8 lines
943 B
Markdown
8 lines
943 B
Markdown
# But as for younger widows, refuse to enroll them in the list
|
|
|
|
କିନ୍ତୁ ଏହି ତାଲିକାରେ ଯୁବତୀ ବିଧବାମାନଙ୍କୁ ଯୋଗ କର ନାହିଁ I ୬୦ ବର୍ଷରୁ ଅଧିକ ବୟସର ବିଧବାମାନଙ୍କୁ ତାଲିକାଭୁକ୍ତ କର, ଯେଉଁମାନଙ୍କୁ ଖ୍ରୀଷ୍ଟିୟ ସମ୍ପ୍ରଦାୟ ସାହାଯ୍ୟ କରିବ I
|
|
|
|
# For when they give in to bodily desires against Christ, they want to marry
|
|
|
|
କାରଣ ଯେତେବେଳେ ସେମାନେ ସେମାନଙ୍କ କାମାଭିଳାଷକୁ ପୂରଣ କରିବାପାଇଁ ବିବାହ କରିବାକୁ ଚାହାନ୍ତି, ସେମାନେ ବିଧବାଭାବରେ ଖ୍ରୀଷ୍ଟଙ୍କ ସେବା କରିବାର ପ୍ରତିଜ୍ଞାକୁ ଲଂଘନ କରନ୍ତି
|