# call no man on earth your father ଯୀଶୁ ତାହାଙ୍କ ଶ୍ରୋତାମାନଙ୍କୁ କହିବା ନିମନ୍ତେ ଅତିଶୟୋକ୍ତି ବ୍ୟବହାର କରୁଛନ୍ତି ଯେ ସେମାନେ ଏପରିକି ଈଶ୍ବରଙ୍କଠାରୁ ଉନ୍ନତରୁ ଅଧିକ ଉନ୍ନତ ଅନୁମତି ଦେବେ ନାହିଁ I ଅନ୍ୟ ଏକ ଅନୁବାଦରେ: “ପୃଥିବୀରେ ପିତା ବୋଲି କାହାକୁ ସମ୍ବୋଧନ କର ନାହିଁ” କିମ୍ବା “ଏହି ପୃଥିବୀରେ ତୁମ୍ଭର ପିତା ବୋଲି କାହାକୁ କୁହ ନାହିଁ” (ଦେଖ: [[rc://*/ta/man/translate/figs-hyperbole]]) # you have only one Father ଏଠାରେ ପିତା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])