# Connecting Statement: ଯୀଶୁ ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକସମୁହକୁ କହିବା ସମାପ୍ତ କରନ୍ତି I # not eating bread or drinking wine ଏଠାରେ “ରୋଟୀ” ଖାଦ୍ୟକୁ ବୁଝାଏ I ଏହାର ଅର୍ଥ ନୁହେଁ ଯେ ଯୋହନ କେବେ ଖାଉ ନଥିଲେ I ଏହାର ଅର୍ଥ ସେ ଅଧିକାଂଶ ସମୟରେ ଉପବାସ କରୁଥିଲେ, ଓ ଯେତେବେଳେ ସେ ଭୋଜନ କରୁଥିଲେ, ସେ ଉତ୍ତମ ଖାଦ୍ୟ, ବହୁମୁଲ୍ୟ ଖାଦ୍ୟ ଗ୍ରହଣ କରୁ ନଥିଲେ I ଅନ୍ୟ ଏକ ଅନୁବାଦରେ: “ବାରମ୍ବାର ଉପବାସ କରୁଥିଲେ ଓ ନିଶା ସେବନ କରୁ ନଥିଲେ” କିମ୍ବା “ସେ ଚାକଚକ୍ୟ ଖାଦ୍ୟ ଗ୍ରହଣ କରୁ ନଥିଲେ ଓ ସୁରା ପାନ କରୁ ନଥିଲେ” (ଦେଖ: [[rc://*/ta/man/translate/figs-synecdoche]] ଓ [[rc://*/ta/man/translate/figs-explicit]]) # they say, 'He has a demon.' ଏହାକୁ ପରୋକ୍ଷ ଉକ୍ତିରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ କହନ୍ତି ସେ ଭୁତଗ୍ରସ୍ତ ଅଟନ୍ତି” କିମ୍ବା “ସେ ଭୁତଗ୍ରସ୍ତ କହି ଦୋଷାରୋପ କରନ୍ତି” (ଦେଖ: [[rc://*/ta/man/translate/figs-quotations]]) # they say “ସେମାନେ”ର ସମସ୍ତ ଘଟନା ସେହି ସମୟରେ ଲୋକମାନଙ୍କୁ, ଓ ବିଶେଷକରି ଫାରୁଶୀ ଓ ଧାର୍ମିକ ନେତାଗଣଙ୍କୁ ବୁଝାଏ I