or_tn/MAT/13/07.md

13 lines
1.7 KiB
Markdown
Raw Permalink Normal View History

2018-01-11 01:51:28 +00:00
ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ
#. କେତେକ କଣ୍ଟାଗଛଗୁଡିକ ମଧ୍ୟରେ ପଡିଲା
"ସେଠାରେ ପଡିଲା ଯେଉଁଠାରେ କଣ୍ଟାଗଛଗୁଡିକ ମଧ୍ୟ ବଢିଥାଏ"
#. ସେଗୁଡିକୁ ଚାପିପକାଇଲା
"ନୁଆଁ ଉଦ୍ଭିଦଗୁଡିକୁ ଚାପିପକାଇଲା" ଅନାବନା ଗଛ ଅନ୍ୟ ଗଛଗୁଡିକୁ ବଢିବାରେ ନିବାରଣ କରିଥାଏ, ଏପରି ଏକ ସାଧାରଣ ଶବ୍ଦ ବ୍ୟବହାର କର
#. ଫଳ ଫଳିଲା
"ଶସ୍ୟ ଫଳିଲା" କିମ୍ବା "ଅଧିକ ଫଳ ଫଳିଲା" କିମ୍ବା "ଫଳ ଦେଲା"
#. ଯାହାର କାନ ଅଛି, ସେ ଶୁଣୁ
କେତେକ ଭାଷାରେ ଦ୍ଵିତୀୟ ବ୍ୟକ୍ତିକୁ ବ୍ୟବହାର କରିବୟ ପାଇଁ ଏହା ଅଧିକ ସ୍ଵାଭାବିକ ହେବ: "ତୁମ୍ଭେମାନେ ଯାହାର କାନ ଅଛି, ଶୁଣ" (ଦେଖନ୍ତୁ:ପ୍ରଥମ, ଦ୍ଵିତୀୟ କିମ୍ବା ତୃତୀୟ ବ୍ୟକ୍ତି)
#. ସେ ଯାହାର କାନ ଅଛି
“ଯାହାର କାନ ଅଛି” କିମ୍ବା “ଯେକେହି ମୋହର ଶୁଣେ”
#. ସେ ଶୁଣୁ
“ସେ ଭଲ ଭାବରେ ଶୁଣୁ” କିମ୍ବା “ସେ ଧ୍ୟାନ ଦେଉ ଯାହା ମୁଁ କହୁଅଛି”