903 B
903 B
looked like frogs
ବେଙ୍ଗ ଏକ ଛୋଟ ଜୀବ ଅଟେ, ଯାହା ଜଳ ନିକଟରେ ବାସ କରେ I ଯିହୂଦୀମାନେ ଏହାକୁ ଅଶୁଚି ବୋଲି ମାନୁଥିଲେ I
dragon
ଏହା ଏକ ଝିଟିପିଟି ସଦୃଶ ଏକ ପ୍ରକାଣ୍ଡ, ଭୟଙ୍କର ସରୀସୃପ ଥିଲା I ଯିହୂଦୀ ଲୋକମାନଙ୍କ ନିମନ୍ତେ ଏହା ମନ୍ଦତା ଓ ଅରାଜକତାର ନିଦର୍ଶନ ଥିଲା I ୯ ପଦରେ ସର୍ପକୁ “ଦିଆବଳ ବା ଶୟତାନ” ସଦୃଶ କୁହାଯାଇଛି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧୨:୩ରେ ଅନୁବାଦ କରିଅଛ I (ଦେଖ:rc://*/ta/man/translate/figs-activepassive)