# General Information: ପାଉଲ ଓ ତୀମଥି ଫିଲିପ୍ପୀୟ ମଣ୍ଡଳୀକୁ ଏହି ପତ୍ର ଲେଖିଥିଲେ I କାରଣ ପାଉଲଙ୍କ ଲିଖିତ ପତ୍ରରେ “ମୁଁ” ଶବ୍ଦ ଲେଖୁଛନ୍ତି, ଏହା ସାଧାରଣତଃ ଗ୍ରହଣ କରାଯାଏ ଯେ ସେ ଲେଖକ ଅଟନ୍ତି, ଏବଂ ତିମଥି, ଯେ ତାହାଙ୍କ ସହିତ ଥିଲେ I ଏହି ପତ୍ରରେ ଥିବା ସମସ୍ତ ଦୃଷ୍ଟାନ୍ତ “ତୁମ୍ଭେମାନେ” ଓ “ତୁମ୍ଭମାନଙ୍କ” ଫିଲିପ୍ପୀୟ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ ଓ ସେସବୁ ବହୁବଚନ ଅଟନ୍ତି I “ଆମ୍ଭମାନଙ୍କର” ଶବ୍ଦ ସମ୍ଭବତଃ ପାଉଲ, ତୀମଥିଙ୍କୁ ଅନ୍ତର୍ଭୁକ୍ତ କରି ଖ୍ରୀଷ୍ଟଙ୍କଠାରେ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]] ଓ [[rc://*/ta/man/translate/figs-inclusive]]) # Paul and Timothy ... and deacons ଯଦି ତୁମମାନଙ୍କ ଭାଷାରେ ପତ୍ରର ଲେଖକଙ୍କ ପରିଚୟ ଦେବା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଶୈଳୀ ଥାଏ, ତେବେ ତାହା ତୁମେ ଏଠାରେ ବ୍ୟବହାର କର I # Paul and Timothy, servants of Christ Jesus ତୀମଥି, ଯେ ଖ୍ରୀଷ୍ଟ ଯୀଶୁଙ୍କ ଦାସ ଅଟନ୍ତି # all those set apart in Christ Jesus ଏହା ସେମାନଙ୍କୁ ବୁଝାଏ ଯେଉଁମାନଙ୍କୁ ଈଶ୍ବର ଖ୍ରୀଷ୍ଟଙ୍କ ସହିତ ସମ୍ମିଳିତ ହୋଇ ତାହାଙ୍କର ହେବା ନିମନ୍ତେ ମନୋନୀତ କରିଥିଲେ I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଈଶ୍ବରଙ୍କ ଲୋକ ସମସ୍ତେ” କିମ୍ବା “ଖ୍ରୀଷ୍ଟଙ୍କ ସହିତ ସମ୍ମିଳିତ ହୋଇଥିବା ସକାଶୁ ଈଶ୍ବରଙ୍କ ହୋଇଥିବା ସମସ୍ତେ” # the overseers and deacons ମଣ୍ଡଳୀର ଅଧକ୍ଷଗଣ