# that are raised ଏହାକୁ କ୍ରିୟା ପଦ ସହିତ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କିଏ ଉଠିବ” କିମ୍ବା “କିଏ ପୁନର୍ବାର ଜୀବିତ ହେବେ” [[rc://*/ta/man/translate/figs-activepassive]]) # the book of Moses ଯେଉଁ ପୁସ୍ତକ ମୋଶା ଲେଖିଥିଲେ # the account about the bush ଏହା ମୋଶାଙ୍କ ଦ୍ବାରା ଲିଖିତ ପୁସ୍ତକରୁ କିଛି ଅଂଶକୁ ବୁଝାଏ ଯାହା ଯେତେବେଳେ ଈଶ୍ବର ମୋଶାଙ୍କୁ ଜ୍ବଳନ୍ତ ବୁଦାରୁ ପ୍ରକାଶ କଲେ ଯାହା ବାସ୍ତବରେ ଜ୍ବଳୁ ନଥିଲା ତାହା ବିଷୟରେ ପ୍ରକାଶ କରେ I ଅନ୍ୟଏକ ଅନୁବାଦରେ: “ଜଳୁଥିବା ବୁଦା ସମ୍ବନ୍ଧରେ ବାକ୍ୟାଂଶ“ କିମ୍ବା “ଅଗ୍ନିମୟ ବୁଦା ସମ୍ବନ୍ଧରେ ବାକ୍ୟସମୁହ” (ଦେଖ: [[rc://*/ta/man/translate/figs-explicit]]) # the bush ଏହା ବୁଦାକୁ ବୁଝାଏ, ଗୋଟିଏ ଘଞ୍ଚ ବୁଦା ଯାହା ଗଚ୍ଛଠାରୁ ଛୋଟ ଛୋଟ ଅଟେ I # how God spoke to him ଯେତେବେଳେ ଈଶ୍ବର ମୋଶାଙ୍କୁ କହିଲେ ସେହି ସମ୍ବନ୍ଧରେ # I am the God of Abraham ... Isaac ... Jacob ଏହାର ଅର୍ଥ ଯେ ଅବ୍ରାହମ, ଇସାହକ, ଓ ଯାକୁଵ ଈଶ୍ବରଙ୍କୁ ଉପାସନା କରୁଥିଲେ I ସେହି ବ୍ୟକ୍ତିମାନେ ଶାରୀରିକ ଭାବେ ମୃତ୍ୟୁବରଣ କରି ସାରିଛନ୍ତି, କିନ୍ତୁ ସେମାନେ ଆତ୍ମିକ ଜୀବନରେ ଜୀବିତ ଅଛନ୍ତି ଓ ଏପର୍ଯ୍ୟନ୍ତ ଈଶ୍ବରଙ୍କୁ ଉପାସନା କରୁଛନ୍ତି I