# without spot or blame “କଳଙ୍କ” ଶବ୍ଦଟି ନୈତିକ ଦୋଷପାଇଁ ଗୋଟିଏ ରୂପକ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯୀଶୁ ତୀମଥିଙ୍କଠାରେ କୌଣସି ଦୋଷ ପାଇବେ ନାହି ବା ମନ୍ଦ କାର୍ଯ୍ୟପାଇଁ ଦୋଷୀ କରିବେ ନାହିଁ କିମ୍ବା ୨) ଅନ୍ୟ ଲୋକମାନେ ତୀମଥିଙ୍କଠାରେ କୌଣସି ଦୋଷ ପାଇବେ ନାହି ବା ମନ୍ଦ କାର୍ଯ୍ୟପାଇଁ ଦୋଷୀ କରିବେ ନାହିଁ I (ଦେଖ: [[rc://*/ta/man/translate/figs-metaphor]]) # until the appearance of our Lord Jesus Christ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କର ପୁନରାଗମନ ପର୍ଯ୍ୟନ୍ତ