# if with your mouth you confess Jesus as Lord ଯଦି ତୁମ୍ଭେମାନେ ସ୍ବୀକାର କରୁଛ ଯେ ଯୀଶୁ ପ୍ରଭୁ ଅଟନ୍ତି # believe in your heart ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ ବା ଆନ୍ତରିକ ମନୁଷ୍ୟର ଏକ ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମନରେ ବିଶ୍ବାସ କର” କିମ୍ବା “ପ୍ରକୃତରେ ବିଶ୍ବାସ କର” (ଦେଖ:[[rc://*/ta/man/translate/figs-metonymy]]) # raised him from the dead ଏଠାରେ ଉଠାଇଲେ “ପୁନର୍ବାର ଜୀବିତ କଲେ” ନିମନ୍ତେ ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ ପୁନର୍ବାର ଜୀବିତ କଲେ” (ଦେଖ:[[rc://*/ta/man/translate/figs-idiom]]) # you will be saved ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କୁ ଉଦ୍ଧାର କରିବେ” (ଦେଖ:[[rc://*/ta/man/translate/figs-activepassive]])