# the bottomless pit ଏହା ଏକ ଅତି ଗଭୀର ଓ ସଂକୀର୍ଣ୍ଣ ଗର୍ତ୍ତ ଅଟେ I ସମ୍ଭାବିତ ଅର୍ଥଗୁଡିକ ୧) ଗର୍ତ୍ତର ତଳ ବୋଲି କିଛି ନାହିଁ; ଏହା ଅନନ୍ତ କାଳ ନିମନ୍ତେ ତଳକୁ ତଳକୁ ଯାଉଥାଏ କିମ୍ବା ୨) ଗର୍ତ୍ତ ଏତେ ଗଭୀର ଯେପରି ଏହାର ତଳ ବୋଲି କିଛି ନାହିଁ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୯:୧](../09/01.md)ରେ ଅନୁବାଦ କରିଅଛ I # Then it will go on to destruction ବିଶେଷ୍ୟ ପଦ “ବିନାଶ” ଏକ କ୍ରିୟା ସହିତ ଅନୁବାଦ କରାଯାଇ ପାରିବ I ତତ୍ପରେ ତାହାର ବିନାଶ ହେବ” କିମ୍ବା “ତତ୍ପରେ ଈଶ୍ବର ତାହାର ବିନାଶ କରିବେ” (ଦେଖ: [[rc://*/ta/man/translate/figs-abstractnouns]] ଓ [[rc://*/ta/man/translate/figs-activepassive]]) # it will go on to destruction ଭବିଷ୍ୟତରେ କ’ଣ ଘଟିବ, ତହିଁର ନିଶ୍ଚୟତା ବିଷୟରେ କୁହା ଯାଇଛି ଯେପରି ପଶୁ ତାହା କରିବାକୁ ଯାଉଛି” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-metaphor]]) # those whose names have not been written ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କ ନାମ ଈଶ୍ବର ଲେଖି ନଥିଲେ” (ଦେଖ: [[rc://*/ta/man/translate/figs-activepassive]])