୁ ଈଶ୍ୱର ବିଚାର କରିବେ [୫:୧୩]|

View File

@ -1,6 +1,7 @@
# କିଏ ସାଧୁମାନଙ୍କ ବିଚାର କରିବେ?
# କିଏ ସାଧୁମାନଙ୍କ ବିଚାର କରିବେ?
ସାଧୁମାନେ ଜଗତର ତଥା ଦୂତମାନଙ୍କର ବିଚାର କରିବେ [୬:-୩]|
# ପାଉଲ କଣ କହନ୍ତି କରନ୍ଥୀର ସାଧୁମାନଙ୍କୁ ବିଚାର କରିବାକୁ ଯୋଗ୍ୟ ଅଟନ୍ତି ?
# ପାଉଲ କଣ କହନ୍ତି କରନ୍ଥୀର ସାଧୁମାନଙ୍କୁ ବିଚାର କରିବାକୁ ଯୋଗ୍ୟ ଅଟନ୍ତି ?
ପାଉଲ କହନ୍ତି ସେମାନେ ଜଗତ ସମ୍ଭନ୍ଧୀୟ ବିଷୟଗୁଡିକ ସାଧୁମାନଙ୍କ ମଧ୍ୟରେ ବିଚାର କରିବାକୁ ଯୋଗ୍ୟ [୬:୧-୩]|

View File

@ -1,3 +1,3 @@
# କରନ୍ଥୀୟର ଖ୍ରୀଷ୍ଟିଆନମାନେ ଆପଣା ଆପଣା ବାଦବିବାଦଗୁଡିକ କିପରି ସମାଧାନ କରନ୍ତି ?
# କରନ୍ଥୀୟର ଖ୍ରୀଷ୍ଟିଆନମାନେ ଆପଣା ଆପଣା ବାଦବିବାଦଗୁଡିକ କିପରି ସମାଧାନ କରନ୍ତି ?
ଗୋଟିଏ ବିଶ୍ୱାସୀ ଅନ୍ୟ ବିଶ୍ୱାସୀ ବିପକ୍ଷରେ ବିଚାରାଳୟକୁ ଯାଆନ୍ତି, ଏବଂ ଯେଉଁ ମକଦ୍ଦମା ବିଚାରପତି ଆଗେରେ ପଡ଼େ ଯିଏକି ଅବିଶ୍ୱାସୀ ଅଟନ୍ତି [୬:୬]|

View File

@ -1,3 +1,3 @@
# କେଉଁ ଘଟଣା ଯେ କରନ୍ଥୀୟର ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ବିବାଦକୁ ଦର୍ଶାଏ ?
# କେଉଁ ଘଟଣା ଯେ କରନ୍ଥୀୟର ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ବିବାଦକୁ ଦର୍ଶାଏ ?
ଏହା ଦର୍ଶାଏ ଯେ ଏହା ସେମାନଙ୍କ ପରାଜିତ ଅଟେ [୬:୭]|

View File

@ -1,6 +1,7 @@
# କିଏ ଇଶ୍ୱରଙ୍କ ରାଜ୍ୟ ଅଧିକାର କରିବ ନାହିଁ ?
# କିଏ ଇଶ୍ୱରଙ୍କ ରାଜ୍ୟ ଅଧିକାର କରିବ ନାହିଁ ?
ଅଧାର୍ମିକ; ବ୍ୟଭିଚାରୀ, ପ୍ରତିମା ପୂଜକ, ପରଦାରିକ, ପୁଂମୈଥୁନକାରୀ,ଚୋର,ଧନଲୋଭୀ,ମଦୁଆ,ନିନ୍ଦକ ଏବଂ ପରଦ୍ରବ୍ୟ ଲୁଣ୍ଠନକାରୀ ମାନେ ଈଶ୍ୱରଙ୍କ ରାଜ୍ୟ ଅଧିକାର କରିବେ ନାହିଁ [୬:୯-୧୦]|
# କଣ ଘଟିଲା କରନ୍ଥୀୟର ବିଶ୍ୱାସୀମାନଙ୍କର ଯିଏ ପୂର୍ବରେ ଅଧାର୍ମିକତାରେ ଅଭ୍ୟସ୍ତ ଥିଲେ ?

ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମରେ ଓ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଧୌତ ଏବଂ ଧାର୍ମିକ ବୋଲି ଗଣିତ ହେଲେ [୬:୧୧]|

View File

@ -1,3 +1,3 @@
# କେଉଁ ଦୁଇଟି ବିଷୟଗୁଡିକ ପାଉଲ କହନ୍ତି ସେ ତାଙ୍କ ବଶରେ ରଖିବା ନିମନ୍ତେ ଅନୁମତି ଦେବ ନାହିଁ ?
# କେଉଁ ଦୁଇଟି ବିଷୟଗୁଡିକ ପାଉଲ କହନ୍ତି ସେ ତାଙ୍କ ବଶରେ ରଖିବା ନିମନ୍ତେ ଅନୁମତି ଦେବ ନାହିଁ ?
ପାଉଲ କହନ୍ତି ସେ ଖାଦ୍ୟ ବା ବ୍ୟଭିଚାର ଦ୍ୱାରା ବଶୀଭୂତ ହେବ ନାହିଁ [୬:୧୨-୧୩]|

View File

@ -1,6 +1,7 @@
# ବିଶ୍ୱାସୀମାନଙ୍କର ଶରୀରଗୁଡିକ କେଉଁ ଅଙ୍ଗଗୁଡିକ ଅଟେ?
# ବିଶ୍ୱାସୀମାନଙ୍କର ଶରୀରଗୁଡିକ କେଉଁ ଅଙ୍ଗଗୁଡିକ ଅଟେ?
ସେମାନଙ୍କ ଶରୀରଗୁଡିକ ଖ୍ରୀଷ୍ଟଙ୍କ ଅଙ୍ଗଗୁଡିକ ଅଟେ [୬:୧୫]|
# ବିଶ୍ୱାସୀମାନେ ବ୍ୟଭିଚାରରେ ଯୋଗଦେବା ଉଚିତ କି?
ସେମାନଙ୍କ ଶରୀରଗୁଡିକ ଖ୍ରୀଷ୍ଟଙ୍କ ଅଙ୍ଗଗୁଡିକ ଅଟେ [୬:୧୫]|
# ବିଶ୍ୱାସୀମାନେ ବ୍ୟଭିଚାରରେ ଯୋଗଦେବା ଉଚିତ କି?
ନା | ଏହା କେବେ ହେବା ସମ୍ଭବ ନୁହେଁ [୬:୧୫]|

View File

@ -1,6 +1,7 @@
# କଣ ଘଟେ ଯେତେବେଳେ ନିଜକୁ ଏକ ବେଶ୍ୟା ସହ ସଂଯୁକ୍ତ କରେ ?
# କଣ ଘଟେ ଯେତେବେଳେ ନିଜକୁ ଏକ ବେଶ୍ୟା ସହ ସଂଯୁକ୍ତ କରେ ?
ସେ ତାହା ସହ ଏକାଙ୍ଗ ହୁଏ [୬:୧୬]|
# କଣ ଘଟେ ଯେତେବେଳେ ଜଣେ ପ୍ରଭୁଙ୍କ ସହ ସଂଯୁକ୍ତ ହୁଏ?
ସେ ତାହା ସହ ଏକାଙ୍ଗ ହୁଏ [୬:୧୬]|
# କଣ ଘଟେ ଯେତେବେଳେ ଜଣେ ପ୍ରଭୁଙ୍କ ସହ ସଂଯୁକ୍ତ ହୁଏ?
ସେ ତାହାଙ୍କ ସହ ଏକ ଆତ୍ମା ହୁଏ [୬:୧୭]|

View File

@ -1,3 +1,3 @@
# କେଉଁ ଲୋକେ ଶରୀର ବିରୁଦ୍ଧରେ ପାପ କରେ ଯେତେବେଳେ ସେମାନେ ବ୍ୟଭିଚାର କରନ୍ତି?
# କେଉଁ ଲୋକେ ଶରୀର ବିରୁଦ୍ଧରେ ପାପ କରେ ଯେତେବେଳେ ସେମାନେ ବ୍ୟଭିଚାର କରନ୍ତି?
ସେମାନେ ନିଜ ଶରୀର ବିରୁଦ୍ଧରେ ପାପ କରନ୍ତି ଯେତେବେଳେ ସେମାନେ ବ୍ୟଭିଚାର କରନ୍ତି [୬:୧୮]|

