# Connecting Statement: ପାଉଲ ତୀମଥିଙ୍କୁ ଶିଘ୍ର ପଠାଇବା ନିମନ୍ତେ ଆପଣାର ଯୋଜନା ବିଷୟରେ ଫିଲିପ୍ପିୟ ବିଶ୍ବାସୀମାନଙ୍କୁ କହନ୍ତି ଓ ସେମାନେ ଏପାଫ୍ରଦିତଙ୍କୁ ବିଶିଷ୍ଟ ବ୍ୟକ୍ତି ଭାବରେ ବ୍ୟବହାର କରିବା ଉଚିତ I # But I have hope in the Lord Jesus କିନ୍ତୁ ମୁଁ ଦୃଢ଼ ବିଶ୍ବାସର ସହ ଆଶା କରୁଅଛି ଯେ ପ୍ରଭୁ ଯୀଶୁ ମୋତେ ଅନୁଗ୍ରହ କରିବେ