or_tn_old/1jn/02/05.md

12 lines
2.6 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# keeps his word
ଏଠାରେ ଜଣକ ବାକ୍ୟକୁ ପାଳନ କରିବା ଏକ ରୁଢୀ ଅଟେ । ଅନ୍ୟ ଏକ ଅନୁବାଦରେ: “ତାହା କରେ ଯାହା ଈଶ୍ବର ତାହାକୁ ପାଳନ କରିବା ନିମନ୍ତେ କହନ୍ତି” (ଦେଖ:[[rc://*/ta/man/translate/figs-idiom]])
# in him truly the love of God has been perfected
ଏହାକୁ ସକ୍ରିୟ ରୂପରେ ଉଦ୍ଧୃତ କରାଯାଇ ପାରେ । ସମ୍ଭବତଃ ଅର୍ଥ ଅଟନ୍ତି: ୧) “ଈଶ୍ବରଙ୍କ ପ୍ରେମ” ଈଶ୍ବରଙ୍କୁ ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ଦର୍ଶାଏ, ଏବଂ “ସମ୍ପୁର୍ଣ୍ଣ” ଶଦ୍ଦ ପୂର୍ଣ୍ଣତା ଅର୍ଥକୁ ପ୍ରକାଶ କରେ । ଅନ୍ୟ ଏକ ଅନୁବାଦରେ: “ଏହା ସେହି ବ୍ୟକ୍ତି ଅଟନ୍ତି ଯେ ସମ୍ପୂର୍ଣ୍ଣ ଈଶ୍ବରଙ୍କୁ ପ୍ରେମ କରନ୍ତି” କିମ୍ବା ) “ଈଶ୍ବରଙ୍କ ପ୍ରେମ” ଈଶ୍ବର ପ୍ରେମ କରୁଥିବା ଲୋକମାନଙ୍କୁ ଦର୍ଶାଏ, ଏବଂ “ସଂପୁର୍ଣ୍ଣ” ଶଦ୍ଦ ଉଦେଶ୍ବକୁ ପୂର୍ଣ୍ଣ କରିବା ଅର୍ଥକୁ ପ୍ରକାଶ କରେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ପ୍ରେମ ସେହି ବ୍ୟକ୍ତିଙ୍କ ଜୀବନରେ ସଫଳିକୃତ ହୋଇଛି” (ଦେଖ: [[rc://*/ta/man/translate/figs-possession]] ଏବଂ [[rc://*/ta/man/translate/figs-activepassive]])
# By this we know that we are in him
“ଆମ୍ଭେମାନେ ତାହାଙ୍କ ଠାରେ ଅଛୁ” ବାକ୍ୟାଂଶର ଅର୍ଥ ଯେ ବିଶ୍ବାସୀମାନେ ଈଶ୍ବରଙ୍କ ସହଭାଗିତାରେ ଅଛନ୍ତି । ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଆମ୍ଭେମାନେ ଅଜ୍ଞା ପାଳନ କରୁ ଯାହା ଈଶ୍ବର କହନ୍ତି, ଆମ୍ଭେମାନେ ନିଶ୍ଚିତ ହୋଇପାରିବା ଯେ ଆମ୍ଭେମାନେ ତାହାଙ୍କ ସହଭାଗିତାରେ ରହିଅଛୁ” ଏବଂ “ଏହା ଦ୍ବାରା ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ ଈଶ୍ବରଙ୍କଠାରେ ସଂଯୁକ୍ତ ହୋଇଅଛୁ” (ଦେଖ: [[rc://*/ta/man/translate/figs-metaphor]])