# Connecting Statement: ଯୀଶୁ ଜନସମୁହକୁ କହୁଥିବା ସମୟରେ ଯିହୂଦୀ ନେତାମାନେ ତାହାଙ୍କୁ ବାଧା ଦେଉଛନ୍ତି I # grumbled ଅପ୍ରସନ୍ନ ହୋଇ କହିଲେ # I am the bread ଯେପରି ଆମ୍ଭମାନଙ୍କ ଶାରୀରିକ ଜୀବନ ନିମନ୍ତେ ଆହାରର ଆବଶ୍ୟକ ଅଛି, ଆମ୍ଭମାନଙ୍କ ଆତ୍ମିକଜୀବନ ନିମନ୍ତେ ଯୀଶୁଙ୍କ ଆବଶ୍ୟକ ଅଛି I ଦେଖ ତୁମେ ଏହାକୁ କିପରି [ଯୋହନ ୬:୩୫](../06/35.md)ରେ ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “ମୁଁ ସେହି ବ୍ୟକ୍ତି, ଯେ ପ୍ରକୃତ ରୋଟୀ ସଦୃଶ ଅଟେ” (ଦେଖ: [[rc://*/ta/man/translate/figs-metaphor]])