View File

@ -1,3 +1,3 @@
# କାହିଁକି ବିଶ୍ୱାସୀମାନେ ନିଜ ଶରୀରରେ ଈଶ୍ୱରଙ୍କୁ ଗୌରବାନ୍ନିତ କରିବା ଉଚିତ ?
# କାହିଁକି ବିଶ୍ୱାସୀମାନେ ନିଜ ଶରୀରରେ ଈଶ୍ୱରଙ୍କୁ ଗୌରବାନ୍ନିତ କରିବା ଉଚିତ ?
ସେମାନେ ନିଜ ଶରୀରରେ ଈଶ୍ୱରଙ୍କୁ ଗୌରବାନ୍ନିତ କରିବା ଉଚିତ କାରଣ ସେମାନଙ୍କ ଶରୀରଗୁଡିକ ପବିତ୍ର ଆତ୍ମାଙ୍କ ମନ୍ଦିର ଏବଂ ସେମାନେ ଗୋଟିଏ ମୁଲ୍ୟରେ କିଣା ଗଲେ [୬:୧୯-]|

View File

@ -1,3 +1,3 @@
# କାହିଁକି ପ୍ରତ୍ୟେକ ପୁରୁଷର ନିଜର ସ୍ତ୍ରୀ ରହିବା ଉଚିତ ଏବଂ ପ୍ରତ୍ୟେକ ସ୍ତ୍ରୀର ନିଜର ପୁରୁଷ ରହିବା ଉଚିତ?
# କାହିଁକି ପ୍ରତ୍ୟେକ ପୁରୁଷର ନିଜର ସ୍ତ୍ରୀ ରହିବା ଉଚିତ ଏବଂ ପ୍ରତ୍ୟେକ ସ୍ତ୍ରୀର ନିଜର ପୁରୁଷ ରହିବା ଉଚିତ?
ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ସ୍ତ୍ରୀ ରହିବା ଉଚିତ ଏବଂ ପ୍ରତ୍ୟେକ ସ୍ତ୍ରୀର ନିଜର ପୁରୁଷ ରହିବା ଉଚିତ [୭:]|

View File

@ -1,3 +1,3 @@
# ଜଣେ ସ୍ତ୍ରୀର ବା ପୁରୁଷ ସେମାନଙ୍କ ନିଜ ଶରୀର ଉପରେ ଅଧିକାର ରହେ କି?
# ଜଣେ ସ୍ତ୍ରୀର ବା ପୁରୁଷ ସେମାନଙ୍କ ନିଜ ଶରୀର ଉପରେ ଅଧିକାର ରହେ କି?
ନା |ଜଣେ ପୁରୁଷର ତାର ନିଜ ସ୍ତ୍ରୀର ଶରୀର ଉପରେ ଅଧିକାର ରହେ ଏବଂ ସେହିପରି ସ୍ତ୍ରୀର ତାର ନିଜ ପୁରୁଷର ଶରୀର ଉପରେ ଅଧିକାର ରହେ [୭:୪]|

View File

@ -1,3 +1,3 @@
# କେତେବେଳେ ଏହା ପ୍ରଯୁଜ୍ୟ ଜଣେ ସ୍ୱାମୀ ବା ସ୍ତ୍ରୀର ଇନ୍ଦ୍ରିୟ ଲାଳଶାରୁ ପରସ୍ପରଠାରୁ ବଞ୍ଚିତ ହୁଏ?
# କେତେବେଳେ ଏହା ପ୍ରଯୁଜ୍ୟ ଜଣେ ସ୍ୱାମୀ ବା ସ୍ତ୍ରୀର ଇନ୍ଦ୍ରିୟ ଲାଳଶାରୁ ପରସ୍ପରଠାରୁ ବଞ୍ଚିତ ହୁଏ?
ଏହା ପ୍ରଯୁଜ୍ୟ ଯଦି ଦୁହେଁ ସ୍ୱାମୀ ବା ସ୍ତ୍ରୀ ଉଭୟ ଏକ ସମ୍ମତି ଅଟନ୍ତି ଏବଂ କିଛି କାଳ ପୃଥକ୍ ରହି ପାରନ୍ତି, ଯେପରି ସେମାନେ ପ୍ରାର୍ଥନାରେ ଅବକାଶ ପାଇ ପାରନ୍ତି [୭:୫]|

View File

@ -1,6 +1,7 @@
# ପାଉଲ କଣ କହନ୍ତି ବିଧବାମାନଙ୍କ ପାଇଁ ଉତ୍ତମ ଏବଂ ଯିଏ ଅବିବାହିତ ଲୋକେ କିପରି କରିବ ?
# ପାଉଲ କଣ କହନ୍ତି ବିଧବାମାନଙ୍କ ପାଇଁ ଉତ୍ତମ ଏବଂ ଯିଏ ଅବିବାହିତ ଲୋକେ କିପରି କରିବ ?
ପାଉଲ କହନ୍ତି ଏହା ସେମାନଙ୍କ ନିମନ୍ତେ ଅବିବାହିତ ରହିବା ଉତ୍ତମ ଅଟେ [୭:୮]|
# କେଉଁ ଅବସ୍ଥାରେ ଅବିବାହିତ ଏବଂ ବିଧବାମାନେ ବିବାହ କରିବେ ?
ସେମାନେ ବିବାହ କରିବା ଉଚିତ ଯଦି ସେମାନେ କାମନାରେ ଜଳିଲେ କିମ୍ବା ଇନ୍ଦ୍ରିୟ ଦମନ କରିପାରନ୍ତି ନାହିଁ [୭:୯]|

View File

@ -1,3 +1,3 @@
# ଯେଉଁମାନେ ବିବାହିତ ସେମାନଙ୍କ ପ୍ରଭୁ କଣ ଆଦେଶ ଦିଅନ୍ତି?
# ଯେଉଁମାନେ ବିବାହିତ ସେମାନଙ୍କ ପ୍ରଭୁ କଣ ଆଦେଶ ଦିଅନ୍ତି?
ସ୍ତ୍ରୀ ତାଙ୍କ ସ୍ୱାମୀଠାରୁ ଅଲଗାହୋଇ ରହିବା ଉଚିତ ନୁହଁ |ଯଦି ସେ ତାର ସ୍ୱାମୀଠାରୁ ଅଲଗା ହୁଏ ତେବେ ସେ ଅବିବାହିତ ରହୁ ବା ତାହା ସହିତ ମିଳିତ ହେବା ଉଚିତ | ପୁଣି, ସ୍ୱାମୀ ତାର ସ୍ତ୍ରୀଙ୍କୁ ପରିତ୍ୟାଗ କରିବା ଉଚିତ ନୁହେଁ [୭:୧୦-୧୧]|

View File

@ -1,3 +1,3 @@
# ଏକ ବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀ ତାଙ୍କର ଅବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀ ଙ୍କୁ ପରିତ୍ୟାଗ କରିବା ଉଚିତ କି?
# ଏକ ବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀ ତାଙ୍କର ଅବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀ ଙ୍କୁ ପରିତ୍ୟାଗ କରିବା ଉଚିତ କି?
ଯଦି ଅବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀ ଆପଣା ଆପଣା ସ୍ୱାମୀ ବା ସ୍ତ୍ରୀ ମାନଙ୍କ ସହିତ ବାସ କରିବାକୁ ସମ୍ମତ ହୁଏ, ତେବେ ବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀ ସେହି ଅବିଶ୍ୱାସୀଙ୍କୁ ପରିତ୍ୟାଗ କରିବା ଉଚିତ ନୁହେଁ [୭:୧୨-୧୩]|

View File

@ -1,3 +1,3 @@
# ଯଦି ସେମାନଙ୍କ ଅବିଶ୍ୱାସୀ ସଙ୍ଗୀ ସହ ବିଚ୍ଛିନ୍ନ ହୁଏ,ଜଣେ ବିଶ୍ୱାସୀ ଭାବେ କଣ କରିବା ଉଚିତ?
# ଯଦି ସେମାନଙ୍କ ଅବିଶ୍ୱାସୀ ସଙ୍ଗୀ ସହ ବିଚ୍ଛିନ୍ନ ହୁଏ,ଜଣେ ବିଶ୍ୱାସୀ ଭାବେ କଣ କରିବା ଉଚିତ?
ବିଶ୍ୱାସୀଟି ଅବିଶ୍ୱାସୀ ସଙ୍ଗୀକୁ ଯିବା ନିମନ୍ତେ ଅନୁମତି ଦେବ| [୭:୧୫]|

