# The faith you have ଏହା ଖାଇବା ଓ ପିଇବା ବିଷୟରେ ଥିବା ବିଶ୍ବାସକୁ ସୂଚିତ କରେ I # you ... yourself ଏକବଚନ I କାରଣ ପାଉଲ ବିଶ୍ବସିମାନଙ୍କୁ ସମ୍ବୋଧିତ କରୁଛନ୍ତି, ତୁମ୍ଭମାନଙ୍କୁ ବହୁବଚନ ବ୍ୟବହାର କରି ଏହାର ଅନୁବାଦ କରିବାକୁ ପଡିପାରେ I (ଦେଖ:[[rc://*/ta/man/translate/figs-you]]) # Blessed is the one who does not condemn himself by what he approves ସେମାନେ ଧନ୍ୟ ଅଟନ୍ତି, ଯେଉଁମାନେ କାର୍ଯ୍ୟ କରିବାକୁ ସେମାନଙ୍କର ନିଷ୍ପତ୍ତି ସକାଶୁ ନିଜକୁ ଦୋଷୀ ବୋଲି ମନେ ନ ଭାବନ୍ତି