2.1 KiB
Joseph of Arimathea came there. He was a respected
“ସେଠାକୁ ଆସି” ବାକ୍ୟାଂଶ ଯୋଶେଫ ପିଲାତଙ୍କ ନିକଟକୁ ଆସି, ଯାହା ପ୍ରାଥମିକ ସୁଚନା ଦିଆଯିବା ପରେ ବର୍ଣନା କରାଯାଇଛି, ମାତ୍ର ତାହାଙ୍କ ନିକଟକୁ ଭୟରେ ଓ ସାହାଯ୍ୟ କରିବା ଉଦେଶ୍ବରେ କାହାଣୀରେ ତାହାଙ୍କୁ ପରିଚୟ କରୁଛି I ତୁମ ଭାଷାରେ ହୁଏତ ଭିନ୍ନ ଭାବରେ ଏହା କରିପାର I ଅନ୍ୟଏକ ଅନୁବାଦରେ: ହାରାମାଥିୟର ଯୋଶେଫ ଜଣେ ସମ୍ମାନିତ ବ୍ୟକ୍ତି ଥିଲେ” (ଦେଖ: rc://*/ta/man/translate/writing-participants)
Joseph of Arimathea
ଯୋସେଫ ହାରାମାଥିୟରୁ ଆସିଛନ୍ତି I ଯୋଶେଫ ଜଣେ ବ୍ୟକ୍ତିର ନାମ ଥିଲା ଓ ସେ ହାରାମାଥିୟ ନାମକ ସ୍ଥାନରୁ ଆସିଥିଲେ I (ଦେଖ: rc://*/ta/man/translate/translate-names)
He was a respected member of the council ... for the kingdom of God
ଏହା ଯୋଶେଫଙ୍କ ବିଷୟରେ ପ୍ରାଥମିକ ପରିଚୟ ଅଟେ I (ଦେଖ: rc://*/ta/man/translate/writing-background)
went in to Pilate
ପିଲାତ ନିକଟକୁ ଗଲେ କିମ୍ବା “ଯେଉଁଠାରେ ପିଲାତ ଥିଲେ ସେଠାକୁ ଗଲେ”
asked for the body of Jesus
ଏହାକୁ ସ୍ପଷ୍ଟଭାବରେ କୁହାଯାଇ ପାରିବ ଯେ ସେ ଶରୀର ଚାହୁଁଥିଲେ ଯେପରି ସେ ସମାଧି ଦେଇ ପାରିବେ I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କ ମର ଶରୀରକୁ ସମାଧି ଦେବା ନିମନ୍ତେ ଅନୁମତି ମାଗିଲେ” (ଦେଖ: rc://*/ta/man/translate/figs-explicit)