# ସେମାନେ ପ୍ରାର୍ଥନା କଲେ “ପରେ ବିଶ୍ୱାସୀମାନେ ପ୍ରାର୍ଥନା କଲେ” # ହେ ସର୍ବଅନ୍ତର୍ଯ୍ୟାମୀ ପ୍ରଭୁ, “ପ୍ରଭୁ, ତୁମ୍ଭେ ପ୍ରତ୍ୟେକଙ୍କ ଅନ୍ତରର ଅଭିପ୍ରାୟ ଓ ବିଚାର ଜାଣ|” # ଏହି ଯେଉଁ ସେବା ଓ ପ୍ରେରିତପଦ ଗ୍ରହଣ କରିବା ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରୁ ତୁମ୍ଭେ କାହାକୁ ମନୋନୀତ କରିଅଛ, ତାହା ପ୍ରକାଶ କର “ଫଳରେ, ଈଶ୍ୱର, ପ୍ରେରିତମାନଙ୍କ ମଧ୍ୟରେ ଥିବା ଖାଲି ସ୍ଥାନ ପୂରଣ କରିବା ନିମନ୍ତେ ଏହି ଦୁଇ ଜଣଙ୍କ ମଧ୍ୟରୁ ତୁମ୍ଭେ କାହାକୁ ମନୋନୀତ କରିଅଛ, ତାହା ଦେଖାଇଦିଅ|” # ଯିହୂଦା ସ୍ୱସ୍ଥାନକୁ ଯିବା ନିମନ୍ତେ ଯେଉଁଠାରୁ ପତିତ ହୋଇଅଛି ଏହି ଭୂମିକା, ଯାହା ଶୂନ୍ୟ ଥିଲା କାରଣ ଯୀଶୁଙ୍କୁ ଯିହୁଦା ବିଶ୍ୱାସଘାତ କଲା, ପରିତ୍ୟାଗ କଲା, ଓ ମୃତ୍ୟୁଭୋଗ କଲା| # ସେମାନେ ସେହି ଦୁଇ ଜଣଙ୍କ ନିମନ୍ତେ ଗୁଲିବାଣ୍ଟ କଲେ ସେମାନେ ଯୋଷେଫ ଓ ମଥିୟଙ୍କ ମଧ୍ୟରେ ନିର୍ଣ୍ଣୟ କରିବା ନିମନ୍ତେ ଗୁଲି ବ୍ୟବହାର କଲେ| # ମଥିୟଙ୍କ ନାମରେ ଗୁଲି ଉଠିଲା ଏହି ଗୁଲି ସୂଚ଼ତ କଲା ଯେ ମଥିୟ ମନୋନୀତ ହୋଇଅଛନ୍ତି| # ସେ ଏକାଦଶ ପ୍ରେରିତଙ୍କ ସହିତ ଗଣିତ ହେଲେ “ଶିଷ୍ୟମାନେ ତାହାଙ୍କୁ ପ୍ରେରିତମାନଙ୍କ ମଧ୍ୟରୁ ଜଣେ ବୋଲି ବିଚାର କଲେ ”