900 B
900 B
ତାହାଙ୍କର ଆବଶ୍ୟକ ନୁହେଁ
ଏଠାରେ: “ଖ୍ରୀଷ୍ଟଙ୍କର ଆବଶ୍ୟକ ନୁହେଁ”
ବ୍ୟବସ୍ଥା ନିଯୁକ୍ତ କରେ
“ବ୍ୟବସ୍ଥାରେ ଈଶ୍ୱର ନିଯୁକ୍ତ କଲେ”
ଶପଥବାକ୍ୟ, ଯାହା ବ୍ୟବସ୍ଥା ପରେ ଆସିଥିଲା, ପୁତ୍ରଙ୍କୁ ନିଯୁକ୍ତ କଲା
“ଈଶ୍ଵର ବ୍ୟବସ୍ଥା ଦେଲା ପରେ, ସେ ଶପଥ କଲେ ଓ ଆପଣା ପୁତ୍ରଙ୍କୁ ନିଯୁକ୍ତ କଲେ”
ଯିଏ ସିଦ୍ଧ କରାଯାଇଅଛନ୍ତି
“ଯିଏ ସମ୍ପୂର୍ଣ୍ଣଭାବେ ଈଶ୍ୱରଙ୍କ ଆଜ୍ଞା ପାଳନ କରିଅଛନ୍ତି ଓ ସିଦ୍ଧ ହୋଇଅଛନ୍ତି”