# will also drink some of the wine of God's wrath ଈଶ୍ବରଙ୍କ କୋପ ରୂପ ମଦିରା ପାନ କରିବା ଈଶ୍ବରଙ୍କ ଦ୍ବାରା ଦଣ୍ଡିତ ହେବା ନିମନ୍ତେ ଏକ ନିଦର୍ଶନ ଅଟେ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ କ୍ରୋଧକୁ ଦର୍ଶାଉଥିବା ମଦିରା ପାନ କରିବେ” (ଦେଖ: [[rc://*/ta/man/translate/writing-symlanguage]]) # that has been poured undiluted ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ଈଶ୍ବର ପୂର୍ଣ୍ଣ ଶକ୍ତିରେ ଢାଳି ଅଛନ୍ତି”(ଦେଖ: [[rc://*/ta/man/translate/figs-activepassive]]) # that has been poured undiluted ଏହାର ଅର୍ଥ ମଦିରାରେ ଜଳ ମିଶ୍ରିତ କରାଯାଇ ନାହିଁ I ଏହା କଟୁ, ଓ ଯେଉଁ ବ୍ୟକ୍ତି ଏହା ପାନ କରିବ, ସେ ନିଶାଗ୍ରସ୍ତ ହେବ I ଏକ ସଂକେତ ଭାବରେ, ଏହାର ଅର୍ଥ ଯେ ଈଶ୍ବର ଅତିଶୟ କ୍ରୋଧ କରିବେ, କେବଳ ଅଳ୍ପ କ୍ରୋଧ କରିବେ ନାହିଁ I (ଦେଖ: [[rc://*/ta/man/translate/writing-symlanguage]]) # cup of his anger ଏହି ସାଂକେତିକ ପାତ୍ର ଈଶ୍ବରଙ୍କ କ୍ରୋଧ ରୂପକ ମଦିରା ଧରି ରଖିଅଛି I