View File

@ -1,6 +1,7 @@
# ପାଉଲ କେଉଁ ନିୟମ ସମସ୍ତ ମଣ୍ଡଳୀଗୁଡିକ ନିମନ୍ତେ ସ୍ଥିର କଲେ?
# ପାଉଲ କେଉଁ ନିୟମ ସମସ୍ତ ମଣ୍ଡଳୀଗୁଡିକ ନିମନ୍ତେ ସ୍ଥିର କଲେ?
ନିୟମଟି ଥିଲା : ପ୍ରତ୍ୟେକଙ୍କୁ ପ୍ରଭୁ ଯେପରି ସେହିପରି ଜୀବନଯାପନ କରୁ ଦାୟିତ୍ତ୍ୱ ଦେଇଅଛନ୍ତି, ଏବଂ ଯେଉଁ ଅବସ୍ଥାରେ ସେମାନଙ୍କୁ ଆହ୍ୱାନ କରିଅଛନ୍ତି [୭:୧୭]|
# ପାଉଲ ଅସୁନ୍ନତ ଏବଂ ସୁନ୍ନତଙ୍କୁ କେଉଁ ପରାମର୍ଶ ଦେଲେ ?
ନିୟମଟି ଥିଲା : ପ୍ରତ୍ୟେକଙ୍କୁ ପ୍ରଭୁ ଯେପରି ସେହିପରି ଜୀବନଯାପନ କରୁ ଦାୟିତ୍ତ୍ୱ ଦେଇଅଛନ୍ତି, ଏବଂ ଯେଉଁ ଅବସ୍ଥାରେ ସେମାନଙ୍କୁ ଆହ୍ୱାନ କରିଅଛନ୍ତି [୭:୧୭]|
# ପାଉଲ ଅସୁନ୍ନତ ଏବଂ ସୁନ୍ନତଙ୍କୁ କେଉଁ ପରାମର୍ଶ ଦେଲେ ?
ପାଉଲ କହିଲେ ଅସୁନ୍ନତ ସୁନ୍ନତ ପରି ନ ହେବା ଉଚିତ ଏବଂ ସୁନ୍ନତ ସେମାନଙ୍କ ସୁନ୍ନତ ଚିହ୍ନଗୁଡିକୁ ବାହାର କରିବାକୁ ଚେଷ୍ଟା ନ କରିବା ଉଚିତ [୭:୧୮]

View File

@ -1,3 +1,3 @@
# ପାଉଲ କ୍ରୀତଦାସ ବିଷୟରେ କଣ କହିଲେ?
# ପାଉଲ କ୍ରୀତଦାସ ବିଷୟରେ କଣ କହିଲେ?
ଯଦି ସେମାନେ କ୍ରୀତଦାସ ଥିଲେ ଯେତେବେଳେ ଈଶ୍ୱର ସେମାନଙ୍କୁ ଆହ୍ୱାନ କଲେ, ଏହା ଚିନ୍ତା କର ନାହିଁ , କିନ୍ତୁ ସେମାନେ ମୁକ୍ତ ହୋଇପାରନ୍ତି, ସେମାନେ ସେପରି କରିବା ଉଚିତ | ଯଦିଓ ସେମାନେ ଦାସମାନେ, ସେମାନେ ପ୍ରଭୁଙ୍କ ମୁକ୍ତ ଲୋକ | ସେମାନେ ମନୁଷ୍ୟମାନଙ୍କର କ୍ରୀତଦାସମାନଙ୍କ ପରି ହେବା ଉଚିତ ନୁହଁ [୭:୨୧-୨୩]|

View File

@ -1,3 +1,3 @@
# କାହିଁକି ପାଉଲ ଭାବିଲେ ଗୋଟିଏ ଲୋକ ନିମନ୍ତେ ଏହା ଉତ୍ତମ ଥିଲା ଯିଏ କେବେ ବିବାହିତ ନ ଥିଲେ ଯେପରି ପାଉଲ ଥିଲେ ସେପରି ଅବିବାହିତ ରହନ୍ତୁ?
# କାହିଁକି ପାଉଲ ଭାବିଲେ ଗୋଟିଏ ଲୋକ ନିମନ୍ତେ ଏହା ଉତ୍ତମ ଥିଲା ଯିଏ କେବେ ବିବାହିତ ନ ଥିଲେ ଯେପରି ପାଉଲ ଥିଲେ ସେପରି ଅବିବାହିତ ରହନ୍ତୁ?
ପାଉଲ ଭାବିଲେ ଯେ ଆସନ୍ନ ଦୁର୍ଦ୍ଦଶା ହେତୁ ମନୁଷ୍ୟ ପାଇଁ ଅବିବାହିତ ରହିବା ଏହା ଉତ୍ତମ ଥିଲା [୭:୨୬]|

View File

@ -1,6 +1,7 @@
# ବିଶ୍ୱାସୀମାନେ ଯଦି ଗୋଟିଏ ଭାର୍ଯ୍ୟା ସହିତ ଆବଦ୍ଧ ହୁଅନ୍ତି ସେମାନେ କଣ କରିବା ଉଚିତ?
# ବିଶ୍ୱାସୀମାନେ ଯଦି ଗୋଟିଏ ଭାର୍ଯ୍ୟା ସହିତ ଆବଦ୍ଧ ହୁଅନ୍ତି ସେମାନେ କଣ କରିବା ଉଚିତ?
ସେମାନେ ସେମାନଙ୍କର ଭାର୍ଯ୍ୟା ସହିତ ଆବଦ୍ଧ ହୋଇ ମୁକ୍ତ ହେବା ପାଇଁ ଚେଷ୍ଟା କର ନାହିଁ [୭:୨୭]|
# ପାଉଲ କାହିଁକି କହନ୍ତି ଯେଉଁମାନେ ଗୋଟିଏ ସ୍ତ୍ରୀଠାରୁ ବଞ୍ଚିତ ଅଟନ୍ତି ଏବଂ ଯେଉଁମାନେ ଅବିବାହିତ," ସେମାନେ ଭାର୍ଯ୍ୟା ପାଇବାକୁ ଚେଷ୍ଟା ନ କରିବା ଉଚିତ୍"|
# ପାଉଲ କାହିଁକି କହନ୍ତି ଯେଉଁମାନେ ଗୋଟିଏ ସ୍ତ୍ରୀଠାରୁ ବଞ୍ଚିତ ଅଟନ୍ତି ଏବଂ ଯେଉଁମାନେ ଅବିବାହିତ," ସେମାନେ ଭାର୍ଯ୍ୟା ପାଇବାକୁ ଚେଷ୍ଟା ନ କରିବା ଉଚିତ୍"|
ସେ କହନ୍ତି ଏହି କାରଣ ସେ ବିଭିନ୍ନ ପ୍ରକାରର ସମସ୍ୟାରୁ ଯେପରି ଯିଏ ବିବାହ କରି ଅତିବାହିତ ସମୟରେ ରକ୍ଷା ପାଇବା ନିମନ୍ତେ ଚାହିଁଲେ [୭:୨୮]|

View File

@ -1,3 +1,3 @@
# କାହିଁକି ଯେଉଁମାନେ ଜଗତରେ ସମ୍ପର୍କ ରଖନ୍ତି ସତେ ଯେପରି ସେମାନଙ୍କର କୌଣସି ସମ୍ପର୍କ ତାହା ସହ ନାହିଁ?
# କାହିଁକି ଯେଉଁମାନେ ଜଗତରେ ସମ୍ପର୍କ ରଖନ୍ତି ସତେ ଯେପରି ସେମାନଙ୍କର କୌଣସି ସମ୍ପର୍କ ତାହା ସହ ନାହିଁ?
ସେମାନେ ସେହି ପ୍ରକାରର ଅଭିନୟ କରିବା ଉଚିତ କାରଣ ଜଗତର ବିଷୟ ଶେଷ ହେବାକୁ ଆସୁଅଛି [୭:୩୧]|

View File

@ -1,3 +1,3 @@
# ଯେଉଁ ଖ୍ରୀଷ୍ଟିଆନମାନଙ୍କ ପାଇଁ କାହିଁକି ଏହା କଷ୍ଟ ଅଟେ ଯେଉଁମାନେ ବିବାହିତ ପ୍ରଭୁଙ୍କ ବିଷୟରେ ଚିନ୍ତିତ ଅଟନ୍ତି ?
# ଯେଉଁ ଖ୍ରୀଷ୍ଟିଆନମାନଙ୍କ ପାଇଁ କାହିଁକି ଏହା କଷ୍ଟ ଅଟେ ଯେଉଁମାନେ ବିବାହିତ ପ୍ରଭୁଙ୍କ ବିଷୟରେ ଚିନ୍ତିତ ଅଟନ୍ତି ?
ଏହା କଠିନ ଅଟେ କାରଣ ଜଣେ ବିଶ୍ୱାସୀ ସ୍ୱାମୀ କିମ୍ବା ସ୍ତ୍ରୀ ସଂସାର ବିଷୟରେ ଚିନ୍ତିତ କିପରି ତାର ସ୍ତ୍ରୀ ବା ସ୍ୱାମୀକୁ ଖୁସି କରିବା [୭:୩୩-୩୪]|

