or_tn_old/jhn/15/07.md

8 lines
848 B
Markdown

# ask whatever you wish
ଯୀଶୁ ସୂଚାଉଛନ୍ତି ଯେ ବିଶ୍ବାସୀମାନେ ସେମାନଙ୍କ ପ୍ରାର୍ଥନାର ଉତ୍ତର ଦେବା ନିମନ୍ତେ ଈଶ୍ବରଙ୍କୁ ମାଗିବା ଆବଶ୍ୟକ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଯାହା ଇଚ୍ଛା କର, ଈଶ୍ବରଙ୍କୁ ମାଗ” (ଦେଖ: [[rc://*/ta/man/translate/figs-explicit]])
# it will be done for you
ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଏହା ତୁମ୍ଭମାନଙ୍କ ନିମନ୍ତେ କରିବେ” (ଦେଖ: [[rc://*/ta/man/translate/figs-activepassive]])