or_tn/MAT/13/18.md

13 lines
2.6 KiB
Markdown
Raw Normal View History

2018-01-11 01:51:28 +00:00
ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ ଏଠାରେ ସେ ଉପମାକୁ ବର୍ଣ୍ଣନା କରୁଛନ୍ତି ଯାହା ସେ ୧୩:୮ ରେ କହିଥିଲେ
#. ମନ୍ଦଜଣେ ଆସେ ଏବଂ ତାହାର ହୃଦୟରେ ଯାହା ବୁଣାଯାଇଥିଲା ତାହା ହରଣ କରିନିଏ
"ସେ ଶୁଣିଥିବା ଈଶ୍ଵରଙ୍କ ବାକ୍ୟକୁ ଭୁଲିଜିବା ପାଇଁ ଶୟତାନ କାର୍ଯ୍ୟ କରିଥାଏ"
#. #. ହରଣ କରିନିଏ
ଏକ ଶବ୍ଦକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ଯାହାର ଅର୍ଥ ଜଣକଠାରୁ ଝାମ୍ପିନେବା ଯିଏ ପ୍ରକୃତରେ ତାହାର ପ୍ରକୃତ ମାଲିକ ଅଟନ୍ତି
#. ଯାହା ତାହାର ହୃଦୟରେ ବୁଣାଯାଇଥିଲା
ଏହା କର୍ତୃବାଚ୍ୟ ସହିତ ଅନୁବାଦ କରାଯାଇପାରେ: “ଈଶ୍ଵରଙ୍କ ବାକ୍ୟ ତାହାର ହୃଦୟରେ ବୁଣାଯାଇଥିଲା” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
#. ତାହାର ହୃଦୟରେ
ଶ୍ରୋତାର ହୃଦୟରେ
#. ଏହା ସେ ଅଟନ୍ତି ଯିଏ ରାସ୍ତା କଡରେ ବୁଣିଥିଲା
ଯଦି ପ୍ରକୃତ ଅନୁବାଦ କୌଣସସୀ ଅର୍ଥକୁ ବୁଝାଏ ନାହିଁ, ଏହାକୁ ଅନୁବାଦ କରିବାକୁ ଚେଷ୍ଟା କର ଯେପରି ପାଠକ ବୁଝିପାରିବ ଯେ ଯୀଶୁ ବୁଣାଳି ଅଟନ୍ତି, ବାକ୍ୟ ବିହନ ଅଟେ, ଏବଂ ଶ୍ରୋତା ରାସ୍ତା କଡରେ ଥିବା ମୃତ୍ତିକା ଅଟେ, ସମ୍ଭବତଃ ଅନୁବାଦ: “ଏହା ଏପରି ଅଟେ ଯାହା ରାସ୍ତା କଡରେ ବୁଣାଯାଇଥିଲା” (ଦେଖନ୍ତୁ: ବାକ୍ୟାଂଶ ଏବଂ ଶବ୍ଦଲୋପ)
#. ରାସ୍ତା କଡରେ
“ରାସ୍ତା” କିମ୍ବା “ପଥ” (ଏହାକୁ ଅନୁବାଦ କର ଯେପରି ଆପଣ ୧୩:୪ ରେ କରିଥିଲ