or_tn/MAT/21/42.md

10 lines
1.3 KiB
Markdown
Raw Permalink Normal View History

2018-01-11 01:51:28 +00:00
ଯୀଶୁ ଦୃଷ୍ଟାନ୍ତକୁ ସ୍ପଷ୍ଟ କରିବାକୁ ଭାବବାଦୀମାନଙ୍କୁ ବ୍ୟବହାର କରନ୍ତି ।
# ଯୀଶୁ ସେମାନଙ୍କୁ କହିଲେ
"ଯୀଶୁ ଲୋକମାନଙ୍କୁ କହିଲେ" (୨୧:୪୧)
# ପ୍ରସ୍ତର ଯାହାକୁ ନିର୍ମାଣକାରୀମାନେ ଅଗ୍ରାହ୍ୟ କଲେ ତାହା କୋଣର ପ୍ରଧାନ ପ୍ରସ୍ତର ହୋଇଅଛି ।
ଏକାନ୍ତରୀକ ଅନୁବାଦ: "ପ୍ରସ୍ତର ଯାହା ନିର୍ମାଣକାରୀମାନଙ୍କ ଦ୍ଵାରା ଅଗ୍ରାହ୍ୟ ହୋଇଥିଲା ତାହା ବହୁତ ମହତ୍ବପୁର୍ଣ୍ଣ ପ୍ରସ୍ତର ହେଲା ।" ଅଧିକାରୀଗଣ ଯୀଶୁଙ୍କୁ ଅଗ୍ରାହ୍ୟ କରିବେ, କିନ୍ତୁ ଈଶ୍ଵର ତାହାଙ୍କ ରାଜ୍ୟର ମସ୍ତକ ତାହାଙ୍କୁ କରିବେ। (ଦେଖନ୍ତୁ: ତୁଳନା/ଉପମା/ରୁପକ)
# ଏହା ପ୍ରଭୁଙ୍କଠାରୁ ଥିଲା
"ପ୍ରଭୁ ଏହି ମହାନ ପରିବର୍ତ୍ତନ କରିଅଛନ୍ତି"