ସେମାନଙ୍କର କପଟୀ ହେତୁ ଯୀଶୁ ଧାର୍ମିକ ନେତାମାନଙ୍କ ବିପକ୍ଷରେ କହିବାକୁ ଆରମ୍ବ କରନ୍ତି । # ହେବଲଙ୍କ...ଠାରୁ...ଜିଖରିୟ...ପର୍ଯ୍ୟନ୍ତ ହେବଲ ହତ୍ୟାର ପ୍ରଥମ ଶିକାରୀ ଥିଲେ, ଏବଂ ହୁଏତ ଜିଖରିୟ ଯିହୁଦୀମାନଙ୍କ ଦ୍ଵାରା ମନ୍ଦିରରେ ହତ୍ୟା ହୋଇଥିବାର ଶେଷ ବ୍ୟକ୍ତି ହୋଇପାରେ । # ଜିଖରିୟ ବାପ୍ତିଜିତ ଯୋହନଙ୍କ ପିତା ନୁହନ୍ତି