View File

@ -1 +0,0 @@

View File

@ -1,3 +1,3 @@
# ଯିଏ କୁମାରୀ କନ୍ୟାକୁ ବିବାହ କରେ ଭଲ କରେ?
# ଯିଏ କୁମାରୀ କନ୍ୟାକୁ ବିବାହ କରେ ଭଲ କରେ?
ଯେକେହି ବିବାହ ନ କରିବାକୁ ପସନ୍ଦ କରେ ଆହୁରି ଭଲ କରେ [୭:୩୮]|

View File

@ -1,6 +1,7 @@
# ଗୋଟିଏ ସ୍ତ୍ରୀ ତାର ସ୍ୱାମୀସହ କେତେ କାଳ ପାଇଁ ଆବଦ୍ଧ ରହିବ?
# ଗୋଟିଏ ସ୍ତ୍ରୀ ତାର ସ୍ୱାମୀସହ କେତେ କାଳ ପାଇଁ ଆବଦ୍ଧ ରହିବ?
ସେ ତାର ସ୍ୱାମୀସହ ଯେତେକାଳ ପର୍ଯ୍ୟନ୍ତ ବଞ୍ଚିଥିବ ସେ ପର୍ଯ୍ୟନ୍ତ [୭:୩୯].
# ଯଦି ଗୋଟିଏ ବିଶ୍ୱାସୀ ସ୍ତ୍ରୀ ମରେ, କାହାକୁ ସେ ବିବାହ କରିପାରେ ?
# ଯଦି ଗୋଟିଏ ବିଶ୍ୱାସୀ ସ୍ତ୍ରୀ ମରେ, କାହାକୁ ସେ ବିବାହ କରିପାରେ ?
ସେ ଯାହାକୁ ଇଚ୍ଛା କରେ ତାହାକୁ ବିବାହ କରିପାରେ କିନ୍ତୁ ଯିଏକି ପ୍ରଭୁଙ୍କଠାରେ ବିଶ୍ୱାସୀ ଅଟେ [୭:୩୯]|

View File

@ -1,6 +1,7 @@
# ଏହି ଅଧ୍ୟାୟରେ ପାଉଲ କେଉଁ ବିଷୟରେ ଉତ୍ତରଦେବା ଆରମ୍ଭ କରନ୍ତି ?
# ଏହି ଅଧ୍ୟାୟରେ ପାଉଲ କେଉଁ ବିଷୟରେ ଉତ୍ତରଦେବା ଆରମ୍ଭ କରନ୍ତି ?
ପାଉଲ ଦେବତାମାନଙ୍କ ଦେବ ପ୍ରସାଦ ବିଷୟରେ ଉତ୍ତରଦେବା ଆରମ୍ଭ କରନ୍ତି [୮:୧,୪]|
# କେଉଁ ବିଷୟ ଜ୍ଞାନ ଏବଂ ପ୍ରେମର କାରଣ ପ୍ରକାଶ କରେ?
# କେଉଁ ବିଷୟ ଜ୍ଞାନ ଏବଂ ପ୍ରେମର କାରଣ ପ୍ରକାଶ କରେ?
ଜ୍ଞାନ ଜନ୍ମାଏ, କିନ୍ତୁ ପ୍ରେମ ଗଠନ କରେ [୮:୧]|

View File

@ -1,9 +1,11 @@
# ଗୋଟିଏ ଦେବତା ଈଶ୍ୱରଙ୍କ ସହିତ ସମାନ କି ?
# ଗୋଟିଏ ଦେବତା ଈଶ୍ୱରଙ୍କ ସହିତ ସମାନ କି ?
ନା. ଗୋଟିଏ ଜଗତର ଦେବତା କିଛି ନୁହେଁ, ଆଉ ଏକ ଈଶ୍ୱର ବିନା ଦ୍ୱିତୀୟ ନାହିଁ [୮:୪]|
# ଏକ ଈଶ୍ୱର କିଏ?
# ଏକ ଈଶ୍ୱର କିଏ?
ଏକମାତ୍ର ପିତା ଈଶ୍ୱର ଅଛନ୍ତି |ତାହାଙ୍କଠାରୁ ସମସ୍ତ ବିଷୟ ହୋଇଅଛି ଏବଂ ତାଙ୍କ ପାଇଁ ଆମେ ବଞ୍ଚୁ [୮:୬]|
# ଏକ ପ୍ରଭୁ କିଏ?
# ଏକ ପ୍ରଭୁ କିଏ?
ଏକ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଛନ୍ତି, ତାହାଙ୍କ ଦ୍ୱାରା ସମସ୍ତ ବିଷୟ ହୋଇଅଛି, ପୁଣି ତାହାଙ୍କ ଦ୍ୱାରା ଆମ୍ଭେମାନେ ହୋଇଅଛୁ [୮:୬]|

View File

@ -1,3 +1,3 @@
# ଯେତେବେଳେ କିଛି ଲୋକ ଦେବତା ପୂଜା କରନ୍ତି ଯେପରି ଦେବପ୍ରସାଦ ଭୋଜନ କଲେ କଣ ଘଟେ?
# ଯେତେବେଳେ କିଛି ଲୋକ ଦେବତା ପୂଜା କରନ୍ତି ଯେପରି ଦେବପ୍ରସାଦ ଭୋଜନ କଲେ କଣ ଘଟେ?
ସେମାନଙ୍କ ବିବେକ ଦୁର୍ବଳ ହେତୁ କଳୁଷିତ ହୁଏ [୮:୭]|

View File

@ -1,9 +1,11 @@
# ଖାଦ୍ୟଦ୍ରବ୍ୟ ଆମେ ଖାଉ ଈଶ୍ୱରଙ୍କ ନିକଟରେ ଗ୍ରାହ୍ୟ ବା ଅଗ୍ରାହ୍ୟ କରାଏ କି ?
# ଖାଦ୍ୟଦ୍ରବ୍ୟ ଆମେ ଖାଉ ଈଶ୍ୱରଙ୍କ ନିକଟରେ ଗ୍ରାହ୍ୟ ବା ଅଗ୍ରାହ୍ୟ କରାଏ କି ?
ଈଶ୍ୱରଙ୍କ ନିକଟରେ ଖାଦ୍ୟଦ୍ରବ୍ୟ ଗ୍ରହଣୀୟ ନୁହେଁ. ଭୋଜନ ନ କଲେ ଆମ୍ଭମାନଙ୍କର କ୍ଷତି ହୁଏ ନାହିଁ, କିମ୍ବା ଭୋଜନ କଲେ ଆମ୍ଭମାନଙ୍କର ଲାଭ ହୁଏ ନାହିଁ [୮:୮]|
# ଆମର ସ୍ୱାଧିନତା ନ ହରାଇବା ନିମନ୍ତେ କଣ ଆମେ ସାବଧାନ ହେବା ଉଚିତ ?
# ଆମର ସ୍ୱାଧିନତା ନ ହରାଇବା ନିମନ୍ତେ କଣ ଆମେ ସାବଧାନ ହେବା ଉଚିତ ?
ଆମେ ସାବଧାନ ହେବା ଉଚିତ ଯେ ଆମର ସ୍ୱାଧିନତାର ଅଧିକାର ଦୁର୍ବଳମାନଙ୍କର ଝୁଣ୍ଟିବାର କାରଣ ନ ହୁଏ [୮:୯]|
# ଯେତେବେଳେ ଜଣେ ଭାଇ ବା ଭଉଣୀ ଦୁର୍ବଳ ବିବେକ ଯୋଗୁଁ ଦେବତା ଉଦ୍ଦେଶ୍ୟରେ ଉତ୍ସର୍ଗ ମାଂସ ଖାଏ ଆମ୍ଭେମାନେ ଭୋଜନରେ ବସିବାରେ ଦେଖେ କଣ ଘଟେ ?
# ଯେତେବେଳେ ଜଣେ ଭାଇ ବା ଭଉଣୀ ଦୁର୍ବଳ ବିବେକ ଯୋଗୁଁ ଦେବତା ଉଦ୍ଦେଶ୍ୟରେ ଉତ୍ସର୍ଗ ମାଂସ ଖାଏ ଆମ୍ଭେମାନେ ଭୋଜନରେ ବସିବାରେ ଦେଖେ କଣ ଘଟେ ?
ଆମ ହେତୁ ଯେ ଭାଇ ବା ଭଉଣୀ ଦୁର୍ବଳ ବିବେକ ଦ୍ୱାରା ନଷ୍ଟ ହେଉଅଛି [୮:୧୦-୧୧]|

