or_tn_old/1jn/02/24.md

28 lines
3.8 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଏଠାରେ “ତୁମ୍ଭେ” ଶବ୍ଦ ବହୁବଚନ ଅଟେ ଏବଂ ସେହି ଲୋକମାନଙ୍କୁ ସୂଚିତ କରେ ଯେଉଁମାନଙ୍କ ନିକଟକୁ ଏବଂ ସମସ୍ତ ବିଶ୍ବାସୀମାନଙ୍କ ନିକଟକୁ ଯୋହନ ଲେଖିଛନ୍ତି ସେମାନଙ୍କୁ ଦର୍ଶାଏ । “ସେ” ଶବ୍ବଟି ଗୁରୁତ୍ବପୂର୍ଣ୍ଣ ଅଟେ ଏବଂ ଖ୍ରୀଷ୍ଟଙ୍କୁ ଦର୍ଶାଏ । (ଦେଖ: [[rc://*/ta/man/translate/figs-you]])
# Connecting Statement:
ଯୋହନ ବିଶ୍ବାସୀମାନେ ଯାହା ପ୍ରଥମରୁ ଯାହା ଶୁଣିଅଛନ୍ତି ସେଥିରେ ବିଶ୍ବାସ କରିବା ନିମନ୍ତେ ସେମାନଙ୍କୁ ସ୍ମରଣ କରିଦିଅନ୍ତି ।
# As for you
ଯୋହନ ସେମାନଙ୍କୁ କହିଥିବା ବାକ୍ୟକୁ ଏହା ଚିହ୍ନିତ କରେ ଯେ ସେମାନେ କିପରି ଯେଉଁମାନେ ଖ୍ରୀଷ୍ଟଙ୍କ ଜୀବନୀ ବିରୋଧୀଙ୍କ ଅନୁକରଣ କରିବା ବଦଳରେ ଯୀଶୁଙ୍କ ଅନୁକାରୀଙ୍କ ସଦୃଶ ଜୀବନ ଅତିବାହିତ କରିବା ଉଚିତ ।
# let what you have heard from the beginning remain in you
ଆଦ୍ୟରୁ ତୁମ୍ଭେମାନେ ଯାହା ଶୁଣିଅଛ ତାହା ସ୍ଣରଣ କର ଓ ବିଶ୍ବାସ କର । ସେମାନେ ଏହାକୁ କେମିତି ଶୁଣିଲେ, ସେମାନେ କ’ଣ ଶୁଣିଲେ, ଏବଂ “ଆଦ୍ୟ” ର ଅର୍ଥ କ’ଣ ଅଟେ ଏହାକୁ ସ୍ପଷ୍ଟ କରାଯାଇପାରିବ: ଅନ୍ୟ ଏକ ଅନୁବାଦରେ: “ବିଶ୍ବାସରେ ଲାଗି ରୁହ ଯାହା ଆମ୍ଭେମାନେ ତୁମ୍ଭମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଇଥିଲୁ, ଯେପରି ତୁମ୍ଭେମାନେ ପ୍ରଥମେ ଭରସା କଲ ଯେହେତୁ ତୁମେମାନେ ପ୍ରଥମେ ବିଶ୍ବାସୀ ହେଲ”। (ଦେଖ: [[rc://*/ta/man/translate/figs-explicit]])
# what you have heard from the beginning
ଆମେମାନେ ଯେଉଁସମସ୍ତ ଯୀଶୁଙ୍କ ବିଷୟରେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଥିଲୁ ଯେତେବେଳେ ତମେମାନେ ପ୍ରଥମେ ବିଶ୍ବାସୀ ଥିଲ
# If what you heard from the beginning remains in you
“ଲାଗି ରହିବା” ଶବ୍ଦ ସମ୍ପର୍କ ବିଷୟକୁ ପ୍ରକାଶ କରେ, ପରିତ୍ରାଣ ବିଷୟରେ ନୁହେଁ । ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେମାନେ ବିଶ୍ବାସରେ ଲାଗି ରୁହ ଯାହା ଆମ୍ଭେମାନେ ତୁମ୍ଭମାନଙ୍କୁ ପ୍ରଥମେ ଶିକ୍ଷା ଦେଇଥିଲୁ”
# also remain in the Son and in the Father
“ଲାଗି ରହିବା” ନିମନ୍ତେର ଅର୍ଥ ସହଭାଗିତାରେ ଲାଗି ରହିବା । ଦେଖ [୧ ଯୋହନ: :୬](..//୦୬.md)ରେ କିପରି ଏକ ସମାନ ବାକ୍ୟାଂଶ ଅନୁବାଦ ହୋଇଅଛି । ଅନ୍ୟ ଏକ ଅନୁବାଦରେ: “ମଧ୍ୟ ପୁତ୍ର ଏବଂ ପିତାଙ୍କ ସହଭାଗିତାରେ ଲାଗି ରୁହ” କିମ୍ବା “ମଧ୍ୟ ପୁତ୍ର ଏବଂ ପିତାଙ୍କ ସହିତ ସଂଯୁକ୍ତ ହୁଅ” (ଦେଖ: [[rc://*/ta/man/translate/figs-metaphor]])