16 lines
1.4 KiB
Markdown
16 lines
1.4 KiB
Markdown
|
# (ପାଉଲ କହିଆସୁଅଛନ୍ତି|)
|
||
|
|
||
|
# ତାଙ୍କ ବଂଶରୁ
|
||
|
“ଦାଉଦଙ୍କ ବଂଶରୁ”
|
||
|
|
||
|
# ଯେପରି ସେ ପ୍ରତିଜ୍ଞା କରିଥିଲେ କରିବାକୁ
|
||
|
“ଯେପରି ଈଶ୍ୱର ପ୍ରତିଜ୍ଞା କରିଥିଲେ ସେ କରିବାକୁ”
|
||
|
|
||
|
# ମନପରିବର୍ତ୍ତନର ବାପ୍ତିସ୍ମ
|
||
|
“ବାପ୍ତିସ୍ମ ଯାହା ମନପରିବର୍ତ୍ତନକୁ ସୂଚ଼ାଏ”
|
||
|
|
||
|
# ମୁଁ ଯେ ବୋଲି ତୁମ୍ଭେମାନେ ମନେ କରୁଅଛ?
|
||
|
ବାପ୍ତିଜକ ଯୋହନ ଏହି ପ୍ରଶ୍ନ ପଚାରୁଛନ୍ତି ଯେତେବେଳେ ସେ ଲୋକମାନଙ୍କୁ ଶିକ୍ଷା ଦେଉଅଛନ୍ତି ଯେ, ସେ କିଏ ବୋଲି ସେମାନେ ଚିନ୍ତା କରି ପାଆନ୍ତୁ| ଏହା ଏହିପରି ଅନୁବାଦ କରାଯାଇପାରେ ଯେପରି, “ଚିନ୍ତା କରନ୍ତୁ ଯେ, ମୁଁ କିଏ|” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)|
|
||
|
|
||
|
# ଯାହାଙ୍କ ପାଦର ପାଦୁକା ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ
|
||
|
“ତାହାଙ୍କ ପାଦର ପାଦୁକା ମଧ୍ୟ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ”
|