View File

@ -1,5 +1,7 @@
# ଯେତେବେଳେ ଜଣେ ଖ୍ରୀଷ୍ଟରେ ଭାଇ ବା ଭଉଣୀ ଦୁର୍ବଳ ବିବେକ ଯୋଗୁଁ ଝୁଣ୍ଟିବାର କାରଣ ହୁଏ ଆମେ କାହା ବିରୁଦ୍ଧରେ ପାପ କରୁ [୮:୧୧-୧୨]|
ଝୁଣ୍ଟିବାର କାରଣ ଯେ ଆମେ ଜଣେ ଭାଇ ବା ଭଉଣୀ ବିରୁଦ୍ଧରେ ପାପ କରୁ ଏବଂ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରୁ [୮:୧୧-୧୨|
# ପାଉଲ କଣ କହନ୍ତି ସେ ଯଦି ଖାଦ୍ୟଦ୍ରବ୍ୟ ଖାଇବା ତାର ଭାଇ ବା ଭଉଣୀର ବାଧାର କାରଣ ସେ କରିବ ?
# ଯେତେବେଳେ ଜଣେ ଖ୍ରୀଷ୍ଟରେ ଭାଇ ବା ଭଉଣୀ ଦୁର୍ବଳ ବିବେକ ଯୋଗୁଁ ଝୁଣ୍ଟିବାର କାରଣ ହୁଏ ଆମେ କାହା ବିରୁଦ୍ଧରେ ପାପ କରୁ [୮:୧୧-୧୨]|
ଝୁଣ୍ଟିବାର କାରଣ ଯେ ଆମେ ଜଣେ ଭାଇ ବା ଭଉଣୀ ବିରୁଦ୍ଧରେ ପାପ କରୁ ଏବଂ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରୁ [୮:୧୧-୧୨]|
# ପାଉଲ କଣ କହନ୍ତି ସେ ଯଦି ଖାଦ୍ୟଦ୍ରବ୍ୟ ଖାଇବା ତାର ଭାଇ ବା ଭଉଣୀର ବାଧାର କାରଣ ସେ କରିବ ?
ପାଉଲ କହନ୍ତି ସେ ଯଦି ଖାଦ୍ୟଦ୍ରବ୍ୟ ଖାଇବା ତାର ଭାଇ ବା ଭଉଣୀର ବାଧାର କାରଣ ସେ କେବେ ମାଂସ ଖାଇବ ନାହିଁ [୮:୧୩]|

View File

@ -1,3 +1,3 @@
# ପାଉଲ କେଉଁ ପ୍ରମାଣ ପ୍ରଦାନ କଲେ ଯେ ସେ ଜଣେ ପ୍ରେରିତ ଥିଲେ?
# ପାଉଲ କେଉଁ ପ୍ରମାଣ ପ୍ରଦାନ କଲେ ଯେ ସେ ଜଣେ ପ୍ରେରିତ ଥିଲେ?
ପାଉଲ କହନ୍ତି ଯେ କରନ୍ଥୀୟ ବିଶ୍ୱାସୀମାନେ ପ୍ରଭୁଙ୍କଠାରେ ତାଙ୍କ ହସ୍ତକୃତ କର୍ମ କାରଣରୁ ସେମାନେ ସେମାନଙ୍କ ପ୍ରଭୁଙ୍କଠାରେ ପ୍ରେରିତପଦରେ ପ୍ରମାଣିତ ହେଲେ [୯:୧-]|

View File

@ -1,3 +1,3 @@
# ପାଉଲ କିଛି ଅଧିକାର ଗୁଡିକ ଯଥା ପ୍ରେରିତ, ପ୍ରଭୁଙ୍କ ଭାତୃବର୍ଗ ଏବଂ କେଫାଙ୍କ ପରି ତାଲିକା କଲେ?
# ପାଉଲ କିଛି ଅଧିକାର ଗୁଡିକ ଯଥା ପ୍ରେରିତ, ପ୍ରଭୁଙ୍କ ଭାତୃବର୍ଗ ଏବଂ କେଫାଙ୍କ ପରି ତାଲିକା କଲେ?
ପାଉଲ କହନ୍ତି ସେମାନେ ଖାଇବା ଓ ପିଇବା, ଏବଂ ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ ଅଧିକାର ଥିଲା [୯:୪-୫]|

View File

@ -1,3 +1,3 @@
# ପାଉଲ କେଉଁ ଉଦାହରଣ ଦେଲେ ଯେଉଁମାନେ ସୁବିଧା ଗୁଡିକ ବା ସେମାନଙ୍କ କାର୍ଯ୍ୟର ବେତନ ଲାଭ କରନ୍ତି ?
# ପାଉଲ କେଉଁ ଉଦାହରଣ ଦେଲେ ଯେଉଁମାନେ ସୁବିଧା ଗୁଡିକ ବା ସେମାନଙ୍କ କାର୍ଯ୍ୟର ବେତନ ଲାଭ କରନ୍ତି ?
ପାଉଲ ସୈନିକମାନଙ୍କ ଉଦ୍ଦେଶ୍ୟରେ ଦର୍ଶାନ୍ତି ଯିଏ ଦ୍ରାକ୍ଷାକ୍ଷେତ୍ର କରି ଏବଂ ପଶୁପଲ ପାଳନ କରେ ଏପରି ଉଦାହରଣ ଯେଉଁମାନେ ସୁବିଧା ଗୁଡିକ ବା କାର୍ଯ୍ୟର ବେତନ ଲାଭ କରନ୍ତି [୯:୭]|

View File

@ -1,6 +1,7 @@
# ମୋଶାଙ୍କ ନିୟମର କେଉଁ ଉଦାହରଣରୁ ପାଉଲ ଜଣଙ୍କର କାର୍ଯ୍ୟରୁ ସୁବିଧା ପାଇବ ବା ବେତନ ଗ୍ରହଣ କରିବା ଚିନ୍ତାଧାରା ସପକ୍ଷରେ ମତ ଦେଲେ?
# ମୋଶାଙ୍କ ନିୟମର କେଉଁ ଉଦାହରଣରୁ ପାଉଲ ଜଣଙ୍କର କାର୍ଯ୍ୟରୁ ସୁବିଧା ପାଇବ ବା ବେତନ ଗ୍ରହଣ କରିବା ଚିନ୍ତାଧାରା ସପକ୍ଷରେ ମତ ଦେଲେ?
ପାଉଲ ନିର୍ଦ୍ଦେଶକୁ ଉଦ୍ଧୃତ କରି କହିଲେ, “ବେଙ୍ଗଳାରେ ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ |” ତାଙ୍କ ଯୁକ୍ତି ସପକ୍ଷରେ [୯:୯]|
# ପାଉଲ ଏବଂ ତାଙ୍କର ସହଯୋଗୀମାନେ କରିନ୍ଥୀୟ ବିଶ୍ୱାସୀମାନଙ୍କ ମଧ୍ୟରୁ କେଉଁ ଅଧିକାର ଦାବିକଲେ, ଯଦିଓ ସେମାନେ ସେହି ଅଧିକାର ଦାବି କଲେ ନାହିଁ ?
# ପାଉଲ ଏବଂ ତାଙ୍କର ସହଯୋଗୀମାନେ କରିନ୍ଥୀୟ ବିଶ୍ୱାସୀମାନଙ୍କ ମଧ୍ୟରୁ କେଉଁ ଅଧିକାର ଦାବିକଲେ, ଯଦିଓ ସେମାନେ ସେହି ଅଧିକାର ଦାବି କଲେ ନାହିଁ ?
ପାଉଲ ଏବଂ ତାଙ୍କର ସହଯୋଗୀମାନେ କରିନ୍ଥୀୟ ମାନଙ୍କଠାରୁ ଶସ୍ୟ ଛେଦନର ଅଧିକାର ଥିଲା କାରଣ ସେମାନେ କରିନ୍ଥୀୟ ମାନଙ୍କ ମଧ୍ୟରେ ଆତ୍ମିକ ବୀଜ ବପନ କରିଥିଲେ [୯:୧୧-୧୨]|

