or_tn_old/mrk/14/38.md

12 lines
1.3 KiB
Markdown

# that you do not enter into temptation
ଯୀଶୁ ପରୀକ୍ଷା ବିଷୟରେ କହୁଛନ୍ତି ଯେପରି ଜାଗତିକ ସ୍ଥାନରେ ପ୍ରବେଶ କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ପରୀକ୍ଷାରେ ଯେପରି ନପଡ “ (ଦେଖ: [[rc://*/ta/man/translate/figs-metaphor]])
# The spirit indeed is willing, but the flesh is weak
ଯୀଶୁ ଶିମୋନ ପିତରଙ୍କୁ ଚେତେଇ ଦେଉଛନ୍ତି ଯେ ସେ ନିଜ ଶକ୍ତିରେ ଯାହା କରିବାକୁ ଚାହୁଛନ୍ତି ସେଥିରେ ସେ ଦୁର୍ବଳ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ତୁମେ ଆତ୍ମାରେ ଇଛୁକ, ମାତ୍ର ତୁମ୍ଭେ ଯାହା ଇଛା କରୁଅଛ କରିବାକୁ ଯାଉଅଚ୍ଛ ସେଥିରେ ଦୁର୍ବଳ ଅଟ“
# The spirit ... the flesh
ଏହା ପିତରଙ୍କର ଦୁଇଟି ଭିନ୍ନ ଦୃଷ୍ଟିକୋଣକୁ ବୁଝାଏ I “ଆତ୍ମା” ତାହାଙ୍କର ଆନ୍ତରିକ ଇଛା I “ଶରୀର” ମାନବିୟ ଦକ୍ଷତା ଓ ଶକ୍ତି ଅଟେ I (ଦେଖ: [[rc://*/ta/man/translate/figs-metonymy]])