# Look ଶୁଣ କିମ୍ବା “ମୁଁ ତୁମ୍ଭକୁ ଯାହା କରିବାକୁ ଉଦ୍ୟତ ତହିଁ ପ୍ରତି ଧ୍ୟାନ ଦିଅ” # The Lion of the tribe of Judah ଏହା ଯିହୂଦା ବଂଶଜାତ ସେହି ମନୁଷ୍ୟର ଏକ ଶୀର୍ଷକ ଅଟେ ଯାହା ଈଶ୍ବର ଜଣେ ମହାନ୍ ରାଜା ହେବା ନିମନ୍ତେ ପ୍ରତିଜ୍ଞା କରିଥିଲେ I ଅନ୍ୟଏକ ଅନୁବାଦରେ: “ଏକମାତ୍ର ଯେ ଯିହୂଦା ବଂଶଜାତ ସିଂହ କୁହାଗଲେ” କିମ୍ବା “ଜଣେ ରାଜା ଯେ ଯିହୂଦା ବଂଶଜାତ ସିଂହ କୁହାଗଲେ” # The Lion ରାଜାଙ୍କ ବିଷୟରେ କୁହାଯାଏ ଯେପରି ସେ ଏକ ସିଂହ ଥିଲେ, କାରଣ ସିଂହ ଅତି ବଳବାନ୍ ଅଟେ I(ଦେଖ: [[rc://*/ta/man/translate/figs-metaphor]]) # the Root of David ଏହା ଦାଉଦଙ୍କ ସନ୍ତାନଗଣ ନିମନ୍ତେ ଏକ ଶୀର୍ଷକ ଅଟେ ଯାହାଙ୍କୁ ଈଶ୍ବର ମହାନ୍ ରାଜା ହେବା ନିମନ୍ତେ ପ୍ରତିଜ୍ଞା କରିଥିଲେ I ଅନ୍ୟଏକ ଅନୁବାଦରେ: “ଦାଉଦଙ୍କ ମୂଳ କୁହାଯାଉଥିବା ଜଣେ ବ୍ୟକ୍ତି” # the Root of David ସନ୍ତାନଗଣ ବିଷୟରେ କୁହାଯାଏ ଯେପରି ଦାଉଦଙ୍କ ପରିବାରର ବୃକ୍ଷ ଓ ସେ ସେହି ବୃକ୍ଷର ମୂଳ ଥିଲେ I ଅନ୍ୟଏକ ଅନୁବାଦରେ: “ଦାଉଦଙ୍କ ସନ୍ତାନଗଣ” (ଦେଖ: [[rc://*/ta/man/translate/figs-metaphor]])