or_tn/ACT/13/07.md

779 B

କଅଣ ଘଟିଅଛି

ଯେ ତାହାର ସ୍ୱାମୀଙ୍କ ମୃତ୍ୟୁ ହୋଇଅଛି

ମୋତେ କୁହ

ପିତର ତାହାକୁ ଆଦେଶ ଦେଉଅଛନ୍ତି ଆପଣା ପ୍ରଶ୍ନ ର ଉତ୍ତର ହଁ ବା ନା' ରେ ଦେବା ନିମନ୍ତେ|

କ'ଣ ଏତିକି ଟଙ୍କାରେ ଭୂମି ବିକ୍ରୟ କଲ

ଏହି କାହାଣୀ ପ୍ରକୃତ ପରିମାଣର ଟଙ୍କା ନୁହେଁ କିନ୍ତୁ ହନନିୟଙ୍କ ଠକାମୀ ବିଷୟରେ ଥିଲା| ଲୂକ ପ୍ରକୃତ ପରିମାଣର ଟଙ୍କାକୁ ବ୍ୟକ୍ତ କରିବାକୁ ଇଛା କଲେ ନାହିଁ|