View File

@ -1,3 +1,3 @@
# ଯେଉଁମାନେ ସୁସମାଚାର ଘୋଷଣା କରନ୍ତି ପ୍ରଭୁ ସେହି ସମ୍ବନ୍ଧରେ କଣ ଆଦେଶ ଦେଲେ ?
# ଯେଉଁମାନେ ସୁସମାଚାର ଘୋଷଣା କରନ୍ତି ପ୍ରଭୁ ସେହି ସମ୍ବନ୍ଧରେ କଣ ଆଦେଶ ଦେଲେ ?
ପ୍ରଭୁ ଆଦେଶ କଲେ ଯେ ଯେଉଁମାନେ ସୁସମାଚାର ଘୋଷଣା କରନ୍ତି ସୁସମାଚାର ଦ୍ୱାରା ଜୀବିକା ନିର୍ବାହ କରିବା ଉଚିତ[୯:୧୪]|

View File

@ -1,3 +1,3 @@
# ପାଉଲ କଣ କହିଲେ ସେ କିଛି ଦର୍ପ କରି ପାରିଲେ ନାହିଁ ଏବଂ ସେ ଦର୍ପ କରିବାର କିଛି ବିଷୟ କାହିଁକି ନ ଥିଲା ?
# ପାଉଲ କଣ କହିଲେ ସେ କିଛି ଦର୍ପ କରି ପାରିଲେ ନାହିଁ ଏବଂ ସେ ଦର୍ପ କରିବାର କିଛି ବିଷୟ କାହିଁକି ନ ଥିଲା ?
ପାଉଲ ସେ ସୁସମାଚାର ପ୍ରଚାର ବିଷୟରେ କିଛି ଦର୍ପ କରି ପାରିଲେ ନାହିଁ କାରଣ ସେ ସୁସମାଚାର ପ୍ରଚାର କରିଥିଲେ [୯:୧୬]|

View File

@ -1 +0,0 @@

View File

@ -1,6 +1,7 @@
# ପାଉଲ କାହିଁକି ସମସ୍ତଙ୍କର ଜଣେ ସେବକ ପରି ହେଲେ?
# ପାଉଲ କାହିଁକି ସମସ୍ତଙ୍କର ଜଣେ ସେବକ ପରି ହେଲେ?
ପାଉଲ ସମସ୍ତଙ୍କର ଜଣେ ସେବକ ପରି ହେଲେ ଯେପରି ଈଶ୍ୱରଙ୍କ ପାଇଁ ଅଧିକ ସଂଖ୍ୟକଙ୍କୁ ଲାଭ କରିପାରେ [୯:୧୯]|
# ପାଉଲ ଏପରି ହେଲେ ଯେପରି ଈଶ୍ୱର ଅଧିକ ସଂଖ୍ୟକଲୋକଙ୍କୁ ଲାଭ କରିପାରେ?
# ପାଉଲ ଏପରି ହେଲେ ଯେପରି ଈଶ୍ୱର ଅଧିକ ସଂଖ୍ୟକଲୋକଙ୍କୁ ଲାଭ କରିପାରେ?
ପାଉଲ ଯିହୁଦୀ ପରି, ବ୍ୟବସ୍ଥା ଅଧିନସ୍ଥ ଲୋକଙ୍କ ପରି, ବ୍ୟବସ୍ଥା ବିହୀନ ଲୋକଙ୍କ ପରି ଏବଂ ସେ ଦୁର୍ବଳ ହେଲେ ଯେପରି ସମସ୍ତ ବିଷୟ ସମସ୍ତ ଲୋକମାନଙ୍କ ପରି, ସେ ଯେପରି କୌଣସି ମାଧ୍ୟମରେ ଲୋକଙ୍କୁ ଉଦ୍ଧାର କରିପାରିବେ [୯:-]|

View File

@ -1,3 +1,3 @@
# ପାଉଲ କାହିଁକି ସୁସମାଚାର ପାଇଁ ସମସ୍ତ ବିଷୟ କଲେ?
# ପାଉଲ କାହିଁକି ସୁସମାଚାର ପାଇଁ ସମସ୍ତ ବିଷୟ କଲେ?
ସେ ଏହା କଲେ ଯେପରି ସେ ସୁସମାଚାରର ଆଶିଷରେ ଅଂଶୀ ହୋଇପାରିବେ [୯:୨୩]|

View File

@ -1,9 +1,11 @@
# ପାଉଲ କିପରି ଦୌଡିବାକୁ କହିଲେ?
# ପାଉଲ କିପରି ଦୌଡିବାକୁ କହିଲେ?
ପାଉଲ ପଣ ପାଇବା ପାଇଁ ଦୌଡିବାକୁ କହିଲେ [୯:୨୪]|
# ପାଉଲ କେଉଁ ପ୍ରକାରର ମୁକୁଟ ପାଇବା ପାଇଁ ଦୌଡିଥିଲେ |?
# ପାଉଲ କେଉଁ ପ୍ରକାରର ମୁକୁଟ ପାଇବା ପାଇଁ ଦୌଡିଥିଲେ |?
ପାଉଲ ଦୌଡିଥିଲେ ଯେପରି ସେ ଗୋଟିଏ ଅକ୍ଷୟ ମୁକୁଟ ପାଇ ପାରନ୍ତି [୯:୨୫]|
# ପାଉଲ କାହିଁକି ତାଙ୍କ ଶରୀରକୁ ବଶରେ ଏବଂ ଦାସ ପରି ରଖନ୍ତି ?
# ପାଉଲ କାହିଁକି ତାଙ୍କ ଶରୀରକୁ ବଶରେ ଏବଂ ଦାସ ପରି ରଖନ୍ତି ?
ପାଉଲ ଏହା କଲେ ଯେପରି ସେ ଅନ୍ୟମାନଙ୍କୁ ପ୍ରଚାର କରିଥିଲେ, ପଛରେ ସେ ନିଜେ ଅଯୋଗ୍ୟ ହୋଇ ନ ପାରନ୍ତି [୯:୨୭]|

View File

@ -1,6 +1,7 @@
# କେଉଁ ସାଧାରଣ ଅଭିଜ୍ଞତା ସେମାନଙ୍କ ପିତାଗଣ ମୋଶାଙ୍କ ସମୟରେ କଲେ?
# କେଉଁ ସାଧାରଣ ଅଭିଜ୍ଞତା ସେମାନଙ୍କ ପିତାଗଣ ମୋଶାଙ୍କ ସମୟରେ କଲେ?
ସମସ୍ତେ ମେଘ ତଳେ ଏବଂ ସମୁଦ୍ର ମଧ୍ୟଦେଇ ଗଲେ | ସମସ୍ତେ ମେଘ ତଳେ ବାପ୍ତିସ୍ମ ହେଲେ ଏବଂ ସମୁଦ୍ରରେ, ଏବଂ ସମସ୍ତେ ଏକା ଆତ୍ମିକ ଖାଦ୍ୟ ଏବଂ ଆତ୍ମିକ ପେୟ ପିଇଲେ | [୧୦:୧-୪]|
# କିଏ ଆତ୍ମିକ ପଥର ଯିଏ କି ସେମାନଙ୍କ ପିତାମାନଙ୍କର ଅନୁସରଣ କଲେ?
# କିଏ ଆତ୍ମିକ ପଥର ଯିଏ କି ସେମାନଙ୍କ ପିତାମାନଙ୍କର ଅନୁସରଣ କଲେ?
ଖ୍ରୀଷ୍ଟ ଆତ୍ମିକ ପଥର ଥିଲେ ଯିଏ ସେମାନଙ୍କ ଅନୁବର୍ତ୍ତୀ ଥିଲେ [୧୦:୪]|

View File

@ -1 +0,0 @@

View File

@ -1,6 +1,7 @@
# କାହିଁକି ଈଶ୍ୱର ମୋଶାଙ୍କ ସମୟରୁ ସେମାନଙ୍କ ପିତାମାନଙ୍କ ସହ ସନ୍ତୁଷ୍ଟ ନ ଥିଲେ ?
# କାହିଁକି ଈଶ୍ୱର ମୋଶାଙ୍କ ସମୟରୁ ସେମାନଙ୍କ ପିତାମାନଙ୍କ ସହ ସନ୍ତୁଷ୍ଟ ନ ଥିଲେ ?
ସେ ସନ୍ତୁଷ୍ଟ ନ ଥିବା କାରଣ ହେଲା ସେମାନଙ୍କ ପିତାମାନେ ମନ୍ଦ ବିଷୟରେ ଲିପ୍ତ ହେଲେ, ସେମାନେ ବ୍ୟଭିଚାର କଲେ, ସେମାନେ ପ୍ରଭୁଙ୍କୁ ପରୀକ୍ଷା କଲେ ଏବଂ ସେମାନେ ବଚସା କଲେ [୧୦:୬-୧୦]|
# ସେମାନଙ୍କ ପିତାମାନଙ୍କ ବ୍ୟବହାରକୁ ଈଶ୍ୱର କେଉଁ ପ୍ରକାର ଦଣ୍ଡ ଦେଲେ?
# ସେମାନଙ୍କ ପିତାମାନଙ୍କ ବ୍ୟବହାରକୁ ଈଶ୍ୱର କେଉଁ ପ୍ରକାର ଦଣ୍ଡ ଦେଲେ?
ସେମାନେ ବିଭିନ୍ନ ଭାବେ ମଲେ; କିଛି ଲୋକ ସର୍ପ ଦଂଶନରେ ମଲେ କିଛି ଲୋକ ସଂହାରକ ଦ୍ୱାରା ମଲେ| ସେମାନଙ୍କ ଶବଗୁଡିକ ପ୍ରାନ୍ତରରେ ବିକ୍ଷିପ୍ତହୋଇ ପଡିଲା [୧୦:୫ & ୮-୧୦]|

