or_tn/ACT/01/04.md

21 lines
2.3 KiB
Markdown
Raw Permalink Normal View History

2018-01-11 01:51:28 +00:00
# ଯେତେବେଳେ ସେ…
“ସେ” ଯୀଶୁଙ୍କୁ ଦର୍ଶାଏ|
# ସେମାନଙ୍କ ସହିତ…
“ସେମାନଙ୍କ” ୧୧ ଜଣ ଶିଷ୍ୟଙ୍କୁ ଦର୍ଶାଏ|
# ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, ଯିରୂଶାଲମରୁ ପ୍ରସ୍ଥାନ କର ନାହିଁ
“ସେ ସେମାନଙ୍କୁ ଯିରୂଶାଲମରେ ରହିବା ନିମନ୍ତେ ଆଦେଶ ଦେଲେ”|ଏହା ଏହିପରି ମଧ୍ୟ ୟୁଡିବିରେ ଥିବା ସଦୃଶ ସିଧାସଳଖ ଉଦ୍ଧାର କରି ଅନୁବାଦ କରାଯାଇପାରେ| (ଦେଖନ୍ତୁ: କଥନ ଉଦ୍ଧୃତ)
# ପିତାଙ୍କର ଯେଉଁ ପ୍ରତିଜ୍ଞା
ଏହା ପବିତ୍ରଆତ୍ମାଙ୍କ ସମ୍ବନ୍ଧରେ ଉଲ୍ଲେଖ ଅଟେ|
# ଜଳରେ ବାପ୍ତିଜିତ…ପବିତ୍ରଆତ୍ମାରେ ବାପ୍ତିଜିତ
ଯୀଶୁ ଯୋହନଙ୍କ ଦ୍ୱାରା ଜଳରେ ବାପ୍ତିସ୍ମ ଦେବାର ବିପରୀତରେ କହିଲେ ଈଶ୍ୱରଙ୍କ ଦ୍ୱାରା ପବିତ୍ରଆତ୍ମାଙ୍କ ବାପ୍ତିସ୍ମ ଦିଆଯାଏ|
# ଯୋହନ ଜଳରେ ବାପ୍ତିସ୍ମ ଦେଲେ
“ବାପ୍ତିସ୍ମ,” ସହିତ ଭାଷାଗୁଡ଼ିକ ନିମନ୍ତେ ଭୌତିକ ପଦାର୍ଥର ଆବଶ୍ୟକ| ଏହା ଏହିପରି ଅନୁବାଦ କରାଯାଇପାରେ “ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଲେ” କିମ୍ବା “ଯୋହନ ସେମାନଙ୍କୁ ଜଳରେ ବାପ୍ତିସ୍ମ ଦେଲେ|”
(ଦେଖନ୍ତୁ: କ୍ରିୟା ବାଚକ)
# ତୁମ୍ଭେମାନେ ବାପ୍ତିଜିତ ହେବ
ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ: “ଈଶ୍ୱର ତୁମ୍ଭମାନଙ୍କୁ ବାପ୍ତିସ୍ମ ଦେବେ|” (ଦେଖନ୍ତୁ: ସକର୍ମକ ବା ଅସକର୍ମକ)