12 lines
816 B
Markdown
12 lines
816 B
Markdown
# Connecting Statement:
|
|
|
|
ସୈନିକମାନେ ଯୀଶୁଙ୍କୁ ଗଲଗଥା ନାମକ ସ୍ଥାନକୁ ନେଲେ, ଯେଉଁଠାରେ ଆହୁରି ଦୁଇ ଜଣକୁ ସେମାନେ କୃଶରେ ଚଢାଇଲେ I ଅନେକେ ତାହାଙ୍କୁ ପରିହାସ କଲେ I
|
|
|
|
# Place of a Skull
|
|
|
|
କପାଳ ସ୍ଥଳ କିମ୍ବା “କପାଳ ନାମକ ସ୍ଥାନ” I ଏହା ଏକ ସ୍ଥାନର ନାମ I ଏହାର ଅର୍ଥ ନୁହେ ଯେ ସେହିଠାରେ ଅନେକ କପାଳ ସ୍ଥଳ ଅଛି I (ଦେଖ: [[rc://*/ta/man/translate/translate-names]])
|
|
|
|
# Skull
|
|
|
|
କପାଳ ମୁଣ୍ଡର ହାଡଗୁଡିକ, କିମ୍ବା ମାଂସ ବିନା ଏକ ମୁଣ୍ଡ I
|