# I know and am persuaded in the Lord Jesus ଏଠାରେ “ଜାଣିବା” ଶବ୍ଦ ଓ “ନିଶ୍ଚୟ ଜ୍ଞାନ କରିବା” ର ଅର୍ଥ ମୌଳିକଭାବରେ ସମାନ ଅଟେ; ପାଉଲ ତାହାଙ୍କ ସୁନିଶ୍ଚିତତାକୁ ଗୁରୁତ୍ବ ଦେବାପାଇଁ ସେଗୁଡିକର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ପ୍ରଭୁ ଯୀଶୁଙ୍କ ସହିତ ମୋହର ସଂପର୍କ ସକାଶୁ ମୁଁ ସୁନିଶ୍ଚିତ” (ଦେଖ:[[rc://*/ta/man/translate/figs-doublet]]) # nothing is unclean by itself ତୁମ୍ଭେମାନେ ଏହାକୁ ସାକାରାତ୍ମକ ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ବିଷୟ ନିଜ ଦ୍ବାରା ଶୁଚି ହୋଇଅଛି” (ଦେଖ:[[rc://*/ta/man/translate/figs-doublenegatives]]) # by itself ପ୍ରକୃତି ଦ୍ବାରା ବା “ଏହା ଯାହା ଅଟେ, ସେଥି ସକାଶୁ” # Only for him who considers anything to be unclean, for him it is unclean ପାଉଲ ଏଠାରେ କହନ୍ତି ଯେ ଜଣେ ବ୍ୟକ୍ତି ଯାହା ସେ ଅଶୁଚି ବୋଲି ମନେ କରେ, ସେ ସେଥିରୁ ଦୂରରେ ରହୁ I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯଦି ଜଣେ ବ୍ୟକ୍ତି କିଛି ବିଷୟକୁ ଅଶୁଚି ବୋଲି ଭାବୁଛି, ତାହେଲେ ସେହି ବ୍ୟକ୍ତି ପାଇଁ ତାହା ଅଶୁଚି ଅଟେ ଓ ସେ ତାହାଠାରୁ ଦୂରରେ ରହୁ” (ଦେଖ:[[rc://*/ta/man/translate/figs-explicit]])