12 lines
977 B
Markdown
12 lines
977 B
Markdown
# To those who are pure, all things are pure
|
|
|
|
ଯଦି ଲୋକମାନେ ଅନ୍ତରରେ ଶୁଚି ଅଟନ୍ତି, ସେମାନେ କରୁଥିବା ସବୁ ବିଷୟ ଶୁଚି ହେବ
|
|
|
|
# To those who are pure
|
|
|
|
ଯେଉଁମାନେ ଈଶ୍ବରଙ୍କ ନିକଟରେ ଗ୍ରହଣଯୋଗ୍ୟ
|
|
|
|
# to those who are corrupt and unbelieving, nothing is pure
|
|
|
|
ପାଉଲ ପାପୀମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ଶାରୀରିକଭାବରେ ମଇଳା ଅଟନ୍ତି I ବିକଳ୍ପ ଅନୁବାଦ: “ଯଦି ଲୋକମାନେ ନୈତିକଭାବରେ ଅଶୁଚି ଓ ବିଶ୍ବାସ କରୁନାହାନ୍ତି, ତେବେ ସେମାନେ କୌଣସି ଶୁଚି ବିଷୟ କରିପାରିବେ ନାହିଁ” (ଦେଖ: [[rc://*/ta/man/translate/figs-metaphor]])
|