or_tn/MAT/23/34.md

7 lines
712 B
Markdown

ସେମାନଙ୍କର କପଟୀ ହେତୁ ଯୀଶୁ ଧାର୍ମିକ ନେତାମାନଙ୍କ ବିପକ୍ଷରେ କହିବାକୁ ଆରମ୍ବ କରନ୍ତି ।
# ହେବଲଙ୍କ...ଠାରୁ...ଜିଖରିୟ...ପର୍ଯ୍ୟନ୍ତ
ହେବଲ ହତ୍ୟାର ପ୍ରଥମ ଶିକାରୀ ଥିଲେ, ଏବଂ ହୁଏତ ଜିଖରିୟ ଯିହୁଦୀମାନଙ୍କ ଦ୍ଵାରା ମନ୍ଦିରରେ ହତ୍ୟା ହୋଇଥିବାର ଶେଷ ବ୍ୟକ୍ତି ହୋଇପାରେ ।
# ଜିଖରିୟ
ବାପ୍ତିଜିତ ଯୋହନଙ୍କ ପିତା ନୁହନ୍ତି