1.7 KiB
1.7 KiB
No servant can
ଜଣେ ଦାସ କରିପାରିବ ନାହିଁ
serve two masters
ଏହା ସୂଚାଏ ଯେ ସେ “ସମାନ ସମୟରେ ଦୁଇ ଜଣ ବିଭିନ୍ନ ପ୍ରଭୁର ସେବା କରିପାରିବ ନାହିଁ”
for either he will hate ... or else he will be devoted
ଏହି ଦୁଇଟି ଖଣ୍ଡବାକ୍ୟ ମୂଳତଃ ସମାନ ଅଟେ I କେବଳ ଏକମାତ୍ର ତାତ୍ପର୍ଯ୍ୟପୂର୍ଣ୍ଣ ଭିନ୍ନତା ଏହି ଯେ ପ୍ରଥମ ଖଣ୍ଡବାକ୍ୟରେ ପ୍ରଥମ ପ୍ରଭୁକୁ ଘୃଣା କରାଯାଇଛି, କିନ୍ତୁ ଦ୍ୱିତୀୟ ଖଣ୍ଡବାକ୍ୟରେ ଦ୍ୱିତୀୟ ପ୍ରଭୁକୁ ଘୃଣା କରାଯାଇଛି I
he will hate
ଦାସ ଘୃଣା କରିବ
he will be devoted to one
ଜଣକୁ ଅତି ଦୃଢ଼ ଭାବରେ ପ୍ରେମ କରିବ
despise the other
ଅନ୍ୟକୁ ଅବମାନନା କରିବ ବା “ଅନ୍ୟକୁ ଘୃଣା କରିବ”
despise
ଏହା ପୂର୍ବବର୍ତ୍ତୀ ଖଣ୍ଡବାକ୍ୟର “ଘୃଣା କରିବା” ସହିତ ମୂଳତଃ ସମାନ ଅଟେ I
You cannot serve
ଯୀଶୁ ଦଳେ ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ, ତେଣୁ ଯେଉଁ ଭାଷାଗୁଡିକରେ “ତୁମ୍ଭମାନଙ୍କ” ଶବ୍ଦର ବହୁବଚନର ରୂପ ଅଛି ସେମାନେ ତାହା ବ୍ୟବହାର କରି ପାରିବେ I (ଦେଖ: rc://*/ta/man/translate/figs-you)