1.6 KiB
1.6 KiB
General Information:
ଏଠାରେ “ଆମ୍ଭେମାନେ"" ଶବ୍ଦଟି ପାଉଲଙ୍କୁ, ଲେଖକଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)
opposite the island
ଦ୍ବୀପ ପାଖରେ କିମ୍ବା “ ଦ୍ବୀପର ଆର ପାଖରେ”
the island of Chios
ଖିଅ ଏକ ଦ୍ବୀପ ଯାହା ଏଜିୟାନ୍ ସମୁଦ୍ର ମଧ୍ୟରେ ବର୍ତ୍ତମାନର ଆଧୁନିକ ତୁର୍କୀ ଉପକୂଳ ନିକଟରେ ଅବସ୍ଥିତ I (ଦେଖ: rc://*/ta/man/translate/translate-names)
we touched at the island of Samos
ଆମ୍ଭେମାନେ ସାମ ଦ୍ବୀପରେ ପହଞ୍ଚିଲୁ
island of Samos
ସାମ ଖିଅର ଦକ୍ଷିଣରେ ଥିବା ଏକ ଦ୍ବୀପ ଯାହା ଏଜିୟାନ୍ ସମୁଦ୍ର ମଧ୍ୟରେ ବର୍ତ୍ତମାନର ଆଧୁନିକ ତୁର୍କୀ ଉପକୂଳ ନିକଟରେ ଅବସ୍ଥିତ I (ଦେଖ: rc://*/ta/man/translate/translate-names)
the city of Miletus
ମୀଲୀତ ଏକ ସମୁଦ୍ର ବନ୍ଦର ନଗରୀ ଯାହା ପଶ୍ଚିମ ଏସିଆ ମାଇନରର ମିନ୍ଦେର ନଦୀ ମୁହାଁଣ ନିକଟରେ ଅବସ୍ଥିତ I (ଦେଖ: rc://*/ta/man/translate/translate-names)