or_tn/ACT/13/46.md

17 lines
2.5 KiB
Markdown
Raw Permalink Normal View History

2018-01-11 01:51:28 +00:00
# ପ୍ରଥମେ ଆପଣମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ କୁହାଯିବା ଆବଶ୍ୟକ ଥିଲା
“ଈଶ୍ୱରଙ୍କ ବାକ୍ୟ ପ୍ରଥମେ ଆପଣମାନଙ୍କ ନିକଟରେ ଆମ୍ଭେମାନେ କହୁ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ପ୍ରଥମେ ଆପଣମାନଙ୍କ ନିକଟରେ କୁହାଯିବା ଆବଶ୍ୟକ ଥିଲା
“ପ୍ରଥମେ ଯିହୁଦୀ ଯେ ଆପଣମାନେ ଆପଣମାନଙ୍କ ନିକଟରେ କୁହାଯିବା ଆବଶ୍ୟକ ଥିଲା”
# ଆପଣମାନେ ଏହା ଆପଣାମାନଙ୍କ ଠାରୁ ଦୁର କରିବା ଦେଖି
“ଯିହୁଦୀ ଯେ ଆପଣମାନେ ଏହାକୁ ଅଗ୍ରାହ୍ୟ କରୁଥିବା ଦେଖି”
# ଆପଣା ଆପଣାକୁ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ବିଚାର କରୁଥିବାରୁ
ଯିହୁଦୀ ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନନ୍ତ ଜୀବନ ପାଇବାର, ପାଉଲଙ୍କ ଏହି ପ୍ରଚାରକୁ ଅଗ୍ରାହ୍ୟ କଲେ|
# ଆମ୍ଭେମାନେ ଫେରିଲୁ
“ଆମ୍ଭେମାନେ” ପାଉଲ ଓ ବର୍ଣ୍ଣବ୍‌ବାଙ୍କୁ ଦର୍ଶାଏ ଏବଂ ଉପସ୍ଥିତ ଥିବା ଲୋକମାନଙ୍କୁ ନୁହେଁ| (ଦେଖନ୍ତୁ: ବହିର୍ଭୁକ୍ତ)
# ଆମ୍ଭେ ବିଜାତିମାନଙ୍କର ଆଲୋକ ସ୍ୱରୂପ ତୁମ୍ଭକୁ ସ୍ଥାପନ କରିଅଛୁ
ଏହି ଉଲ୍ଲେଖ ପୁରାତନ ନିୟମ ଠାରୁ ନିଆଯାଇଛି ଯେଉଁଠାରେ “ଆମ୍ଭେ” ଈଶ୍ୱର ଅଟନ୍ତି ଓ “ତୁମ୍ଭେ” ବାସ୍ତବରେ ମସୀହା ଯୀଶୁ ଖ୍ରୀଷ୍ଟଙ୍କୁ ଦର୍ଶାଏ| ପାଉଲ ବର୍ଣ୍ଣନା କରନ୍ତି କିପରି ଏହି ଉଲ୍ଲେଖ ଆପଣାକୁ ଓ ବର୍ଣ୍ଣବ୍‌ବାଙ୍କ ନିମନ୍ତେ ମଧ୍ୟ ପ୍ରୟୋଗ କଲେ, ଯେରୂପେ ସେମାନେ ବିଜାତିୟମାନଙ୍କୁ ସୁଦ୍ଧା ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିଥିଲେ|