1.8 KiB
1.8 KiB
Look
ଶୁଣ କିମ୍ବା “ମୁଁ ତୁମ୍ଭକୁ ଯାହା କରିବାକୁ ଉଦ୍ୟତ ତହିଁ ପ୍ରତି ଧ୍ୟାନ ଦିଅ”
The Lion of the tribe of Judah
ଏହା ଯିହୂଦା ବଂଶଜାତ ସେହି ମନୁଷ୍ୟର ଏକ ଶୀର୍ଷକ ଅଟେ ଯାହା ଈଶ୍ବର ଜଣେ ମହାନ୍ ରାଜା ହେବା ନିମନ୍ତେ ପ୍ରତିଜ୍ଞା କରିଥିଲେ I ଅନ୍ୟଏକ ଅନୁବାଦରେ: “ଏକମାତ୍ର ଯେ ଯିହୂଦା ବଂଶଜାତ ସିଂହ କୁହାଗଲେ” କିମ୍ବା “ଜଣେ ରାଜା ଯେ ଯିହୂଦା ବଂଶଜାତ ସିଂହ କୁହାଗଲେ”
The Lion
ରାଜାଙ୍କ ବିଷୟରେ କୁହାଯାଏ ଯେପରି ସେ ଏକ ସିଂହ ଥିଲେ, କାରଣ ସିଂହ ଅତି ବଳବାନ୍ ଅଟେ I(ଦେଖ: rc://*/ta/man/translate/figs-metaphor)
the Root of David
ଏହା ଦାଉଦଙ୍କ ସନ୍ତାନଗଣ ନିମନ୍ତେ ଏକ ଶୀର୍ଷକ ଅଟେ ଯାହାଙ୍କୁ ଈଶ୍ବର ମହାନ୍ ରାଜା ହେବା ନିମନ୍ତେ ପ୍ରତିଜ୍ଞା କରିଥିଲେ I ଅନ୍ୟଏକ ଅନୁବାଦରେ: “ଦାଉଦଙ୍କ ମୂଳ କୁହାଯାଉଥିବା ଜଣେ ବ୍ୟକ୍ତି”
the Root of David
ସନ୍ତାନଗଣ ବିଷୟରେ କୁହାଯାଏ ଯେପରି ଦାଉଦଙ୍କ ପରିବାରର ବୃକ୍ଷ ଓ ସେ ସେହି ବୃକ୍ଷର ମୂଳ ଥିଲେ I ଅନ୍ୟଏକ ଅନୁବାଦରେ: “ଦାଉଦଙ୍କ ସନ୍ତାନଗଣ” (ଦେଖ: rc://*/ta/man/translate/figs-metaphor)