View File

@ -1 +0,0 @@

View File

@ -1,9 +1,11 @@
# କାହିଁକି ଏଗୁଡିକ ହେଲା ଏବଂ କାହିଁକି ସେମାନେ ଲେଖିଲେ?
# କାହିଁକି ଏଗୁଡିକ ହେଲା ଏବଂ କାହିଁକି ସେମାନେ ଲେଖିଲେ?
ସେମାନେ ଆମକୁ ଉଦାହରଣ ଗୁଡିକ ଘଟାଇଲେ ଏବଂ ସେମାନେ ଆମକୁ ନିର୍ଦ୍ଧେଶ ନିମନ୍ତେ ଲେଖିଥିଲେ [୧୦:୧୧]|
# କୌଣସି ଅସହ୍ୟ ପରୀକ୍ଷାରେ ଆମକୁ ପଡିବାକୁ ହେବ କି?
# କୌଣସି ଅସହ୍ୟ ପରୀକ୍ଷାରେ ଆମକୁ ପଡିବାକୁ ହେବ କି?
କୌଣସି ପରୀକ୍ଷା ଆମକୁ ଅତିକ୍ରମ କରିବ ନାହିଁ ଯାହା ସମସ୍ତ ମାନବ ନିମନ୍ତେ ସାଧାରଣ ନୁହେଁ [୧୦:୧୩]|
# ଆମ୍ଭେମାନେ ପରୀକ୍ଷା ସହ୍ୟ କରି ପାରିବା ଭଳି ଈଶ୍ୱର କଣ କାର୍ଯ୍ୟ କରିଅଛନ୍ତି?
# ଆମ୍ଭେମାନେ ପରୀକ୍ଷା ସହ୍ୟ କରି ପାରିବା ଭଳି ଈଶ୍ୱର କଣ କାର୍ଯ୍ୟ କରିଅଛନ୍ତି?
ସେ ଉଦ୍ଧାରର ପଥ ମଧ୍ୟ ଯୋଗାଇଛନ୍ତି ଯେପରି ଆମେ ପରୀକ୍ଷା ସହ୍ୟ କରି ପାରିବା [୧୦:୧୩]|

View File

@ -1,6 +1,7 @@
# ପାଉଲ କରନ୍ଥୀୟ ବିଶ୍ୱାସୀମାନଙ୍କୁ କେଉଁଠାରୁ ପଳାୟନ କରିବା ପାଇଁ ଚେତାବନୀ ଦିଅନ୍ତି ?
# ପାଉଲ କରନ୍ଥୀୟ ବିଶ୍ୱାସୀମାନଙ୍କୁ କେଉଁଠାରୁ ପଳାୟନ କରିବା ପାଇଁ ଚେତାବନୀ ଦିଅନ୍ତି ?
ସେ ସେମାନଙ୍କୁ ପ୍ରତିମା ପୂଜାରୁ ପଳାୟନ କରିବା ପାଇଁ ଚେତାବନୀ ଦିଅନ୍ତି [୧୦:୧୪]|
# କେଉଁ ଆଶୀର୍ବାଦର ପାତ୍ରକୁ ଆଶୀର୍ବାଦ କରୁଛନ୍ତି ଏବଂ କେଉଁ ରୋଟୀ ସେମାନେ ଭାଙ୍ଗନ୍ତି ?
ସେ ସେମାନଙ୍କୁ ପ୍ରତିମା ପୂଜାରୁ ପଳାୟନ କରିବା ପାଇଁ ଚେତାବନୀ ଦିଅନ୍ତି [୧୦:୧୪]|
# କେଉଁ ଆଶୀର୍ବାଦର ପାତ୍ରକୁ ଆଶୀର୍ବାଦ କରୁଛନ୍ତି ଏବଂ କେଉଁ ରୋଟୀ ସେମାନେ ଭାଙ୍ଗନ୍ତି ?
ପାତ୍ରଟି ଖ୍ରୀଷ୍ଟଙ୍କ ରକ୍ତରେ ସହଭାଗିତା ହେବା. ରୋଟିଟି ଖ୍ରୀଷ୍ଟଙ୍କ ଶରୀରରେ ସହଭାଗିତା ହେବା [୧୦:୧୬]|

View File

@ -1 +0,0 @@

View File

@ -1,9 +1,11 @@
# କାହା ପାଇଁ ବିଜାତୀୟ ଭୂତଗୁଡାକୁ ସେମାନେ ବଳି ଉତ୍ସର୍ଗ କରନ୍ତି ?
# କାହା ପାଇଁ ବିଜାତୀୟ ଭୂତଗୁଡାକୁ ସେମାନେ ବଳି ଉତ୍ସର୍ଗ କରନ୍ତି ?
ସେମାନେ ଏହିସବୁ ବିଷୟଗୁଡିକୁ ଭୂତମାନଙ୍କ ନିମନ୍ତେ ଉତ୍ସର୍ଗ କରନ୍ତି ଏବଂ ଈଶ୍ୱରଙ୍କୁ ନୁହଁ [୧୦:||
# ପାଉଲଙ୍କଠାରୁ କରିନ୍ଥୀୟ ବିଶ୍ୱାସୀମାନଙ୍କୁ ଭୂତମାନଙ୍କ ସହ ସହଭାଗିତା ଇଚ୍ଛା କରନ୍ତି ନାହିଁ, କଣ ସେ ସେମାନଙ୍କୁ କରିପାରିବେ ନାହିଁ କହନ୍ତି ?
ସେମାନେ ଏହିସବୁ ବିଷୟଗୁଡିକୁ ଭୂତମାନଙ୍କ ନିମନ୍ତେ ଉତ୍ସର୍ଗ କରନ୍ତି ଏବଂ ଈଶ୍ୱରଙ୍କୁ ନୁହଁ [୧୦:]|
# ପାଉଲଙ୍କଠାରୁ କରିନ୍ଥୀୟ ବିଶ୍ୱାସୀମାନଙ୍କୁ ଭୂତମାନଙ୍କ ସହ ସହଭାଗିତା ଇଚ୍ଛା କରନ୍ତି ନାହିଁ, କଣ ସେ ସେମାନଙ୍କୁ କରିପାରିବେ ନାହିଁ କହନ୍ତି ?
ପାଉଲ ସେମାନଙ୍କୁ କହନ୍ତି ସେମାନେ ପ୍ରଭୁଙ୍କ ପାନପାତ୍ର ଓ ଭୂତମାନଙ୍କ ପାନପାତ୍ରରେ ପାନ କରିପାର ନାହିଁ ଏବଂ ସେମାନେ ପ୍ରଭୁଙ୍କ ମେଜରେ ଏବଂ ଭୂତମାନଙ୍କ ମେଜରେ ଅଂଶୀ ହୋଇ ପାର ନାହିଁ [୧୦:-୨୧]|
# ଯଦି ପ୍ରଭୁଙ୍କ ବିଶ୍ୱାସୀ ଭାବେ ଭୂତମାନଙ୍କ ସହ ଅଂଶୀ ହେଉ କେଉଁ କ୍ଷତ ଆମେ କରୁ ?
# ଯଦି ପ୍ରଭୁଙ୍କ ବିଶ୍ୱାସୀ ଭାବେ ଭୂତମାନଙ୍କ ସହ ଅଂଶୀ ହେଉ କେଉଁ କ୍ଷତ ଆମେ କରୁ ?
ଆମେ ପ୍ରଭୁଙ୍କୁ ବିରକ୍ତି ଜନ୍ମାଉ [୧୦:]|

