1.2 KiB
1.2 KiB
to satisfy the crowd
ସେ ସେମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ସେମାନେ ଯାହା ଇଛା କଲେ ତାହା କରିବାକୁ ଦେଲେ
He scourged Jesus
ପିଲାତ ପ୍ରକୃତରେ ଯୀଶୁଙ୍କୁ ପ୍ରହାର କରୁ ନଥିଲେ ମାତ୍ର ତାହାର ସୈନ୍ୟମାନେ କଲେ I
scourged
କାରୋଡା ପ୍ରହାର କରିଲେ I ବିଶେଷ ଯନ୍ତ୍ରଣା ଦାୟକ ଚାବୁକରେ “ପ୍ରହାର” କରିବା I
then handed him over to be crucified
ପିଲାତ ତାହାର ସୈନିକମାନଙ୍କୁ ଯୀଶୁଙ୍କୁ କୃଶରେ ଚଢାଇଵା ନିମନ୍ତେ ସମର୍ପଣ କଲେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କୁ ନେଇ କୃଶରେ ଚଢାଇଵା ପାଇଁ ତାହାର ସୈନିକମାନଙ୍କୁ କହିଲେ” (ଦେଖ: rc://*/ta/man/translate/figs-activepassive)