1.1 KiB
1.1 KiB
General Information:
“ତାହାଙ୍କୁ” ଓ ତାହାଙ୍କର” ଶବ୍ଦ ପିତରଙ୍କୁ ବୁଝାଏ I
Behold
ଏହି ଶବ୍ଦ ଆମ୍ଭମାନଙ୍କୁ ଆଗକୁଥିବା ଆଶ୍ଚର୍ଯ୍ୟଚକିତକାରୀ ସୂଚନା ପ୍ରତି ଧ୍ୟାନ ଦେବାକୁ ଜାଗ୍ରତ କରାଏ I
by him
ତାହାଙ୍କୁ ଲାଗି କିମ୍ବା “ତାହାଙ୍କ ପାଖରେ”
in the prison cell
କାରାଗାର କୋଠରୀରେ
He struck Peter
ଦୂତ ପିତରଙ୍କୁ ଥାପୁଡେଇଲେ କିମ୍ବା “ଦୂତ ପିତରଙ୍କୁ କେଞ୍ଚିଥିଲେ I” ପିତର ବାସ୍ତବରେ ଏତେ ଘୋର ନିଦ୍ରାରେ ଶୋଇଥିଲେ ଯେ ତାଙ୍କୁ ଉଠାଇବାପାଇଁ ଏହା କରିବାକୁ ପଡ଼ିଥିଲା I
his chains fell off his hands
ଦୂତ ଜଞ୍ଜିରଟିକୁ ନ ଛୁଇଁ ପିତରଙ୍କଠାରୁ ପକାଇ ଦେଇଥିଲେ I