or_tn_old/mat/06/10.md

8 lines
815 B
Markdown

# May your kingdom come
ଏଠାରେ ”ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସମସ୍ତଙ୍କ ଉପରେ ଓ ସମ୍ପୁର୍ଣ ବିଷୟରେ ତୁମ୍ଭର ରାଜ୍ୟ ଆସୁ” (ଦେଖ: [[rc://*/ta/man/translate/figs-metonymy]])
# May your will be done on earth as it is in heaven
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ସ୍ବର୍ଗରେ, ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ” (ଦେଖ: [[rc://*/ta/man/translate/figs-activepassive]])