ଯୀଶୁ ଦୃଷ୍ଟାନ୍ତକୁ ସ୍ପଷ୍ଟ କରିବାକୁ ଭାବବାଦୀମାନଙ୍କୁ ବ୍ୟବହାର କରନ୍ତି । # ଯୀଶୁ ସେମାନଙ୍କୁ କହିଲେ "ଯୀଶୁ ଲୋକମାନଙ୍କୁ କହିଲେ" (୨୧:୪୧) # ପ୍ରସ୍ତର ଯାହାକୁ ନିର୍ମାଣକାରୀମାନେ ଅଗ୍ରାହ୍ୟ କଲେ ତାହା କୋଣର ପ୍ରଧାନ ପ୍ରସ୍ତର ହୋଇଅଛି । ଏକାନ୍ତରୀକ ଅନୁବାଦ: "ପ୍ରସ୍ତର ଯାହା ନିର୍ମାଣକାରୀମାନଙ୍କ ଦ୍ଵାରା ଅଗ୍ରାହ୍ୟ ହୋଇଥିଲା ତାହା ବହୁତ ମହତ୍ବପୁର୍ଣ୍ଣ ପ୍ରସ୍ତର ହେଲା ।" ଅଧିକାରୀଗଣ ଯୀଶୁଙ୍କୁ ଅଗ୍ରାହ୍ୟ କରିବେ, କିନ୍ତୁ ଈଶ୍ଵର ତାହାଙ୍କ ରାଜ୍ୟର ମସ୍ତକ ତାହାଙ୍କୁ କରିବେ। (ଦେଖନ୍ତୁ: ତୁଳନା/ଉପମା/ରୁପକ) # ଏହା ପ୍ରଭୁଙ୍କଠାରୁ ଥିଲା "ପ୍ରଭୁ ଏହି ମହାନ ପରିବର୍ତ୍ତନ କରିଅଛନ୍ତି"