# Connecting Statement: ସୈନିକମାନେ ଯୀଶୁଙ୍କୁ ଗଲଗଥା ନାମକ ସ୍ଥାନକୁ ନେଲେ, ଯେଉଁଠାରେ ଆହୁରି ଦୁଇ ଜଣକୁ ସେମାନେ କୃଶରେ ଚଢାଇଲେ I ଅନେକେ ତାହାଙ୍କୁ ପରିହାସ କଲେ I # Place of a Skull କପାଳ ସ୍ଥଳ କିମ୍ବା “କପାଳ ନାମକ ସ୍ଥାନ” I ଏହା ଏକ ସ୍ଥାନର ନାମ I ଏହାର ଅର୍ଥ ନୁହେ ଯେ ସେହିଠାରେ ଅନେକ କପାଳ ସ୍ଥଳ ଅଛି I (ଦେଖ: [[rc://*/ta/man/translate/translate-names]]) # Skull କପାଳ ମୁଣ୍ଡର ହାଡଗୁଡିକ, କିମ୍ବା ମାଂସ ବିନା ଏକ ମୁଣ୍ଡ I