# the plants were scorched ଏହା ଛୋଟ ଛୋଟ ଗୁଳ୍ମକୁ ବୁଝାଏ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏହା ଛୋଟ ଛୋଟ ଗୁଳ୍ମକୁ ଜାଳିପୋଡି ଦେଲା” (ଦେଖ: [[rc://*/ta/man/translate/figs-activepassive]]) # because they had no root, they dried up ଯେହେତୁ ଛୋଟ ଛୋଟ ଗୁଳ୍ମ ଚେର ମାଡି ନଥିଲା, ସେଗୁଡିକ ଶୁଖିଗଲା