or_tn_old/rev/16/06.md

8 lines
604 B
Markdown

# they poured out the blood of the saints and prophets
ଏଠାରେ “ରକ୍ତ ଢାଳିଲେ” ଅର୍ଥ ବଧ କଲେ I ଅନ୍ୟଏକ ଅନୁବାଦରେ: “ସେମାନେ ଈଶ୍ବରଙ୍କ ପବିତ୍ର ଲୋକ ଓ ଭାବବାଦୀମାନଙ୍କୁ ବଧ କରିଥିଲେ” (ଦେଖ: [[rc://*/ta/man/translate/figs-metonymy]])
# you have given them blood to drink
ଈଶ୍ବର ଅଧର୍ମାଚାରୀମାନଙ୍କୁ ସେ ରକ୍ତରେ ପରିଣତ ଜଳକୁ ପାନ କରିବାକୁ ଦେବେ