747 B
747 B
the greetings they receive in the marketplaces
“ଅଭିବାଦନ” ବିଶେଷ୍ୟ କ୍ରିୟାପଦ “ପ୍ରଣାମ” ସହିତ ପ୍ରକାଶ କରାଯାଇ ପାରିବ I ଏହି ଅଭିବାଦନ ଦର୍ଶାଏ ଯେ ଲୋକମାନେ ଶାସ୍ତ୍ରୀଙ୍କୁ ସମ୍ମାନ କରୁଥିଲେ I ଅନ୍ୟଏକ ଅନୁବାଦରେ: “ସେମାନେ ବଜାରରେ ନମସ୍କାର କରନ୍ତି” କିମ୍ବା “ଲୋକମାନେ ସେମାନଙ୍କୁ ବଜାରରେ ସମ୍ମାନ କରନ୍ତି” (ଦେଖ: [[rc:///ta/man/translate/figs-abstractnouns]] ଓ [[rc:///ta/man/translate/figs-explicit]])