2.0 KiB
2.0 KiB
(ପାଉଲ କହିଆସୁଅଛନ୍ତି|)
ସେମାନେ
ବହୁଗୁଣିତ “ସେମାନେ” ଯିହୁଦୀ ନେତାମାନଙ୍କୁ ଦର୍ଶାଏ
ତାହାଙ୍କୁ
ବହୁଗୁଣିତ “ତାହାଙ୍କୁ” ଯୀଶୁଙ୍କୁ ଦର୍ଶାଏ
ସେମାନେ ପ୍ରାଣଦଣ୍ଡର କୌଣସି କାରଣ ନ ପାଇଲେ ସୁଦ୍ଧା
ଯିହୁଦୀ ନେତାମାନେ କୌଣସି କାରଣ ବିନା କେବଳ ଯୀଶୁଙ୍କୁ ବଧ କରିବାକୁ ଇଛା କରୁଥିଲେ| ଏହା ଏହିପରି ଅନୁବାଦ କରାଯାଇପାରେ ଯେପରି, “ଯୀଶୁଙ୍କ ପ୍ରାଣଦଣ୍ଡ ନିମନ୍ତେ ଯିହୁଦୀ ନେତାମାନେ କୌଣସି କାରଣ ପାଇଲେ ନାହିଁ|”
ସେମାନେ ପିଲାତଙ୍କୁ ନିବେଦନ କଲେ
ଏହି ଶବ୍ଦ “ନିବେଦନ କଲେ” ଦାବି କରିବାକୁ ଏଠାରେ ଏହା ଏକ ଦୃଢ଼ ଶବ୍ଦ ଅର୍ଥ ଅଟେ|
ଯେତେବେଳେ ତାହାଙ୍କ ବିଷୟରେ ଯାହାସବୁ ଲେଖାଅଛି, ସେସମସ୍ତ ସେମାନେ ପୂର୍ଣ୍ଣ କଲା ଉତ୍ତାରେ
“ଯେତେବେଳେ ଯୀଶୁଙ୍କ ବିଷୟରେ ଯାହାସବୁ ଭାବବାଦୀମାନଙ୍କ ପୁସ୍ତକରେ ଯୀଶୁଙ୍କ ମୃତ୍ୟୁ ବିଷୟରେ ମଧ୍ୟ ଲେଖାଅଛି, ସେସମସ୍ତ ଯିହୁଦୀ ନେତାମାନେ ପୂର୍ଣ୍ଣ କଲା ଉତ୍ତାରେ”
ସେମାନେ ତାହାଙ୍କୁ କୃଶରୁ ଓହ୍ଲାଇ ଆଣି
“ନେତାମାନଙ୍କ ମଧ୍ୟରୁ କେତେକ ଯୀଶୁଙ୍କ ମୃତ୍ୟୁ ଉତ୍ତାରେ ଯୀଶୁଙ୍କୁ କୃଶରୁ ଓହ୍ଲାଇ ଆଣିଲେ”