963 B
963 B
General Information:
ଯୋହନ ୧୪୪,୦୦୦ ଜଣ ଈଶ୍ବରଙ୍କ ସେବକମାନଙ୍କ ଏକ ଦର୍ଶନକୁ ବର୍ଣ୍ଣନା କରିବା ଆରମ୍ଭ କରୁଛନ୍ତି ଯେଉଁମାନେ ମୁଦ୍ରାଙ୍କିତ ହୋଇଥିଲେ I ମେଷଶାବକ ଷଷ୍ଠମୁଦ୍ରା ଭାଙ୍ଗିଲା ପରେ ଓ ସପ୍ତମ ମୁଦ୍ରା ଭାଙ୍ଗିବା ପୂର୍ବରୁ ସେମାନଙ୍କର ମୁଦ୍ରାଙ୍କନ ହୋଇଅଛି I
the four corners of the earth
ପୃଥିବୀ ବିଷୟରେ କୁହା ଯାଇଛି ଯେପରି ଏକ କାଗଜ ଫର୍ଦ୍ଦ ସଦୃଶ ସମତଳ ଓ ଚାରିକୋଣ ବିଶିଷ୍ଟ ଅଟେ I “ଚାରିକୋଣ” ବାକ୍ୟାଂଶ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମକୁ ବୁଝାଏ I