# They understand the righteous regulations of God ସେମାନେ ଜାଣିଛନ୍ତି ଯେ ଈଶ୍ବର କେଉଁ ପ୍ରକାରେ ସେମାନଙ୍କୁ ଜୀବନ କାଟିବା ପାଇଁ କହିଅଛନ୍ତି # that those who practice such things ଏଠାରେ “ଅଭ୍ୟାସ” ର ଅର୍ଥ ହେଉଛି ବାରମ୍ବାର ବା ଅଭ୍ୟାସଗତ ଭାବରେ ମନ୍ଦ କାର୍ଯ୍ୟ କରିବା। ଅନ୍ୟ ଏକ ଅନୁବାଦରେ, “ଆଉ ଯେଉଁମାନେ ଦୁଷ୍ଟତାର କାର୍ଯ୍ୟ କରୁଥାଆନ୍ତି” (ଦେଖ:[[rc://*/ta/man/translate/figs-explicit]]) # are deserving of death ମରିବାର ଯୋଗ୍ୟ # these things ଏହି ପ୍ରକାରର ମନ୍ଦ ବିଷୟଗୁଡ଼ିକ # who do them ଏଠାରେ “କରିବା” କ୍ରିୟାର ଅର୍ଥ ହେଉଛି ଯାହା ମନ୍ଦ ଅଟେ ସେହି କାର୍ଯ୍ୟକୁ କରୁଥିବା। ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ମନ୍ଦ କାର୍ଯ୍ୟ କରୁଅଛନ୍ତି” (ଦେଖ:[[rc://*/ta/man/translate/figs-explicit]])