View File

@ -1,3 +1,3 @@
# ଆମେ ଆମର ଉତ୍ତମ ବିଷୟ ଖୋଜିବା ଉଚିତ କି?
# ଆମେ ଆମର ଉତ୍ତମ ବିଷୟ ଖୋଜିବା ଉଚିତ କି?
ନା. ପରିବର୍ତ୍ତେ, ପ୍ରତ୍ୟେକେ ପଡୋଶୀଙ୍କ ଉତ୍ତମତା ଖୋଜିବା ଉଚିତ [୧୦:୨୪]|

View File

@ -1,3 +1,3 @@
# ଯଦି ଜଣେ ଅବିଶ୍ୱାସୀ ଖାଦ୍ୟ ଖାଇବା ପାଇଁ ନିମତ୍ରଣ କରେ, ଏବଂ ତୁମେ ଯିବାକୁ ଚାହଁ, ତୁମେ କଣ କରିବା ଉଚିତ ?
# ଯଦି ଜଣେ ଅବିଶ୍ୱାସୀ ଖାଦ୍ୟ ଖାଇବା ପାଇଁ ନିମତ୍ରଣ କରେ, ଏବଂ ତୁମେ ଯିବାକୁ ଚାହଁ, ତୁମେ କଣ କରିବା ଉଚିତ ?
ଯାହା ତୁମ ଆଗରେ ପରିବେଷଣ କରାଯାଇଛି ବିବେକ ସକାଶେ କିଛି ପ୍ରଶ୍ନ ନ ପଚାରି ତୁମେ ଖାଇବା ଉଚିତ [୧୦:୨୭]|

View File

@ -1,3 +1,3 @@
# ଯଦି ତୁମର ଅବିଶ୍ୱାସୀ ଆମନ୍ତ୍ରକ ତୁମକୁ ଖାଦ୍ୟ ଖାଇବାକୁ ଯାଉଥିବା ସମୟରେ କହନ୍ତି ପ୍ରତିମାର ବଳି ଉତ୍ସର୍ଗରୁ ଆସିଛି କାହିଁକି ତୁମେ ଖାଇବା ଉଚିତ ନୁହଁ କି ?
# ଯଦି ତୁମର ଅବିଶ୍ୱାସୀ ଆମନ୍ତ୍ରକ ତୁମକୁ ଖାଦ୍ୟ ଖାଇବାକୁ ଯାଉଥିବା ସମୟରେ କହନ୍ତି ପ୍ରତିମାର ବଳି ଉତ୍ସର୍ଗରୁ ଆସିଛି କାହିଁକି ତୁମେ ଖାଇବା ଉଚିତ ନୁହଁ କି ?
ତାର ବିବେକ ସକାଶେ ତୁମେ ଖାଇବା ଉଚିତ ନୁହଁ ଯିଏ ଏହା ଜଣାଇଲା ଏବଂ ଅନ୍ୟର ବିବେକ ଦ୍ୱାରା ବିଚାରିତ ହୁଏ [୧୦:୨୮-୨୯]|

View File

@ -1,6 +1,7 @@
# ଈଶ୍ୱରଙ୍କ ଗୌରବ ନିମନ୍ତେ ଆମେ କଣ କରିବା ଉଚିତ?
# ଈଶ୍ୱରଙ୍କ ଗୌରବ ନିମନ୍ତେ ଆମେ କଣ କରିବା ଉଚିତ?
ଆମେ ଈଶ୍ୱରଙ୍କ ଗୌରବ ନିମନ୍ତେ କରିବା ଉଚିତ୍ ଭୋଜନ କରୁ କି ପାନ କରୁ ଅବା ଯାହା କିଛି କର [୧୦:୩୧]|
# କାହିଁକି ଆମେ ଯିହୁଦୀ ବା ଗ୍ରୀକ୍ ବା ମଣ୍ଡଳୀକୁ ଦୋଷ ଦେବା ଉଚିତ ନୁହଁ?
# କାହିଁକି ଆମେ ଯିହୁଦୀ ବା ଗ୍ରୀକ୍ ବା ମଣ୍ଡଳୀକୁ ଦୋଷ ଦେବା ଉଚିତ ନୁହଁ?
ଆମେ ସେମାନଙ୍କୁ ଦୋଷ ଦେବା ଉଚିତ ନୁହଁ ଯେପରି ସେମାନେ ଉଦ୍ଧାର ପାଇ ପାରନ୍ତି [୧୦:୩୨-୩୩]|

View File

@ -1,21 +1,27 @@
# କରିନ୍ଥୀୟ ବିଶ୍ୱାସୀମାନଙ୍କୁ ପାଉଲ କାହାକୁ ଅନୁକରଣ କରିବାକୁ କହିଲେ ?
# କରିନ୍ଥୀୟ ବିଶ୍ୱାସୀମାନଙ୍କୁ ପାଉଲ କାହାକୁ ଅନୁକରଣ କରିବାକୁ କହିଲେ ?
ପାଉଲ ସେମାନଙ୍କୁ ପାଉଲଙ୍କୁ ଅନୁକରଣ କରିବାକୁ କହିଲେ | [୧୧:୧]|
# ପାଉଲ କାହାର ଅନୁକରଣ କଲେ ?
# ପାଉଲ କାହାର ଅନୁକରଣ କଲେ ?
ପାଉଲ ଜଣେ ଖ୍ରୀଷ୍ଟଙ୍କ ଅନୁସରଣକାରୀ ଥିଲେ [୧୧୧]|
# କରନ୍ଥୀୟ ବିଶ୍ୱାସୀମାନଙ୍କୁ କେଉଁଥି ପାଇଁ ପାଉଲ ପ୍ରଶଂସା କଲେ ?
ପାଉଲ ସମସ୍ତ ବିଷୟରେ ସ୍ମରଣ ପାଇଁ ପ୍ରଶଂସା କଲେ ଏବଂ ଠିକ୍ ଯେପରି ସେମାନଙ୍କୁ ସେ ବିଧିସବୁ ଧରି ରଖିବାକୁ କହିଲେ କରିନ୍ଥୀୟମାନେ କଲେ [୧୧:]|
# କିଏ ଖ୍ରୀଷ୍ଟଙ୍କ ମସ୍ତକ ଅଟନ୍ତି ?
# କିଏ ଖ୍ରୀଷ୍ଟଙ୍କ ମସ୍ତକ ଅଟନ୍ତି ?
ଈଶ୍ୱର ଖ୍ରୀଷ୍ଟଙ୍କ ମସ୍ତକ ଅଟନ୍ତି [୧୧:୩]|
# କିଏ ମନୁଷ୍ୟର ମସ୍ତକ ଅଟନ୍ତି ?
# କିଏ ମନୁଷ୍ୟର ମସ୍ତକ ଅଟନ୍ତି ?
ଖ୍ରୀଷ୍ଟଙ୍କ ମନୁଷ୍ୟର ମସ୍ତକ ଅଟନ୍ତି [୧୧:୩]|
# କିଏ ସ୍ତ୍ରୀର ମସ୍ତକ ଅଟନ୍ତି?
# କିଏ ସ୍ତ୍ରୀର ମସ୍ତକ ଅଟନ୍ତି?
ଗୋଟିଏ ମନୁଷ୍ୟ ଗୋଟିଏ ସ୍ତ୍ରୀର ମସ୍ତକ ଅଟନ୍ତି [୧୧:୩]|
# କଣ ହୁଏ ଯେତେବେଳେ ଜଣେ ମନୁଷ୍ୟ ତାର ମୁଣ୍ଡରେ ଆଛାଦନ କରି ପ୍ରାର୍ଥନା କରେ ?
# କଣ ହୁଏ ଯେତେବେଳେ ଜଣେ ମନୁଷ୍ୟ ତାର ମୁଣ୍ଡରେ ଆଛାଦନ କରି ପ୍ରାର୍ଥନା କରେ ?
ସେ ତାର ମସ୍ତକର ଅପମାନ କରେ ଯଦି ସେ ତାର ମୁଣ୍ଡରେ ଆଛାଦନ କରି ପ୍ରାର୍ଥନା କରେ [୧୧:୪]|

View File

@ -1,3 +1,3 @@
# ଯେତେବେଳେ ଜଣେ ସ୍ତ୍ରୀ ତାର ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରନ୍ତି କଣ ଘଟେ ?
# ଯେତେବେଳେ ଜଣେ ସ୍ତ୍ରୀ ତାର ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରନ୍ତି କଣ ଘଟେ ?
କୌଣସି ସ୍ତ୍ରୀ ତାର ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ ତାର ମସ୍ତକର ଅପମାନ କରେ [୧୧:୫]|

Some files were not shown because too many files have changed in this diff Show More