ଏହି ଶ୍ରେଷ୍ଠତର ଭରସା ବିନା ଶପଥରେ ହେଲା ନାହିଁ
“କେହିଜଣେ ଶପଥ କଲେ ଯଦ୍ଵାରା ଆମ୍ଭେମାନେ ଭରସା କରିବା ନିମନ୍ତେ କିଛି ଶ୍ରେଷ୍ଠତର ବିଷୟ ପାଇପାରୁ ” କିମ୍ବା “…ଯେପରି ଖ୍ରୀଷ୍ଟ ଯାଜକ ନିଯୁକ୍ତ ହୋଇ ପାରନ୍ତି” (ଦେଖନ୍ତୁ: ୟୁଡିବୀ ଓ ଯୁଗ୍ମ ନାକାରାତ୍ମକ)
ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ
“ତୁମ୍ଭେ ଯାଜକ ଅଟ ଓ ସର୍ବଦା ରହିବ” (ଦେଖନ୍ତୁ ୟୁଡିବୀ)|