# ଯୀଶୁ ଦାସ ଓ ତୋଡା ବିଷୟରେ ଦୃଷ୍ଟାନ୍ତ ଦେବା ଜାରି ରଖିଛନ୍ତି I (ଦେଖ: [[rc://*/ta/man/translate/figs-parables]] ଓ [[rc://*/ta/man/translate/translate-bmoney]]) # Now ଏହି ଶବ୍ଦ ମୁଖ୍ୟ କାହାଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର ହୋଇଛି I ଏଠାରେ ଯୀଶୁ କାହାଣୀର ନୁତନ ଭାଗ କହିବାକୁ ଆରମ୍ଭ କରନ୍ତି I